Home

ପଶ୍ଚିମାଞ୍ଚଳ ନିୟନ୍ତ୍ରଣରେ ପ୍ରଥମ ଦିନ

ବେଙ୍ଗାଲୁରୁ, ୧୩ା୭ (ପି.ଟି.): ଦୁଲୀପ୍‌ ଟ୍ରଫି ଫାଇନାଲ୍‌ର ପ୍ରଥମ ଦିନର ଖେଳ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବୋଲରଙ୍କ ସଫଳତା ବଳରେ ପ୍ରଥମ ଦିନର ଖେଳକୁ ନିୟନ୍ତ୍ରଣରେ ରଖିଛି ପଶ୍ଚିମାଞ୍ଚଳ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା…

ରୋଗୀଙ୍କୁ ପାଇପ୍‌ରେ ଅକ୍ସିଜେନ୍‌ ଯୋଗାଣ ବିଳମ୍ବିତ

ଭୁବନେଶ୍ୱର,୧୩।୭(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲାଗି ପ୍ରୟାସ ଜାରି ରହିଛି। ଇତିମଧ୍ୟରେ ମେଡିକାଲ କଲେଜ ଖୋଲାଯିବା ସହ ବିଭିନ୍ନ ବିଭାଗରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ହେଲେ ଏବେ ବି ହସ୍ପିଟାଲରେ ରୋଗୀମାନେ…

ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ପାକିସ୍ତାନ ଯିବ ନାହିଁ ଭାରତ

ନୂଆଦିଲ୍ଲୀ, ୧୩ା୭(ପି.ଟି.): ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନରେ ଏହାର ମ୍ୟାଚ ଖେଳିବ ନାହିଁ ବୋଲି ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଓ ପାକିସ୍ତାନ…

ବିଏମସିକୁ ମିଳିଲା ‘ସ୍କଚ୍‌ ଆୱାର୍ଡ’

ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ’ ମିଳିଛି। ବୈପ୍ଲବିକ ଇଣ୍ଟିଗ୍ରେଟେଡ୍‌ ସାନିଟେଶନ ସିଷ୍ଟମ (ସଫା) ଭୁବନେଶ୍ୱର ଆପ୍‌ ପାଇଁ ସ୍କଚ୍‌ ପୁରସ୍କାର ବା ‘ସୁବର୍ଣ୍ଣ ମାନକ’ ହାସଲ କରିବାକୁ ବିଏମ୍‌ସି ସକ୍ଷମ ହୋଇଛି। ଏହା ମହାନଗର…

ମଳ ପରିଚାଳନାକୁ ବିଏମ୍‌ସିର ଗୁରୁତ୍ୱ

ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଳ ପରିଚାଳନା ନେଇ ତପତ୍ରତା ପ୍ରକାଶ ପାଇଛି। ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଆନ୍ତଃବିଭାଗୀୟ କର୍ମକର୍ତ୍ତା ଓ ସେସ୍‌ପୁଲ୍‌ ଅପରେଟରମାନଙ୍କୁ ନେଇ ଏମକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଗାରିମା ଯୋଜନା ଅଧୀନରେ…

ମୀନା, ଜ୍ୟୋତ୍ସ୍ନାଙ୍କୁ ସ୍ବର୍ଣ୍ଣ, ଝିଲି ରୌପ୍ୟ

ଭୁବନେଶ୍ୱର, ୧୩ା୭(ତପନ ସ୍ବାଇଁ): ଗ୍ରେଟର ନଏଡ଼ାଠାରେ ବୁଧବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଓଡ଼ିଶା ଭାରୋତ୍ତୋଳନ ଏଚ୍‌ପିସି ଆଥଲେଟ୍‌ ଜ୍ୟୋତ୍ସ୍ନା ଶବର ଓ ମୀନା ଶାନ୍ତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୪୦ କେଜି ୟୁଥ୍‌ ବର୍ଗରେ…

ଭାରତୀୟ ଦଳରେ ଓଡ଼ିଶାର ରାକେଶ, ତପନ

ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଏସିଆନ ଗେମ୍ସ ୨୦୨୩ ପାଇଁ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ ବୁଧବାର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଶେଷ ହୋଇଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ…

ଅଶ୍ୱିନଙ୍କୁ ୫ ଉଇକେଟ

ଡୋମିନିକା, ୧୩ା୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଡୋମିନିକାରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଖବର ପ୍ରସ୍ତୁତ ସୁଦ୍ଧା ୧୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଛି। ସଫଳ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ୱିନ…

ସେବାୟତ ଶ୍ମଶାନ ପାଇଁ ଜମି ଚିହ୍ନଟ

ସାକ୍ଷୀଗୋପାଳ,୧୩।୭(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ)ସାକ୍ଷୀଗୋପାଳ ମନ୍ଦିର ସେବାୟତ ଶ୍ମଶାନ ଭଙ୍ଗା ଓ ନିର୍ମାଣକୁ ନେଇ ଲାଗିରହିଥିବା ବିବାଦର ସମାଧାନ ନିମନ୍ତେ ସ୍ଥାନୀୟ ଜଳସେଚନ ଡାକବଙ୍ଗଳାରେ ବୁଧବାର ଉଚ୍ଚସ୍ତରୀୟ ବୈଠକ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିବାଦ ଭୁଲିଯାଇ…

ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ନେଇ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୧୩।୭,(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ସ୍ତରରେ ଏହାର ତଦନ୍ତ ନିମନ୍ତେ ଅଭିଭାବକ ମହଲରେ ଦାବି କରାଯାଇଛି। ଓଡ଼ିଶା…

ନିତା ଫୁଟବଲ ଏକାଡେମୀ ପକ୍ଷରୁ ଖେଳାଳି ଚୟନ ୧୪ରୁ

ଖୁଣ୍ଟୁଣୀ, ୧୩ା୭ (ସଚ୍ଚିଦାନନ୍ଦ ପଣ୍ଡା): ନିତା ଫୁଟବଲ ଏକାଡେମୀ ପକ୍ଷରୁ ଓଡ଼ିଶାର ବାଳିକା ଯୁବ ପ୍ରତିଭା ଫୁଟବଲ ଖେଳାଳି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ସ୍ଥରରେ ପହଞ୍ଚାଇବାକୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି…

ହଟିବ ଦ୍ୱିପାକ୍ଷିକ ସିରିଜ୍‌, ବର୍ଷକୁ ଥରେ ବିଶ୍ୱକପ୍‌

ଲଣ୍ଡନ, ୧୩ା୭ (ପି.ଟି.): କ୍ରିକେଟକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବା ପାଇଁ ଓ ଏହାକୁ ଅଧିକ ଲୋକପ୍ରିୟ କରିବା ଲାଗି କ୍ରିକେଟର ନିୟମ ପ୍ରଣେତା ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି) ପକ୍ଷରୁ କିଛି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁସାରେ ଟେଷ୍ଟ କ୍ରିକେଟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?