ଦେଶ ବିରୋଧୀ ଶକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ରାହୁଲ: ଶରତ
ଭୁବନେଶ୍ବର, ୨୪ା୩(ବ୍ୟୁରୋ):ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ। ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ବାଧୀନତା ଉପରେ ସମ୍ପୂର୍ଣ୍ଣରୂପେ ରୋକ୍ ଲଗାଇବା ପାଇଁ ୮ ବର୍ଷ ହେଲା କାର୍ଯ୍ୟ କରୁଛି। ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ…
ଏମ୍ପି ପଦ ହରାଇପାରନ୍ତି ରାହୁଲ
ନୂଆଦିଲ୍ଲୀ,୨୪ା୩:କଂଗ୍ରେସ ନେତା ରହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍ପି…
ବାଲ୍ୟବିବାହ ଥମିବାର ନାଁ ଧରୁନି
ନୟାଗଡ଼ ଅଫିସ,୨୪।୩: ନୟାଗଡ଼ ଜିଲାରେ ବାଲ୍ୟବିବାହ ଥମିବାର ନାଁ ଧରୁନି। ବାଲ୍ୟବିବାହ ଓ ଭ୍ରୂଣହତ୍ୟା ରୋକିବାକୁ ଦୁଇ ପ୍ରସଙ୍ଗରେ ଲକ୍ଷ ଲକ୍ଷ ଅନୁଦାନରେ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ହେଉଛି। ପୁଣି ସରକାରୀ ସ୍ତରରେ ବାଲ୍ୟବିବାହ ବନ୍ଦ…
ହାତୀ,ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ବର, ୨୪ା୩(ବ୍ୟୁରୋ):ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି।…
ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି
ଚଣ୍ଡିଖୋଲ/ ଛତିଆ, ୨୪ା୩(ଡି.ଏନ୍.ଏ.):ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗାଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…
ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀଙ୍କ ଟୋକନ କଟ୍
ପଟ୍ଟାମୁଣ୍ଡାଇ,୨୪ା୩ (ସ୍ବ.ପ୍ର.): ଖରିଫ ଧାନକିଣାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ପ୍ରକୃତ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଆର୍ଥତ୍କ କ୍ଷତି ସହୁଛନ୍ତି। ସରକାରଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନଙ୍କର ଟୋକନ କଟିବା ଦ୍ୱାରା ସେମାନେ ସ୍ବଳ୍ପ…
ଗୁଳି ବିନିମୟ: ୫ ମାଓବାଦୀ ଗିରଫ
ମାଲକାନଗିରି, ୨୪।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବୁଧବାର ରାତିରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ପୋଲିସ ଗୁଳିରେ…
ମୃତ୍ୟୁ ପୂର୍ବରୁ ଜିଜ୍ଞାସାଙ୍କୁ ୯୭ ସେକେଣ୍ଡର ଶେଷ କଲ୍
ଭୁବନେଶ୍ୱର,୨୪।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁବାର ୬ଦିନ ପୂରିଛି। ମାମଲାକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଆତ୍ମହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ଏଯାଏ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କେବଳ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା…
ପାର୍ଲାମେଣ୍ଟ ପରିସରରେ ବିରୋଧୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ, ୨୪ା୩(ପି.ଟି.):ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକରି ଗୁରୁବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାର୍ଲାମେଣ୍ଟ ଭବନର ମୁଖ୍ୟ ପ୍ରବେଶ ପଥ ଗେଟ୍ ନଂ.୧ ନିକଟରେ ବିରୋଧୀ ନେତାମାନେ ଏକାଠି…
ଦୁବାଇରେ ୪ ଦାଦନ ଶ୍ରମିକଙ୍କୁ ନିର୍ଯାତନା
ରାଜନଗର,୨୪ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ବହୁ ବେକାରୀ ଯୁବକ ପରିବାର ପ୍ରତିପୋଷଣ ପାଇଁ ଦୁବାଇ ସମେତ ଦେଶ ବାହାରକୁ କାମ ଅନ୍ବେଷଣରେ ଯାଇଛନ୍ତି। ଯୁବକମାନଙ୍କୁ କାମ ଧନ୍ଧା ଯୋଗାଇ ଦେବାକୁ କହି ଟୁରିଷ୍ଟ ଭିସାରେ ମାନବ ଚାଲାଣକାରୀ ଠିକାଦାରମାନେ କେନ୍ଦ୍ରାପଡ଼ା…
ତେଜୁଛି ଖଲିସ୍ତାନୀ ସ୍ବର
ଚଣ୍ଡିଗଡ଼/ନୂଆଦିଲ୍ଲୀ/ଲଣ୍ଡନ/ଓ୍ବାଶିଂଟନ, ୨୪ା୩:ଖଲିସ୍ତାନୀ ନେତା ଅମ୍ରିତ୍ପାଲ ସିଂଙ୍କୁ ଧରିବାକୁ ଯାଇ ପଞ୍ଜାବ ପୋଲିସ ନାକେଦମ ହେଲାଣି। ସପ୍ତାହେ ହେଲା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ନିଶା ନିବାରଣ କେନ୍ଦ୍ର ଚଳାଇବା ନାଁରେ ଅମ୍ରିତ୍ପାଲ ଯୁବବର୍ଗଙ୍କୁ ଅସ୍ତ୍ର ଶିକ୍ଷାଦେବା ସହ ଆତ୍ମଘାତୀ ବୋମା…
ଔଷଧୀୟ ବୃକ୍ଷ ଜିଲାରେ ଲୋପ ପାଉଛି
କେନ୍ଦ୍ରାପଡା ଅଫିସ,୨୪ା୩: ଜଳପଥ ଓ ଉର୍ବର ମୃତ୍ତିକା କେନ୍ଦ୍ରାପଡ଼ା ଜିଲାର ପ୍ରାକୃତିକ ପରିବେଶକୁ ସୁନ୍ଦର କରୁଛି। ଏହାସତ୍ତ୍ୱେ ଜାତୀୟ ଉଦ୍ୟାନ ଭିତରକନିକା ସମେତ ଗ୍ରାମ୍ୟ ଜଙ୍ଗଲରେ ଭରପୂର ଥିବା ଏହି ଜିଲାରେ ଏବେ ଔଷଧୀୟ ବୃକ୍ଷ ଲୋପ ହେବାକୁ ବସିଛି। ପୂର୍ବରୁ…
Archives


