Home

ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାଶନାଲ…

ଉତ୍ତରଦାୟିତ୍ୱରୁ ଖସିବା ପାଇଁ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର

ନୂଆଦିଲ୍ଲୀ,୬ା୭(ପି.ଟି.): ୨୯୪ ଯାତ୍ରୀଙ୍କ ଜୀବନ ନେଇଥିବା ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ରେଳ ମନ୍ତ୍ରଣାଳୟ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର ଚଳାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶରେ…

ଡିଏନ୍‌ ଗ୍ରୁପ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ଆୟକର ବିଭାଗ ପକ୍ଷରୁ ଓଡ଼ିଶାର ବଡ଼ ରିଏଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ବୁଧବାର ଚଢ଼ାଉ କରାଯାଉଛି। ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ସଂସ୍ଥାର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦିଶ୍‌ ପ୍ରସାଦ ନାୟକଙ୍କ ସମେତ…

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍‌ ଗଲେ ପ୍ରେମିକ

କୋକସରା,୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ଗାଁର ଜଣେ ଯୁବତୀ ଓ ସେହି କମ୍ପାନୀରେ ସୋନପୁର ଜିଲା ଡୁଙ୍ଗରିପାଲି ଗାଁର ସୁମିତ ନାଏକ (୨୭) ମଧ୍ୟ କାମ କରୁଥିଲେ।…

ପ୍ରେମିକ ସହ ଫେରାର ହୋଇଗଲେ ଝିଅ, ଜିଅଁନ୍ତା ଶୁଦ୍ଧି ହେଲେ ପରିବାର ଲୋକେ

ପାଟ୍‌ନା,୫ା୭: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି। ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା। ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏପରି ଘଟଣା ବିହାରର ପୁର୍ନିଆଠାରେ ଦେଖିବାକୁ ମିଳିଛି। ଝିଅଙ୍କ ପିତା ଏବଂ ଭାଇ…

ନୂଆ ରୂପରେ ବଡ଼ଘାଗରା

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ବଣଜଙ୍ଗଲ…

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅସନ୍ତୋଷ: ଚାଉଳ ଯାଞ୍ଚ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଡାଳମୁଣ୍ଡା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ମଙ୍ଗଳବାର ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବା…

କଲରାପତରିଆ ବାଘ ଶିକାର କରି ୧୧ ଗିରଫ

ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର…

ଦଳଭେଦୀ ଅଜିତଙ୍କ ଉପରେ ବର୍ଷିଲେ ଶରଦ ପାଓ୍ବାର, କହିଲେ ଅସୁବିଧା ଥିଲା ଯଦି…

ମୁମ୍ବାଇ,୫।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ବୁଧବାର ଦିନ ଶରଦ ପାୱାର ପ୍ରଥମ ଥର ପାଇଁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶ ଆମକୁ ଦେଖୁଛି। ଆଜିର ବୈଠକ ଏନସିପି ପାଇଁ ଐତିହାସିକ। ବାଟରେ ଆସୁଥିବା ଅନେକ…

୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କଙ୍ଗନା…

ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପାଙ୍କର ନୁହେଁ: ସୁପ୍ରିୟା ସୁଲେ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଉଠା ପକା ମଧ୍ୟରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସାଂସଦ ସୁପ୍ରିୟା ସୁଲେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପା ଶରଦ ପାଓ୍ବାରଙ୍କ ବିରୋଧରେ କିଛି କୁହନ୍ତୁ ନାହିଁ।…

ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୫।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶେଷରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କର ରାଜନୈତିକ ଅଭିଳାଷ ପ୍ରକାଶ କରିଛନ୍ତି। ଅଜିତ ପାୱାର କହିଛନ୍ତି ସେ ମହାରାଷ୍ଟ୍ରର ସିଏମ ହେବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?