ପ୍ରବଳ ବର୍ଷାରେ ପାହାଡ଼ି ପାଣି ଆସିବାରୁ ଟେମୁରୁପାଲ୍ଲୀ ଜଳମଗ୍ନ
ମାଲକାନଗିରି,୭ା୭(ଦୁର୍ଯ୍ୟୋଧନ ପାତ୍ର): ଗୁରୁବାରଠାରୁ ମାଲାକାନଗିରି ଜିଲାରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏହି ବର୍ଷାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମରେ ବର୍ଷାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଜଳମଗ୍ନ ହୋଇଯାଇଛି। ତେବେ ପାହାଡ଼ ପାଣି ଆସି ଟେମୁରୁପାଲ୍ଲୀ…
ଇଟାଲୀରେ ଛୁଟି କାଟୁଛନ୍ତି ବେବୋ
ବଲିଉଡ୍ର ଅଭିନେତ୍ରୀ କରୀନା କପୁର ଆଜିକାଲି ସ୍ବାମୀ ସୈଫ ଅଲି ଖାନଙ୍କ ସହ ଇଟାଲୀରେ ଛୁଟି କାଟୁଛନ୍ତି। ବେବୋ ଇନଷ୍ଟାଗ୍ରାମ ଛୁଟିଦିନର ଫଟୋ ଶେୟାର କରିଛନ୍ତି। କେବଳ କରିନା ଏବଂ ସୈଫ୍ ନୁହନ୍ତି, ତାଙ୍କ ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ ସହ…
ଗେଷ୍ଟ୍ ହାଉସ୍ରୁ ମିଳିଲା ଝୁଲନ୍ତା ମୃତଦେହ
ବାଲେଶ୍ୱର,୭ା୭(ମାନସ ବିଶ୍ୱାଳ): ବାଲେଶ୍ବର ରାଜା ବଗିଚାସ୍ଥିତ ଗେଷ୍ଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଗେଷ୍ଟ ହାଉସ୍ ନିକଟ ଏକ ଗଛରେ ଝୁଲୁଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି ଗେଷ୍ଟ…
ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିବେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା
ବେଙ୍ଗାଲୁରୁ,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାାମାୟା ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଠିକ ଦିନ ୧୨ଟାରେ ଏହା ଉପସ୍ଥାପନ କରାଯିବ। ମେ ୧୦ ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ ସରକାର ଗଠନ କରିବା ପରେ ଏହାହେବ କଂଗ୍ରେସର ପ୍ରଥମ ବଜେଟ।…
ଆଖିଧରା କମାଉଛି ଉପସ୍ଥାନ
ଭୁବନ,୭।୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଖିଧରା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସାମୂହିକ ଶିକ୍ଷାଦାନ ବେଳେ ଜାଣତ ଅଜାଣତରେ ବହୁସଂଖ୍ୟକ ଛାତ୍ରୀଛାତ୍ର ଏହାର ଶିକାର ହୋଇଛନ୍ତି। ସଂକ୍ରମଣ ଆଶଙ୍କାରେ ସୁସ୍ଥ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଭୟ କରୁଛନ୍ତି।…
ସଂଖ୍ୟା କମିଲେ ସମସ୍ୟା
ଢେଙ୍କାନାଳ,୭।୭(ରତନ ନାୟାର): ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଢେଙ୍କାନାଳ। ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଅବାଧ ବିଚରଣ ଏହି ଐତିହ୍ୟପ୍ରାଣୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ସମାନ୍ତରାଳ ଭାବେ ହାତୀ-ମଣିଷ ସଂଘର୍ଷକୁ ନେଇ କିଛି କମ୍…
ସ୍ଥାନାନ୍ତର ପାଇଁ ମାସେ ସମୟ
ବଇଣ୍ଡା,୭ା୭(ପରିକ୍ଷିତ ସାହୁ): ଦେଶୀ ମଦ ଭାଟି ନିକଟରେ ଜମି ରହୁଛି ଆବର୍ଜନା ପାଣି। ଅନ୍ୟତ୍ର ଫିଙ୍ଗାଯାଉ ନାହିଁ ନିଷ୍କାସିତ ହେଉଥିବା ପୋଚ। ବର୍ଷ ବର୍ଷ ଧରି ଏହା ଗଚ୍ଛିତ ହୋଇ ରହୁଥିବାରୁ ଦୁର୍ଗନ୍ଧରେ ଫାଟି ଯାଉଛି ନାକ। ପ୍ରଦୂଷିତ ହେଉଛି ଭାଟି…
ଯାଞ୍ଚ ହେବ ମାଷ୍ଟରମାଇଣ୍ଡ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର
ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ପୂର୍ବରୁ ଧରାପଡ଼ିଛନ୍ତି। ଗତ ପ୍ରାୟ ଦେଢ଼ ମାସ ତଳେ ବ୍ରହ୍ମପୁର ପୋଲିସ ଗଞ୍ଜାମ ଜିଲାରେ ଅପରେଟ୍ କରୁଥିବା ଏକ ନକଲି ଜାଲ୍ ସାର୍ଟିଫିକେଟ୍…
ଲୋକ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ,୭।୭: ମଧ୍ୟ ପ୍ରଦେଶର ସିଧି ଜିଲାରେ ହୋଇଥିବା ପରିସ୍ରା ମାମଲାର ବିବାଦ ଥମିବାର ନାଁ ନେଉନାହିଁ। ଭୋପାଳ ଏବଂ ଇନ୍ଦୋର ପୋଲିସ ଷ୍ଟେଶନରେ ଲୋକ ଗାୟିକ ନେହା ସିଂ ରାଠୋରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପରିସ୍ରା ଘଟଣା ସମ୍ପର୍କରେ ନେହା…
ନିଜକୁ ଗୁଳି ମାରିଲେ ଡିଆଇଜି
କୋଏମ୍ବାଟୁର,୭।୭: ତାମିଲନାଡୁର କୋଏମ୍ବାଟୁରର ଡିଜି ନିଜ କାର୍ଯ୍ୟାଳୟରେ ନିଜକୁ ଗୁଳି କରିଛନ୍ତି। ଗୁଳି ଚଳାଇବାର କିଛି ସମୟ ପରେ ଡିଜିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ରେସ କୋର୍ସରେ ଥିବା କ୍ୟାମ୍ପ ଅଫିସରେ…
ମୋହନାରେ ଆବାସ ଯୋଜନା କେଳେଙ୍କାରୀ
ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନଥିବା ଅଭିଯୋଗ ହେଉଛି। ଆବାସ ନିର୍ମାଣ ନାମରେ ହିତାଧିକାରୀଙ୍କ ଅର୍ଥକୁ…
ଅଧରାତିରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଫଡନଭିସ
ମୁମ୍ବାଇ,୭।୭: ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ଶିନ୍ଦେଙ୍କ ଅସନ୍ତୋଷ ଖବର ମଧ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଉଭୟ…
Archives


