Home

ଆଉ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ଛେଡ଼ାକ ଗ୍ରାମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ବାସଭବନରେ ଗୁରୁବାର ଅଚାନକ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଆୟକର ବିଭାଗର ଏକ ୫…

ପୁଣି ତୀବ୍ର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧ା୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ କ୍ରମାଗତ ଭାବରେ ରୁଷିଆ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ରୁଷିଆର ଶେବିକିନୋ ସହରରେ ୟୁକ୍ରେନ ଏକ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଯେଉଁଥିରେ ରାତାରାତି ୫ ଜଣ ଆହତ…

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି ପରମ୍ପରା ସମାଜ ଏବଂ ସମ୍ପ୍ରଦାୟକୁ ବାନ୍ଧି ରଖିଥାଏ। ଆଫ୍ରିକାର ଆଦିବାସୀ ଅଞ୍ଚଳରେ ଏହିପରି ଏକ…

ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ…

କାମରାଜନଗର,୧।୬ : ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ କାମରାଜନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ବିମାନରେ ଦୁଇଜଣ ପାଇଲଟ ଥିଲେ, ଯେଉଁମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନିଂ ବିମାନ କର୍ନାଟକର ଚାମରାଜାନଗରର ମାକାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ…

ବିଶ୍ୱର ସବୁଠୁ ଶୀତଳ ସ୍ଥାନ: ଗ୍ରୀଷ୍ମଋତୁରେ ବି ଏଠାରେ ମାଇନସ୍‌ ୬୦ ଡିଗ୍ରୀ ତାପମାତ୍ରା

ଗ୍ରୀଷ୍ମ ଋତୁରେ ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଥଣ୍ଡା ସ୍ଥାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ। ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ…

୨ ହଜାର ଟଙ୍କିଆ ନୋଟ ବଦଳାଇବା ନୁହେଁ ଜରୁରୀ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୬ : ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟର ଅବକାଶ ବେଞ୍ଚ କହିଛନ୍ତି ଏହା ଏକ ଜରୁରୀ ମାମଲା ନୁହେଁ ଯାହା…

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାରିପଦା ଅଫିସ,୧ା୬: ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନାଧିକାରୀ ବିଶ୍ବଜିତ ଦାଶ ସଦଳବଳ ଚଢ଼ାଉ କରି ୨୯ଗ୍ରାମ୍‌ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହିତ ଏକ…

ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…

ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ବିଦେଶ ଯାଇ ଦେଶର ଅନୁଷ୍ଠାନକୁ ସମ୍ମାନ କରନ୍ତି ନାହିଁ। ତାଙ୍କର ପ୍ରେମର…

ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର…

ନୂଆଦିଲ୍ଲୀ,୧।୬ : କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ପୂର୍ବତନ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାଲିଥିବା ଅଭିଯୋଗର ତଦନ୍ତ ଉପରେ ବିଶ୍ୱାସ କରିବାକୁ କହିଛନ୍ତି। ସେ କହିଛନ୍ତି…

ଆସନ୍ତା ବର୍ଷଠାରୁ ଜୁନ୍‌ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…

ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ ଛୁଟିଦିନ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ସକାଳ ୮ଟା ୧୫ରେ…

ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍‌

ବରଗଡ଼ ଅଫିସ,୧ା୬: ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍‌ ପେ’ ଦାବିରେ ରାଜ୍ୟ ଅମଲା ମିଳିତ ମଞ୍ଚର ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଏହି ଦାବି ପୂରଣ ନେଇ ଅମଲାମାନେ ସ୍ମାରକପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ, କଳାବ୍ୟାଜ୍‌ ପରିଧାନ…

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୬ : ଚାରି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ଣ୍‌ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri