Home

ବଦଳି ଗଲେଣି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ…

ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ

ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାକୁ ନେଇ ସୁନାମି ଚେତାବନୀ ଦିଆଯାଇଛି। ଭୂକମ୍ପ ଯୋଗୁଁ…

ରାଜନୀତି କରିବେ ଅଭିଷେକ!

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଧୁମ ୪, ହାଉସଫୁଲ ୫ ପରି ଅନେକ ଚଳଚ୍ଚିତ୍ର ହିଟ୍‌ ଫିଲ୍ମ କରିଛନ୍ତି। ଅଭିଷେକ ଅଭିନୟ ସହିତ ରାଜନୀତିରେ ନିଜର କ୍ୟାରିୟର କରିବାକୁ ଯୋଜନା କରିଛନ୍ତି। ଅଭିଷେକ…

ବୁଲା କୁକୁରଙ୍କ ପାଇଁ ଆଧାର କାର୍ଡ…

ମୁମ୍ବାଇ,୧୬।୭ : ମୁମ୍ବାଇର ବିମାନବନ୍ଦର ବାହାରେ ରହୁଥିବା ୨୦ ବୁଲା କୁକୁରଙ୍କୁ ପରିଚୟ ପ୍ରଦାନ କରାଯାଇଛି। ସେମାନଙ୍କୁ ’ଆଧାର’ କାର୍ଡ ଦିଆଯାଇଛି। ଯେଉଁଥିରେ କ୍ୟୁାର କୋଡ ରହିଛି। ଏହାକୁ ସ୍କାନ କଲେ କୁକୁରମାନଙ୍କ ବିଷୟରେ ତଥ୍ୟ ଯେଭଳିକି ସେମାନଙ୍କ ନାମ, ସେମାନଙ୍କ…

ପୁଅର ପ୍ରଥମ ଝଲକ ଶେୟାର କଲେ ସନା ଖାନ୍‌

ମୁମ୍ବାଇ: ସନା ଖାନ୍‌ ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସନା ଏବଂ ତାଙ୍କ ସ୍ବାମୀ ଅନାସ ସାୟଦ ତାଙ୍କୁ ତାରିକ ଜାମିଲ ବୋଲି ଡାକିବାକୁ ସ୍ଥିର କରିଛନ୍ତି ଏବଂ ତାଙ୍କୁ କୁରାନ ସହିତ ମଧ୍ୟ ପରିଚିତ…

ପୁଟିନଙ୍କ ଉପରେ ବିପଦ ଥିବା ଅନୁମାନ କଲେ ରୁଷିଆର ପୂର୍ବତନ ଅଧିକାରୀ, ଓ୍ବାଗନର ମୁଖ୍ୟଙ୍କୁ ନେଇ ପ୍ରକଟ କଲେ ଭୟ

ମସ୍କୋ,୧୬।୭: ରୁଷିଆ ରାଷ୍ଟ୍ରବାଦୀ ବ୍ଲଗର ତଥା ପୂର୍ବତନ ଏଫଏସବି ଅଧିକାରୀ ଇଗୋର ଗିରକିନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରି ପଡିପାରେ। ସେ କହିଛନ୍ତି, ଯଦି ଯୁଦ୍ଧ ବନ୍ଦ କରା ନ ଯାଏ ତେବେ…

୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରବଳ ମୌସୁମୀ ବର୍ଷା ଏବଂ…

ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଆହତ ଡଲ୍‌ଫିନ୍‌

ପାରାଦୀପ,୧୬ା୭(ଶରତ ରାଉତ): ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ରବିବାର ସକାଳେ ଏକ ଆହତ ଡଲଫିନ୍‌ ଦେଖିବାକୁ ମିଳିଛି। ପୋତାଶ୍ରୟର ୪ ନମ୍ବର ବର୍ଥରେ ଥିବା ଏକ ଅଚଳ ବୋଟ୍‌ ମଧ୍ୟରେ ଡଲଫିନ୍‌ ଆତଯାତ ହେଉଛି। ଆହତ ଥିବାରୁ ବାହାରକୁ…

ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସଂଗୀତା ଫୋଗଟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଥିବା ମହିଳା ରେସଲର ସଂଗୀତା ଫୋଗଟ ହଙ୍ଗେରୀରେ ତ୍ରିରଙ୍ଗା ଉଡାଇଛନ୍ତି। ବୁଦାପେଷ୍ଟରେ ର଼୍ୟାଙ୍କିଙ୍ଗ ସିରିଜ ରେସଲିଂ ଚାମ୍ପିଅନସିପରେ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀର ଭିକ୍ଟୋରିଆ ବୋରୋସଙ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ସଂଗୀତ…

ରନଓ୍ବେରୁ ଖସିଗଲା ବିମାନ

ବ୍ରାସିଲିଆ,୧୬।୭: ଲଗାଣ ବର୍ଷାରେ ବ୍ରାଜିଲରେ ଲ୍ୟାଣ୍ଡ କରୁଥିବା ସମୟରେ ଏକ ବିମାନ ରନଓ୍ବେରୁ ଖସି ଯାଇଛି। ଏହି ଘଟଣା ଗତ ବୁଧବାରର। ଯେତେବେଳେ ଲାତମ ଏୟାରଲାଇନ୍ସର ଫ୍ଲାଇଟ ନମ୍ବର ଏଲଏ ୩୩୦୦ ସକାଳ ପ୍ରାୟ ୯ଟା ୨୦ରେ ସାଓ ପାଓଲୋ-ଗୁଆରୁଲହୋସ ବିମାନ…

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ଡୋମିନିକା,୧୬ା୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିଲେ। ସେ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୩ ରନର ଏକ ଶତକୀୟ ଇନିଂସ ଖେଳିଥିଲେ୧ ଟେଷ୍ଟ କ୍ରିକେଟରେ ଏହା…

୩୩ ବର୍ଷ ପରେ ସିନେମା ହଲ ଖୋଲିଲା, ବଡ଼ ପରଦାରେ ଫିଲ୍ମର ଆନନ୍ଦ ନେବେ ଲୋକେ..

ଶ୍ରୀନଗର,୧୬।୭ : ସିନେମା ହଲ ଗୁଡିକ ୩୩ ବର୍ଷ ପରେ ଜମ୍ମୁ-କଶ୍ମୀରର ବାରମୁଳା ଏବଂ ହାଣ୍ଡୱାରା ପୁଣି ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଉତ୍ତର କଶ୍ମୀରର ଏହି ଦୁଇଟି ସହରରେ ୧୦୦ଟି ସିଟ ବିଶିଷ୍ଟ ଦୁଇଟି ସିନେମା ହଲ୍ର ଉଦଘାଟନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?