ମୋଦିଙ୍କ ଫଟୋ ନିକଟରେ ହୃଦୟର କଥା କହିଲେ କୃଷକ
ବେଙ୍ଗାଲୁରୁ,୩୦।୩: କର୍ନାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ କୃଷକ ବସ୍ରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। କୃଷକ ଜଣଙ୍କ ମୋଦିଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ଫଟୋକୁ ଚୁମ୍ବନ…
ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ
ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ବ୍ୟୟ ବରାଦ ସହିତ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ହେଲେ ସେହି କାମର ସ୍ବଚ୍ଛତା…
ୟୁପିଏ ସରକାର ଅମଳରେ ମୋଦିଙ୍କୁ ଫସାଇବାକୁ ସିବିଆଇ ପକାଇଥିଲା ଚାପ: ଅମିତ ଶାହା
ନୂଆଦିଲ୍ଲୀ,୩୦ା୩: କେନ୍ଦ୍ରର ମୋଦି ସରକାର ସିବିଆଇ ଏବଂ ଇଡିକୁ ହାତମୁଠାରେ ରଖିଥିବା ଅଭିଯୋଗ କରୁଛନ୍ତି ବିରୋଧୀ। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ନକଲି ଏନ୍କାଉଣ୍ଟର ମାମଲାରେ…
୨୨୧ବର୍ଷରେ କାଷ୍ଠମୁଖାଧାରୀ ରାମଲୀଳା
ନୟାଗଡ଼ ଅଫିସ/ ଦଶପଲ୍ଲା,୩୦।୩(ଡି.ଏନ.ଏ.): ଗୁରୁବାର ରାମନବମୀରୁ ଆରମ୍ଭ ହେଉଛି ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ନେଇ ୧୪ଦିନ ଧରି ଏହା ମଙ୍ଗଳରାତି ବୁଧ ପାହାନ୍ତିରେ ରାବଣ ବଧ ପରେ ଲଙ୍କାପୋଡି ଯାତ୍ରା ଉଦ୍ଯାପିତ ହେବ। ୧୮୦୨ରୁ ଏହି…
ପୁଣି ଆତଙ୍କ: ଦୈନିକ ସଂକ୍ରମଣ ୩ ହଜାର ଟପିଲା, ସକ୍ରିୟ ମାମଲା ୧୫ ହଜାର ମୁହାଁ…
ନୂଆଦିଲ୍ଲୀ, ୩୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏନ୍ଏଚ୍ଆର୍ସିରେ ମାମଲା: ଏପ୍ରିଲ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା ଅଫିସ,୩୦ା୩: ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍ ଲାଇନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆସ୍ଥିତ କାର୍ଯ୍ୟାଳୟ ପରିସରରେ ୨୦୨୧ ଜାନୁୟାରୀ ୫ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଧରିତ୍ରୀରେ ବିସ୍ତୁତ ଭାବେ…
ରାହୁଲଙ୍କ ସଦସ୍ୟତା ରଦ୍ଦ ମାମଲା: ପ୍ରତିକ୍ରିୟା ପ୍ରକାଶ କଲା ଜର୍ମାନୀ
ବର୍ଲିନ୍/ନୂଆଦିଲ୍ଲୀ,୩୦।୩: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ବାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ…
ଠିକାଦାର ଶ୍ରମ ଆଇନ ମାନିନାହାନ୍ତି
ଜଗତ୍ସିଂହପୁର ଅଫିସ,୩୦ା୩: ସ୍ଥାନୀୟ ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ଜମିରେ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ବିଲ୍ଡିଂ ପାର୍ଶ୍ୱରେ ବନ୍ଧା ଯାଇଥିବା ବାଉଁଶଭାରା ଭୁଶୁଡ଼ି ପଡ଼ିବାରୁ େସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ୩ ଶ୍ରମିକ ତଳେ ପଡ଼ି ଆହତ ହୋଇଥିଲେ।…
ବକ୍ସ କଲଭର୍ଟ କାମରେ ମନମାନି
ଜଗତ୍ସିଂହପୁର ଅଫିସ,୩୦ା୩: ଜଳ ସମ୍ପଦ ବିଭାଗ ଜଗତ୍ସିଂହପୁର ଡିଭିଜନର ମନମାନି ପୁଣି ପଦାକୁ ଆସିଛି। ଜଗତ୍ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀରେ କେନାଲ ଉପରେ ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ…
ତାଇଓ୍ବାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ: ଅସନ୍ତୋଷ ବ୍ୟକ୍ତ କଲା ଚାଇନା…
ତାଇପେ/ବେଜିଂ/ଓ୍ବାଶିଂଟନ,୩୦।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବୁଧବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଏଥିରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିନପିଙ୍ଗ କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ଆମେରିକାର ବାଚସ୍ପତିଙ୍କୁ ନ ଭେଟିବା ଉଚିତ।…
ଫ୍ଲୋରିଡା ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାରର ଦାନ…
ଓ୍ବାଶିଂଟନ,୩୦।୩ : ଭାରତୀୟ ଆମେରିକୀୟ ବ୍ୟବସାୟୀ ରମେଶ ଭୁଟାଡା ଆମେରିକାର ଫ୍ଲୋରିଡାସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାର ଦାନ କରିଛନ୍ତି। ହିନ୍ଦୁ ବିଶ୍ୱବିଦ୍ୟାଳୟ ହେଉଛି ଆମେରିକାର ଏକମାତ୍ର ଅନୁଷ୍ଠାନ ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଦର୍ଶନ ଉପରେ ଆଧାର କରି…
ଚିଲିରେ ମଣିଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ: କୁକୁଡା ରପ୍ତାନୀ ବନ୍ଦ…
ସାଣ୍ଟିଆଗୋ,୩୦।୩ : ଚିଲିରେ ମନୁଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ବାର୍ଡ ଫ୍ଲୁରେ ଆକ୍ରାନ୍ତ…
Archives


