Home

ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା: ପ୍ରତି ଜିଲାରୁ ୨ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୭।୬ : ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ତାହା ଏକ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ ହୋଇଛି। ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି। ଯେଉଁଠାକୁ ଦେଶର…

ଦିଲ୍ଲୀ ପହଞ୍ଚିଲା ମଣିପୁର ହିଂସା ତାତି: ଶାହାଙ୍କ ବାସଭବନ ବାହାରେ ପ୍ରଦର୍ଶନ…

ନୂଆଦିଲ୍ଲୀ,୭।୬ : ମଣିପୁରରେ ଚାଲିଥିବା ହିଂସା ତାତି ଏବେ ଦିଲ୍ଲୀରେ ପହଞ୍ଚିଛି। ବୁଧବାର କୁକି ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ସେମାନଙ୍କ ହାତରେ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ…

ପ୍ରଦୂଷଣ କରିବାରେ ଭାରତ ଏକ ନମ୍ବର କହିଥିଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି , ଧରାପଡିଲା ମିଛ

ନୂଆଦିଲ୍ଲୀ,୭।୬: ଆମେରିକାରେ ଆଗାମୀ ନିର୍ବାଚନରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପାର୍ଥୀ ଭାବେ ମନୋନୀତ ହୋଇଥିବା ନିକ୍କି ହେଲି ଭାରତକୁ ସବୁଠାରୁ ଅଧିକ ପ୍ରଦୂଷଣ କରୁଥିବା ଦେଶ ବୋଲି ଦାବି କରିଥିଲେ। ତେବେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ହେଲି ଟ୍ବିଟ୍‌…

ସକ୍ରିୟ ମାମଲା ୩ ହଜାର ତଳେ…

ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ ଏୟାରଫୋର୍ସ ଅଧିକାରୀ ଦାବି କରିଛନ୍ତି ଆମେରିକା ପାଖରେ ଏପରି ଅନେକ ମାନବ ବିହୀନ ବିମାନ…

୭୦୦ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ହେବେ ବିତାଡିତ,ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ ଅଭିଯୋଗ, କେନ୍ଦ୍ରର ସହାୟତା ଲୋଡିଲା ପଞ୍ଜାବ…

ନୂଆଦିଲ୍ଲୀ,୭।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଛନ୍ତି। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ବାସ୍ତବରେ ଏହି ସମସ୍ତ ଛାତ୍ରୀଛାତ୍ରଙ୍କୁ ନକଲି ଅଫର ଲେଟର…

ଏଜେଣ୍ଡା ଚଳାଉଥିବା ଲୋକଙ୍କ ନିୟନ୍ତ୍ରଣରେ କମ୍ପାନୀ: ବିବିସିକୁ କଡ଼ାସମାଲୋଚନା କଲା ଭାଜପା…

ନୂଆଦିଲ୍ଲୀ,୭।୬ : ବିବିସି ଭାରତରେ ଟିକସ ଫାଙ୍କିବା କଥା ସ୍ବୀକାର କରିଛି। ଏହା ପରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ବିଦେଶୀ ଗଣମାଧ୍ୟମ ଗୋଷ୍ଠୀକୁ କଡ଼ା ସମାଳୋଚନା କରିଛନ୍ତି। ସେ କହିଛନ୍ତି ବ୍ରିଟିଶ ବ୍ରଡକାଷ୍ଟର…

ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୭।୬: ରେସଲର ବଜରଙ୍ଗ ପୁନିଆ କୃଷକ ନେତା ରାକେଶ ଟିକାଏତ୍‌ଙ୍କ ସହ ବୁଧବାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଛନ୍ତି। ବଜରଙ୍ଗ ପୁନିଆ ଏବଂ ରାକେଶ ଟିକାଇଟଙ୍କ କିଛି ସମୟ ପରେ ସାକ୍ଷୀ ମଲିକ ଏବଂ ତାଙ୍କ ସୱାମୀ ସତ୍ୟଭ୍ରତ…

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କହିଲେ ‘ରିୟର ଭ୍ୟୁ ମିରର୍‌’ ଦେଖିବା କାହିଁକି ଜରୁରୀ…

ନୂଆଦିଲ୍ଲୀ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ବିଦେଶରେ ଥାଇ ସେ ଲଗାତାର ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଭାଜପା ଏବଂ ଆରଏସଏସ ସଂଘ ଭବିଷ୍ୟତକୁ ଦେଖିବାକୁ ଅକ୍ଷମ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ…

ଧର୍ମରାଜ ଦ୍ରୌପଦୀ ଅମ୍ମନ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ମନ୍ଦିର ସିଲ…

ଚେନ୍ନାଇ,୭।୬ : ତାମିଲନାଡୁର ଏକ ମନ୍ଦିରରେ ପ୍ରବେଶକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପରିସ୍ଥିତି ଦେଖି ଭିଲୁପୁରମ ଜିଲା ରାଜସ୍ବ କମିଶନର ରବିଚନ୍ଦ୍ରନ ମନ୍ଦିରକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅଧିକାରୀମାନେ ଘଟଣାସ୍ଥଳକୁ…

ଧର୍ମର ଉପହାସ ଠିକ ନୁହେଁ: ମହାକାଳ ଲୋକ,ମୂର୍ତ୍ତି ଭାଙ୍ଗିବା ଉପରେ ଭିଡିଓ ପୋଷ୍ଟ କରି ଅଡୁଆରେ କଂଗ୍ରେସ..

.ନୂଆଦିଲ୍ଲୀ,୭।୬ : ଉଜ୍ଜୟନୀରେ ମହାକାଳ ଲୋକରେ ମୂର୍ତ୍ତିଗୁଡ଼ିକର ଭାଙ୍ଗିବା ସହ ଜଡିତ ଏକ ଭିଡିଓ ସାଧୁମାନଙ୍କୁ ଅସନ୍ତୁଷ୍ଟ କରିଛି। ଏହି ଭିଡିଓରେ ମହାକାଳ ଲୋକରେ ମୂର୍ତ୍ତିଗୁଡିକର ପତନ ବିଷୟରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କ ଚରିତ୍ରମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ…

ଚାଇନାର ମୁକାବିଲା କରିବା ଲାଗି ଭାରତ-ଆମେରିକା ମିଳିତ ଭାବେ କାମ କରିବା ଜରୁରୀ…

ଓ୍ବାଶିଂଟନ,୭।୬ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ କହିଛନ୍ତି ଚାଇନା କମ୍ୟୁନିଷ୍ଟ ପାର୍ଟି ସାମ୍ନାରେ ଗଣତାନ୍ତ୍ରିକ ଅନ୍ତର୍ଜାତୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏଥି ସହିତ, କ୍ଷମତାଶାଳୀ ଚାଇନାର ମଡେଲ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri