ମୋ ବାପା ଦେଇଛନ୍ତି ଯୌତୁକ, ଖାଦ୍ୟ ରାନ୍ଧି ମତେ ଖାଇବାକୁ ଦିଅ, ମୁଁ ରୋଷେଇ କରିବି ନାହିଁ: ସ୍ତ୍ରୀ-ସ୍ବାମୀଙ୍କ ନିଆରା ବିବାଦ କୋର୍ଟରେ…
ଲକ୍ଷ୍ନୌ,୩୦।୫ : ଉତ୍ତରପ୍ରଦେଶର ଆଗ୍ରାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ କହିଛନ୍ତି ତାଙ୍କ ବାପା ବହୁତ ଯୌତୁକ ଦେଇଛନ୍ତି, ତେଣୁ ସେ ରୋଷେଇ କରିବେ ନାହିଁ। କେବଳ ଏତିକି ନୁହେଁ, ସ୍ତ୍ରୀ ସ୍ବାମୀଙ୍କୁ ଯୌତୁକ ଟଙ୍କାରେ…
ଲମ୍ବା ଓ୍ବେଟିଂ ଲିଷ୍ଟ ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା, ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟି ଯାତ୍ରାରୁ ବଞ୍ଚିତ: ଥରୁର…
ନୂଆଦିଲ୍ଲୀ,୩୦।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୱେଟିଂ ଲିଷ୍ଟ ଟ୍ରେନ ଟିକେଟ ନେଇ ସରକାରଙ୍କୁ ଘେରି ଛନ୍ତି। ମଙ୍ଗଳବାର ସେ କହିଛନ୍ତି ଆଜି ଯେତେବେଳେ ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛୁ, ଏକ ନିଶ୍ଚିତ ରେଳ ଟିକେଟ…
ଅଭିନୟ ଛଡା ଅନ୍ୟ କେଉଁଥିରୁ କରନ୍ତି ବ୍ୟବସାୟ ସନ୍ନି ଲିଓନି, ବାର୍ଷିକ ଆୟ ୧୦୦କୋଟିରୁ ବି ଅଧିକ…
ମୁମ୍ବାଇ: ନିକଟରେ କେନେଡିର ସହ-ଅଭିନେତା ରାହୁଲ ଭଟ୍ଟ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସହ ସନ୍ନି ଲିଓନି ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ୍ର ନିଜର ଦମଦାର ପ୍ରଦର୍ଶନ କରିଥିଲେ। ୪୨ ବର୍ଷୀୟ ସନ୍ନି କାନ୍ସ ଡେବ୍ୟୁରେ ତାଙ୍କ…
ଗଣବିବାହରେ କନ୍ୟାଙ୍କୁ କଣ୍ଡୋମ,ଗର୍ଭନିରୋଧକ ବଟିକା ବାଣ୍ଟିଲେ ଶିବରାଜଙ୍କ ସରକାର : କଂଗ୍ରେସର କଡ଼ା ସମାଲୋଚନା…
ଭୋପାଳ,୩୦।୫ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲା ଝାବୁଆରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ବିରୋଧୀ କଂଗ୍ରେସ ଶାସକ ଭାଜପାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କୁ ଏନେଇ ଘେରିବା…
ମନି ଲଣ୍ଡରିଂ ମାମଲାରେ ବୈଧତାକୁ ଚ୍ୟାଲେଞ୍ଜ କରି ଜାମିନ ଆବେଦନ ପ୍ରବୃତ୍ତି ଭୁଲ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୩୦।୫ : ମନି ଲଣ୍ଡରିଂ ମାମଲା(ପିଏମଏଲଏ)ରେ ବୈଧତାକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ଜାମିନ ଆବେଦନ ପ୍ରବୃତ୍ତି ଭୁଲ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ଅବକାଶ ବେଞ୍ଚ ମଙ୍ଗଳବାର ଏଭଳି…
ଯୁକ୍ତ ଦୁଇ ବାଣିଜ୍ୟରେ ଜିଲା ଟପ୍ପର ବଣ୍ଡା ଛାତ୍ରୀ ଆଜି ଦିନ ମଜୁରିଆ
ମାଲକାନଗିର,୩୦।୫(ଡି.ଏନ୍.ଏ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଭଣ୍ଡାଘାଟିରେ ୫ଟି ପଞ୍ଚାୟତରେ ୩୫ରୁ ଉର୍ଦ୍ଧ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତିା ଏହି ଜନଜାତିଙ୍କୁ ନେଇ ସାରା ଦେଶରେ ବିଭିନ୍ନ ଆଲୋଚନା ହୋଇଥାଏା ଏମାନଙ୍କୁ ଦେଖିବାପାଇଁ ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକ…
ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନଙ୍କୁ କୂଟନୈତିକ ସୁରକ୍ଷା…
କେପଟାଉନ,୩୦।୫ : ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି। ପୁଟିନ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଦିଆଯାଇଥିବା…
ଚାଇନାରେ ଦୁର୍ନୀତି ବିରୋଧରେ ଜିନପିଙ୍ଗଙ୍କ କଠୋର ପଦକ୍ଷେପ: ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା…
ବେଜିଂ,୩୦।୫ : ଦୁର୍ନୀତି ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଚାଇନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ର ପ୍ରଥମ ତ୍ରୟମାସିକରେ ଚାଇନାରେ ୧,୧୧,୦୦୦ରୁ ଅଧିକ ଲୋକଙ୍କୁ ଦୁର୍ନୀତି ଅଭିଯୋଗରେ ଜରିମାନା କରାଯାଇଛି। ଏକ…
ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…
ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା…
ଫେରାର ୩ ମାଓବାଦୀ ଗିରଫ
ମାଲକାନଗିରି,୩୦।୫(ସ୍ବ.ପ୍ର) ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସୁକୁମା ଜିଲା କୋଂଟା ପୋଲିସକୁ ଏକ ବଡ ସଫଳତା ମିଳିଛିା ମାଓ ମାମଲାରେ ଫେରାର ଥିବା ୩ ମାଓବାଦୀଙ୍କୁ ଗିରଫ କରିଛି କୋଂଟା ପୋଲିସ। ଡିଆରଜି ଜବାନା ସୂଚନା ମୁତାବକ କୋଂଟା ପୋଲିସ ଓ…
ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ
କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ପାଚେରୀକୁ ଭାଙ୍ଗିି ପଶି ଆସିଛନ୍ତି। ମଠ ପରିସରରେ ଥିବା…
ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…
ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା, ଆସବାବପତ୍ର…
Archives


