Home

‘ମନ କି ବାତ’ର ୧୦୦ ତମ ଏପିସୋଡରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୨।୪: ‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡ ଚଳିତ ମାସର ଶେଷ ରବିବାର ପ୍ରଚାରିତ…

ଇଦରେ ଶପଥ ନେଲେ ମମତା

କୋଲକାତା,୨୨।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ ଅବସରରେ ଏକ ଶପଥ ନେଇଛନ୍ତି। ମମତା କହିଛନ୍ତି, ଆମେ ଦେଶକୁ ଭାଗ ଭାଗ ହେବାକୁ ଦେବୁନାହିଁ। ସେ କହିଛନ୍ତି, ମୁଁ ଇଦରେ ଶପଥ ନେଉଛି ନିଜର ଜୀବନ ପଛେ ଦେଇଦେବି ହେଲେ ଦେଶକୁ…

ଛଟେଇ ପରେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ

କାଲିଫର୍ନିଆ,୨୨।୪: ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର…

ଅତ୍ୟନ୍ତ ଖରାପ, ମାରାତ୍ମକ, ମହଙ୍ଗା ଏବଂ ଗରମ ବର୍ଷ: ୨୦୨୨ର ପାଣିପାଗକୁ ନେଇ ଜାତିସଂଘ ଏଜେନ୍ସିର ଆକଳନ

ଜେନେଭା,୨୨।୪: ମିଳିତ ଜାତିସଂଘର ପାଣିପାଗ ବିଭାଗ-ବିଶ୍ୱ ପାଣିପାଗ ବିଭାଗ(ଡବ୍ଲୁଏମଓ) ୨୦୨୨ର ପାଣିପାଗକୁ ନେଇ ତା’ର ଆକଳନ ଜାରି କରିଛି। ଏଜେନ୍ସି କହିଛି ୨୦୨୨ ପାଣିପାଗ ଦୃଷ୍ଟିରୁ ଏତେ ଖରାପ ବର୍ଷ ଥିଲା ଯେ ଲାଗୁଥିଲା ଯେମିତି ଏହି କାରଣ ପାଇଁ ଲୋକେ…

ଅହମଦାବାଦରେ ଖେଳାଯିବ ଆଇପିଏଲ୍‌ ଫାଇନାଲ

ନୂଆଦିଲ୍ଲୀ, ୨୧ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୬ ଓ ୨୮ରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି।…

ଚେନ୍ନାଇର ଚତୁର୍ଥ ବିଜୟ

ଚେନ୍ନାଇ,୨୧।୪: ଡିଭନ୍‌ କନ୍‌ୱେଙ୍କ ଅପରାଜିତ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୯ତମ ମ୍ୟାଚରେ ୭ ଉଇକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଥିବା…

ଚେନ୍ନାଇ ଆଗରେ ୧୩୫ ରନ୍‌ର ବିଜୟ ଟାର୍ଗେଟ୍‌

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦…

ପୁଞ୍ଛ ଆତଙ୍କବାଦୀ ଆକ୍ରମଣରେ ରହିଛି ପାକିସ୍ତାନର କନେକ୍ସନ, ୬ ଅଟକ

ଜମ୍ମୁ,୨୧।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତଥିବା ଜଣାପଡିଛି। ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ପାକିସ୍ତାନ ସହ ସମ୍ପର୍କ ଥିବା ଅନୁମାନ କରାଯାଇଛି। ଏହି ଆକ୍ରମଣ ପାଇଁ…

ମୋଦି ଡାକିଲେ ଉଚ୍ଚ ସ୍ତରୀୟ ବୈଠକ, ସୁଦାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ହେଲା ସମିକ୍ଷା

ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଯୁଦ୍ଧ ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସମିକ୍ଷା କରିବାକୁ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସୁଦାନରେ…

ପ୍ରକାଶ ସିଂ ବାଦଲ ଗୁରୁତର

ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଜେନରାଲ ଓ୍ବାର୍ଡରୁ ଆଇସିୟୁକୁ ସିପ୍ଟ କରାଯାଇଛି। ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ…

‘ଶହୀଦ ଯବାନଙ୍କ ପ୍ରତିଶୋଧ ନିଅ ମୋଦି ସରକାର’, ପୁଞ୍ଛ ଆକ୍ରମଣକୁ ନେଇ ରାଗିଲା ଶିବସେନା-ବିଲାଓ୍ବଲଙ୍କ ଭାରତ ଗସ୍ତକୁ ବିରୋଧ

ମୁମ୍ବାଇ,୨୧।୪: ଜମ୍ମୁ-କଶ୍ମୀରକୁ ଲାଗି ରହିଥିବା ପୁଞ୍ଛ ଜିଲାର ଭିମ୍ବର ଗଳି ଅଞ୍ଚଳରେ ଗୁରୁବାର ୨୦ ଏପ୍ରିଲରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ଏଥିରେ ୫ ଭାରତୀୟ ଶହୀଦ ହୋଇଯାଇଥିଲେ। ଏବେ ଏହାକୁ ନେଇ ଶିବସେନା(ଉଦ୍ଧବ ବାଲା…

‘କିସି କା ଭାଇ କିସି କି ଜାନ୍‌’ ରିଲିଜ ପରେ ତର୍କ ବିତର୍କ ଆରମ୍ଭ

ମୁମ୍ବାଇ: ଫିଲ୍ମ  ‘କିସି କା ଭାଇ କିସି କି ଜାନ୍‌’ ରିଲିଜ ହୋଇଛି। ଏହି ଫିଲ୍ମରେ ଭାଇଜାନ ସଲମାନ ଦୀର୍ଘ ୪ ବର୍ଷ ପରେ ରୁପେଲି ପରଦାକୁ ଫେରିଛନ୍ତି। ରିଲିଜ ହେଉ ହେଉ ଫିଲ୍ମକୁ ନେଇ ନାନା ତର୍କ ବିତର୍କ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri