ରାମନବମୀରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ମନ୍ଦିର କୂଅ ଛାତ
ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍ନେହା ନଗର ନିକଟସ୍ଥ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଛାତ ଭୁଶୁଡି ପଡିଛି। ଫଳରେ ୨୫ରୁ ଅଧିକ ଭକ୍ତ କୂଅ ଭିତରେ ଫସି ରହିଛନ୍ତି।…
ଫେସବୁକ୍, ଇନ୍ଷ୍ଟାଗ୍ରାମ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା
କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍ସ୍କ୍ରିପ୍ଶନ ମଡେଲ ଲଞ୍ଚ୍ କରିଛି। ଆମେରିକାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍ ସଂସ୍କରଣ ପାଇଁ…
୧୪ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା ପେପ୍ସୀ, କାରଣ ଜାଣିଲେ…
ଆମେ ଯେତେବେଳେ କ୍ଳାନ୍ତ ହୋଇଥାଉ କିମ୍ବା ହୋଟେଲରେ ଖାଇଥାଉ ସେତେବେଳେ କିଛି ଥଣ୍ଡା ପାନୀୟ ଗ୍ରହଣ କରିଥାଉ। ଅନେକ କମ୍ପାନୀ ଥଣ୍ଡା ପାନୀୟ ତିଆରି କରନ୍ତି। କିଛି ଲୋକ ପେପ୍ସୀକୁ ଅଧିକ ପସନ୍ଦ କରନ୍ତି। ଏହା ପଛର କାରଣ ହେଉଛି ଏହି…
ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ
ଭଦ୍ରକ ଅଫିସ,୩୦ା୩: ଭଦ୍ରକ ସହରରେ ଚାଲିଥିବା ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞର ଗୁରୁବାର ପୂର୍ଣ୍ଣାହୁତି ଥିବାବେଳେ ନଗର ସଂକୀର୍ତ୍ତନ ପାଇଁ ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ ସହର। ସହରର ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକ, ବନ୍ତ…
ଭାରତ-ଶ୍ରୀଲଙ୍କା ସୌରଶକ୍ତି ଚୁକ୍ତି: ସ୍ଥାପିତ ହେବ ୧୩୫ ମେଗାଓ୍ବାଟ ସୋଲାର ପ୍ଲାଣ୍ଟ…
ନୂଆଦିଲ୍ଲୀ,୩୦।୩ : ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୌୀଶକ୍ତି ଚୁକ୍ତି ହୋଇଛି। ଏହା ଅନ୍ତର୍ଗତ ଶ୍ରୀଲଙ୍କର ଉପକୂଳବର୍ତ୍ତୀ ପୂର୍ବ ଜିଲାର ଟ୍ରିନକୋମାଲିରେ ଦୁଇ ପର୍ଯ୍ୟାୟରେ ୧୩୫ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର…
ଭାଜପାକୁ ଚେତାବନୀ ଦେଲେ ମମତା
କୋଲ୍କାତା,୩୦।୩: ଚଳିତ ବର୍ଷ ପଶ୍ଚିମବଙ୍ଗରେ ରାମନବମୀକୁ ବଡ଼ ଉତ୍ସାହର ସହ ପାଳନ କରିବାକୁ ଭାଜପା ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଅନେକ ସ୍ଥାନରେ ବିଶାଳ ଶୋଭାଯାତ୍ରା ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ଭାଜପାକୁ ଚେତାବନୀ ଦେଇଛନ୍ତି। ମମତା…
୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
ସାତମାଇଲ,୩୦ା୩(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗୁରୁବାର ଭୋର୍ରୁ ଗ୍ରାମର ସ୍ବର୍ଗତ ମଙ୍ଗୁଳ ସାମଲଙ୍କ ସ୍ତ୍ରୀ…
ଅନ୍ଲାଇନ କାରବାରକୁ ସାବଧାନ ! ହଜାରେ ଦିନରେ ୧୩ କୋଟି ଥର ସାଇବର କ୍ରାଇମ ପୋର୍ଟାଲର ସହାୟତା ନେଇଛନ୍ତି ଲୋକେ…
ନୂଆଦିଲ୍ଲୀ,୩୦।୩ : ବିଶ୍ୱସ୍ତରରେ, ଏହା ବିକଶିତ ହେଉ କିମ୍ବା ବିକାଶଶୀଳ ରାଷ୍ଟ୍ର ହେଉ, ସାଇବର ଅପରାଧ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହୋଇଛି । ଭାରତରେ ସାଇବର ଅପରାଧର ମୁକାବିଲା ତଥା ଏହାର ବିପଦ ବିଷୟରେ ଲୋକଙ୍କୁ…
ରାମନବମୀରେ ଭିଡ଼ ଭିତରୁ ୬ ମହିଳାଙ୍କ ଚେନ୍ ଝାମ୍ପିନେଲେ ଲୁଟେରା
ନିଶ୍ଚିନ୍ତକୋଇଲି,୩୦ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଲ ପଞ୍ଚୟତ ରଘୁନାଥ ମନ୍ଦିରରେ ଶ୍ରୀରାମ ନବମୀ ଅବସରରେ ବହୁ ଜନ ସମାଗମ ହୋଇଥିଲା। ଏହାର ସୁଯଗ ନେଇ ଚେନ୍ ଲୁଟେରା ସକ୍ରିୟ ହୋଇ ପଡ଼ିଥିଲେ। ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖି ଲୁଟେରାମାନେ…
ୟେଦୁରପ୍ପାଙ୍କ ବଡ଼ ଘୋଷଣା: ଲଢ଼ିବିନି ନିର୍ବାଚନ…
ବେଙ୍ଗାଲୁରୁ,୩୦।୩ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୟେଦୁରୁପ୍ପା ତାଙ୍କ ବୟସ ଦର୍ଶାଇ ଏହା…
ମାଟ୍ରିକ ମାର୍କଶିଟ୍ ଶେୟାର କଲେ କୋହଲି: ଜାଣନ୍ତୁ କେଉଁ ବିଷୟରେ ରଖିଥିଲେ କେତେ ନମ୍ବର
ନୂଆଦିଲ୍ଲୀ,୨୦।୩: ଭାରତର ତାରକା ଖେଳାଳି ବିରାଟ କୋହଲି ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି। ତାଙ୍କ ଟିମ୍ ଆର୍ସିବି ଏହାର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଆଇପିଏଲରେ ସମସ୍ତ ଆରସିବି ପ୍ରଶଂସକ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ୍ ବର୍ଷାକୁ ଅପେକ୍ଷା…
ଆକ୍ସନ ପ୍ଲାନ୍ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ
ପୁରୀ ଅଫିସ,୩୦।୩:ଆସନ୍ତା ଜୁନ୍ ୨୦ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ବିଗତ ବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ କରିବା ନେଇ ବୁଧବାର ପ୍ରଥମ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ…
Archives


