Home

ବେସରକାରୀ ଅଲ୍‌ଟ୍ରାସାଉଣ୍ଡ ମେଶିନ ଭରସା

ଯାଜପୁର,୧୬ା୬(ହର୍ଷବର୍ଦ୍ଧନ ବେହେରା): ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ପରିପ୍ରେକ୍ଷୀରେ ଯାଜପୁର ଜିଲାରେ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) କାର୍ଯ୍ୟ କରୁଛି। ଏହି ଯୋଜନା ଗର୍ଭବତୀ ଓ…

ଶୋଇପଡ଼ିଲେ ଫାଣ୍ଡି ଅଧିକାରୀ, ଚମ୍ପଟ ମାରିଲେ ଅଭିଯୁକ୍ତ

ଗୋପ,୧୬।୬(ଭାରତୀ ଭୂଷଣ ଉପାଧ୍ୟାୟ): ପୁରୀ ଜିଲା ଗୋପ ଥାନାର ନୟାହାଟ ଫାଣ୍ତିରୁ ବୁଧବାର ଅପରାହ୍ନରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନେ ଶୋଇଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ବାହାର ପଟୁ କବାଟରେ ଶିକୁଳି ଦେଇ…

ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡ଼ି

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା): ଟ୍ରାଫିକ ନିୟମ ଉଲ୍ଲଂଘନ ନ କରି କିମ୍ବା ଘରେ ଗାଡି ରହିଥିବାବେଳେ ବି ଅନେକ ସମୟରେ ମୋବାଇଲ୍‌କୁ ଚାଲାଣ କଟିବାର ମେସେଜ୍‌ ଆସୁଛି। ଗାଡି ନମ୍ବରକୁ ଅପବ୍ୟବହାର କରି ନିୟମ ଉଲ୍ଲଂଘନକାରୀମାନେ ରାସ୍ତାରେ ଯାତାୟତ କରୁଥିବାବେଳେ ଚାଲାଣ ବୋଝ…

ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ୍‌ ଥେରାପି’

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ ଥେରାପି’। ଏଥିପାଇଁ ଭୁବନେଶ୍ୱରସ୍ଥିତ ଜାମୁକୋଳିଠାରେ ନିର୍ମାଣ ହେବ ଆଉଏକ ବୃହତ୍‌ ଗୋଶାଳା। ଅତ୍ୟାଧୁନିକ ସୁବିଧା ସହ ଏଠାରେ ଏକ ସଙ୍ଗରେ ପ୍ରାୟ ୫ହଜାର ଗୋରୁ ରହିବା ପାଇଁ ବ୍ୟବସ୍ଥା କରାଯିବ। ତେବେ…

ସାଇକେଲରେ ୩ ଦେଶ ବୁଲିଲେଣି ରାମ ପ୍ରସାଦ

ଭୁବନେଶ୍ୱର,୧୬।୬(ଅଭିଜିତ ଦାସ): ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ସମସ୍ୟା ପାଲଟିଛି। ଏଥିପାଇଁ ଗୋଟିକ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ‘ପ୍ରଦୂଷଣମୁକ୍ତ ବିଶ୍ୱ ଓ ଜୀବନ ରକ୍ଷା’ ବାର୍ତ୍ତା…

ମୌସୁମୀ ଆସୁଛି, ସରୁନି ଡ୍ରେନ୍‌ କାମ

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଡ୍ରେନ୍‌ କାମ ସରିପାରି ନାହିଁ। ତେଣୁ ଚଳିତବର୍ଷ…

ଦଣ୍ଡ ପ୍ରଣାମ କରି ରାଜସ୍ଥାନରୁ ପୁରୀ

ପୁରୀ,୧୬ା୬(ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ ଉଦ୍ଦେଶ୍ୟରେ ରାଜସ୍ଥାନରୁ ଜଣେ ଭକ୍ତ ଦଣ୍ଡ ପ୍ରମାଣ କରି ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ଏହି ଭକ୍ତ ଜଣଙ୍କ ହେଉଛନ୍ତି ରାଜସ୍ଥାନର ଶ୍ରୀରାମ ଗୁଜ୍ଜର। ଶ୍ରୀରାମ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା…

ଗୋରୁଙ୍କୁ ବ୍ୟାପୁଛି ଏକଟାଙ୍କିଆ ରୋଗ

ସାକ୍ଷୀଗୋପାଳ,୧୬।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର): ସତ୍ୟବାଦୀର କିଛି ଅଞ୍ଚଳରେ ଗୋରୁ ବାଛୁରୀଙ୍କୁ ଏକଟାଙ୍କିଆ ରୋଗ ବ୍ୟାପୁଥିବା ନେଇ ଗୋପାଳକ ଅଭିଯୋଗ କରିଛନ୍ତି। ଗୋରୁଙ୍କୁ ହଠାତ୍‌ ପ୍ରବଳ ଜ୍ୱର ଆସି ପାଟିରୁ ଲାଳ ବାହାରିବା ସହ ଗୋଡ଼ ଫୁଲି ଦରଜ ହୋଇ ଅଚଳ ହେବାରୁ…

ରାସ୍ତାରେ ପାର୍କିଂରୁ ବଢୁଛି ଦୁର୍ଘଟଣା

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ସହର ଉପକଣ୍ଠ ବୀରମୁଣ୍ଡା ଛକ ନିକଟରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ପୁଣି ଥରେ ବଲାଙ୍ଗୀର ବାଇପାସ୍‌ ନିର୍ମାଣ…

ମହିମା ପୀଠ କାୟାକଳ୍ପ ବଦଳିବ

ଭୁବନେଶ୍ୱର/ଢେଙ୍କାନାଳ, ୧୬।୬(ଅନିଲ ଦାସ/ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ। ଏହାର ଉନ୍ନତୀକରଣ ସମ୍ପର୍କିତ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗତ…

କପିରେ ଧରାପଡ଼ିଥିବା ଯୁକ୍ତ୨ ଛାତ୍ରୀଛାତ୍ର ୨୯ ସୁଦ୍ଧା ପକ୍ଷ ରଖିବେ

ଭୁବନେଶ୍ୱର,୧୬ା୬ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କପି କରି ଧରାପଡ଼ିଥିବା ଛାତ୍ରୀଛାତ୍ର ନିଜ ପକ୍ଷ ରଖିବେ। ଆସନ୍ତା ୨୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଆକାରରେ ନିଜ…

ଏ ପାନ୍‌ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri