Home

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ

ବାଲିଗୁଡା, ୬।୬:(ଡି.ଏନ.ଏ.):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ଘରେ ପଶି ନାବାଳିକାଙ୍କୁ ଦୁର୍ଷ୍କମ ଉଦ୍ୟମ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସେ…

ପ୍ରତି ରବିବାର ଖାଲି ପାଦରେ ଫ୍ୟାନ୍ସଙ୍କୁ ଭେଟନ୍ତି ବିଗ୍‌ ବି, ଫଟୋ ସେୟାର କରି କହିଲେ କାରଣ…

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ସ ଭଗବାନଙ୍କ ପରି ପୂଜା କରନ୍ତି। ସେଥିପାଇଁ ତ ପ୍ରତି ରବିବାରକୁ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଫ୍ୟାନ୍ସ ବହୁ ଦୂରରୁ ତାଙ୍କ ଘରକୁ ଆସିଥା’ନ୍ତି। ତେବେ ଏହା ଦୀର୍ଘ ଦିନ ଧରି…

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ଛାଡିଦେବି ରାଜନୀତି: ଅଜିତ ପାଓ୍ବାର…

ମୁମ୍ବାଇ,୬।୬ : ମହାରାଷ୍ଟ୍ରରେ ଏବେ ରାଜନୀନୈତିକ ଆରୋପପ୍ରତ୍ୟାରୋପ ଜାରି ରହିଛି। ଶିବସେନାର ଲୋକସଭା ଏମପି କୃପାଲ ତୁମାନେ ମଙ୍ଗଳବାର ଏନସିପି ନେତା ଅଜିତ ପାୱାରଙ୍କୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଏହା ପରେ ବିରୋଧୀ ଦଳର ନେତା ଅଜିତ ପାୱାର…

ଦିଲ୍ଲୀ ଏମ୍ସରେ ପୁଣି ସାଇବର ଆକ୍ରମଣ…

ନୂଆଦିଲ୍ଲୀ,୬।୬ : ନୂଆଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ପୁଣି ସାଇବର ଆକ୍ରମଣ ହୋଇଛି। ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଏନେଇ ଟୁଇଟ କରାଯାଇଛି। ଏମ୍ସ ପ୍ରଶାସନ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନାରେ ଦର୍ଶାଯାଇଛି ହସ୍ପିଟାଲର ସାଇବର…

ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…

ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ ଇଚ୍ଛା…

ଆଇପିଏସ ଅଧିକାରୀ କୃଷି ଗ୍ରାମୀଣ ବିକାଶରେ ନେବେ ତାଲିମ, ଆଇଏଏସ-ଆଇଏଫଓଏସ ଜିଓପଲିଟିକ୍ସରେ ହେବେ ପାରଙ୍ଗମ…

ନୂଆଦିଲ୍ଲୀ,୬।୬ : କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ କରିବାକୁ ଚାହୁଁଛନ୍ତି। ସେହି ଅଧିକାରୀମାନେ ହେଉଛନ୍ତି ଆଇଏଏସ, ଆଇପିଏସ ଏବଂ ଆଇଏଫଓଏସ। ବର୍ତ୍ତମାନ ଆଇପିଏସ ଏବଂ ବୈଦେଶିକ ସେବା ଅଧିକାରୀମାନେ ମଧ୍ୟ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ ବିଷୟରେ…

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ…

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ ବ୍ଲୁ…

ବିଦେଶରେ ଭାରତ ଯୋଡୋର ବିପରୀତ କରୁଛନ୍ତି ରାହୁଲ: ଅଶ୍ୱିନୀ ଚୌବେ…

ବକ୍ସାର,୬।୬ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରାହୁଲ ଗାନ୍ଧୀଙ୍କୁ ପରିବାରବାଦକୁ ବଢ଼ାଉଥିବା ବୋଲି କହିଛନ୍ତି। ଗୋଟିଏ ପଟେ ସେ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବାବେଳେ ଅନ୍ୟ ପଟେ ସେ ବିଦେଶ ଯାଇ ଏହାର ବିପରୀତ ଭାରତ ଭାଙ୍ଗିବା କଥା…

ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୬।୬ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ…

କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ ଋଣ…

ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ

ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ ପରମାଣୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri