Home

ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା…

ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗତ ୯ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୪ ରେ ଯେତେବେଳେ…

ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ ଚାଲିଥିବା ଜଣାପଡ଼ିଛି। କେନ୍ଦୁଝର, ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରା ସହ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୨୦…

ମନସୁଖ ହୋଇ ପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ !…

ଅହମଦାବାଦ,୧୧।୫ : କର୍ନାଟକ ର୍ନିବାଚନ ଫଳାଫଳ ପରେ ଭାରତୀୟ ଜନତା ପାର୍ଟି ନୀତି ସରକାରରେ ଅନେକ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ ସହିତ ଉତ୍ତରପ୍ରଦେଶ କ୍ୟାବିନେଟରେ ପରିବର୍ତ୍ତନ ଘଟିବାର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, ମୁଁ ସେହି ଦିନକୁ କେବେ…

‘ରାହୁଲଙ୍କ ଆଚରଣ ଦାୟିତ୍ୱହୀନ’

ନୂଆଦିଲ୍ଲୀ,୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟଙ୍କ ଦ୍ୱାରା ନୋଟିସ୍‌ ପଠାଯାଇଛି। ମେ ୫ ଶୁକ୍ରବାର ଦିନ ରାହୁଲ ସୂଚନା ନ ଦେଇ ସେ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ ଏବଂ ସେଠାରେ ଛାତ୍ରମାନଙ୍କ…

ଶିବସେନା କାହାର: ପୁଣି ଲଟକିଲା ଫଇସଲା…

ନୂଆଦିଲ୍ଲୀ,୧୧।୫ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କାହାର ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ପୁଣି ଫଇସଲାକୁ ପୁଣି ଲଟକାଇଛନ୍ତି। ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ…

କରାଚି ଶିପୟାର୍ଡରେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ପହଞ୍ଚିଥିବା ବ୍ୟକ୍ତି ପୋଲିସ ଗୁଳିରେ ନିହତ

କରାଚି,୧୧।୫: ପାକିସ୍ତାନର ବନ୍ଦର ସହର କରାଚିରେ ଏକ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆକ୍ରମଣ କରିବା ଯୋଜନା ପଣ୍ଡ ହୋଇଛି। ଆକ୍ରମଣକାରୀ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆତ୍ମଘାତି ଆକ୍ରମଣ କରିବା ଯୋଜନାରେ ଥିଲେ। ହେଲେ…

ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର…

ନୂଆଦିଲ୍ଲୀ,୧୧।୫ : ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ଏହି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ…

କୈଳାସ ମାନସରୋବର ତୀର୍ଥଯାତ୍ରା ଖର୍ଚ୍ଚ ଦୁଇଗୁଣା: ‘ଘାସ କ୍ଷୟକ୍ଷତି ଚାର୍ଜ’ ୨୪ ହଜାର ଟଙ୍କାକୁ ବୃଦ୍ଧି କଲା ଚାଇନା…

ବେଜିଂ,୧୧।୫ : ତିନି ବର୍ଷ ବନ୍ଦ ହେବା ପରେ ଚାଇନ ସରକାର ନେପାଳ-ଚାଇନା ସୀମାରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଅନେକ ପଏଣ୍ଟ ଖୋଲିଛନ୍ତି। ତେବେ ନେପାଳର ଗଣମାଧ୍ୟମ ରିପୋର୍ଟ କରିଛି, ନୂତନ ପ୍ରତିବନ୍ଧକ, ଉଭୟ ପର୍ଯ୍ୟଟକ ଏବଂ ଟୁର୍‌ ଅପରେଟରଙ୍କ…

ଇମ୍ରାନଙ୍କ ଗିରଫ ପରେ ଦେଶରେ ଉପୁଜିଥିବା ହିଂସାକୁ ନେଇ ପାକ ସେନା କହିଲା, ଏହା ଦେଶର ଇତିହାସରେ କଳା ଅଧ୍ୟାୟ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ହିଂସା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପ୍ରତିଟି ସହରରେ ଇମ୍ରାନଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୧୫…

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ଲାଗିରହିଛି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ପାର୍ଟିର…

ସୃଷ୍ଟିହେଲା ବାତ୍ୟା, ଆଜି ମଧ୍ୟାହ୍ନ ସୁଦ୍ଧା ନେବ ଭୀଷଣ ରୂପ

ନୂଆଦିଲ୍ଲୀ,୧୧ା୫: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗୁରୁବାର ବାତ୍ୟାର ରୂପ ନେଇଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ସାମୁଦ୍ରିକ ବାତ୍ୟା ‘ମୋକା’ ଆଜି ଭୋର୍‌ ୫.୩୦ରେ ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri