ସମସ୍ୟା ଦେଇ ଗତିକରୁଛି ଜିଲା ମୁଖ୍ୟ ଚିକିତ୍ସାଳୟ
ପାରଳାଖେମୁଣ୍ଡି,୨୮ା୫ (ଡି.ଏନ୍.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ସ୍ଥାଣୁ ପାଲଟିଛି। ରୋଗୀଙ୍କୁ ଠିକ୍ ଭାବେ ସେବା ମିଳୁନି କି ନିରାମୟ କେନ୍ଦ୍ରରେ ଔଷଧ ମିଳୁନି। ଖାଲି ସେତିକି ନୁହେଁ, ଡାକ୍ତରମାନଙ୍କ ଘୋର ଅଭାବ ରହିଛି। ରକ୍ତ…
ଦିନରେ ଝାଡ଼ୁ ବେପାର,ରାତିରେ ଚୋରି
ଦିଗପହଣ୍ଡି/ପାଟପୁର,୨୮ା୫(ଡି.ଏନ.ଏ.): ପାଟପୁର ଥାନା ଇଲାକାରେ ଦିନରେ ଝାଡୁ ବେପାର କରି ରାତିରେ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଚିହ୍ନଟ କରି ୬ ସଦସ୍ୟଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶେରଗଡ଼ ଥାନା ଧବଳପୁର ଗ୍ରାମର…
ଲୋପ ପାଇବାକୁ ବସିଲେଣି ବାଇ ଚଢ଼େଇ
ପୋଲସରା,୨୮ା୫: ଦିନ ଥିଲା ଗଞ୍ଜାମ ଜିଲା ପୋଲସରା ବ୍ଲକର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାଇ ଚଢ଼େଇର ବସା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଖୁବ୍ କମ୍ ସଂଖ୍ୟାରେ ଦେଖାଯାଉଛନ୍ତି। ଟିକି ବାଇ ଚଢ଼େଇ ବର୍ତ୍ତମାନ ବହୁ…
ଯୋଗାଡ଼ କରିବା ଜଟିଳ
କେଇ ଦଶନ୍ଧି ପରେ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ରଥଯାତ୍ରା ଇତିହାସ ପାଲଟିଯିବନି ତ? ଏବେ ସାରା ସହରରେ ଏଭଳି ଏକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି। ଏହାପଛର କାରଣ ରଥ ପାଇଁ କାଠ ଅଭାବ। ଫି’ବର୍ଷ ରଥ ନିର୍ମାଣ ଲାଗି…
ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…
ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା। ଏହା ମେ ୨୪ ରାତି ୯ ଟାରେ ମଙ୍ଗଳ ଗ୍ରହର କକ୍ଷପଥରେ ଗତି କରୁଥିବା…
୨୦ କୋଟି ଟଙ୍କା ବ୍ୟୟରେ ଦୁର୍ନୀତି
ନୟାଗଡ ଅଫିସ୍,୨୮ା୫: ପାନୀୟ ଜଳ ପ୍ରକଳ୍ପ ମରାମତି ନଁାରେ ଟାଏଡ ଫଣ୍ଡରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲା ଆର୍ଡବ୍ଲୁଏସ୍ଏସ୍ ଡିଭିଜିନ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ) ପକ୍ଷରୁ…
ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…
ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ ପ୍ରଶାସନ…
ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭିତରେ…
ଓକିଲାତି ଛାଡି ତୁଳସୀ ଏବେ ସିକ୍ୟୁରିଟି ଗାର୍ଡ
ନବରଙ୍ଗପୁର,୨୭।୫(ବି.ପ୍ର.): ଗୋଟିଏ ପଟେ ଅଭାବ ଅନଟନ। ତା’ ଉପରେ ଆସିଗଲା କରୋନା। ବାଧ୍ୟହୋଇ ଶେଷରେ ଓକିଲାତି ଛାଡ଼ି ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡଭାବେ କାମ କରୁଛନ୍ତି ନବରଙ୍ଗପୁର ଜିଲା ତୋଟାସାହିର ତୁଳସୀ ଦେବୀ(୩୯)। ୨୦୧୭ରେ ତୁଳସୀ ଓକିଲାତି ପାଇଁ ଲାଇସେନ୍ସ…
ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ପରିବହନ
ନନ୍ଦପୁର, ୨୭।୫ (ଡି.ଏନ୍.ଏ.): ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ଯଥା ବାଲି, ଚିପ୍ସ, ପଥର ଆଦି ଖୋଲାମେଲାରେ ପରିବହନ କରାଯାଉଛି। ଏଥିସହ ପ୍ରାୟ ୨୦ରୁ ୩୦ଜଣ ଶ୍ରମିକ ମଧ୍ୟ ଏଥିରେ ଯାଉଛନ୍ତି। ଏଭଳି ଟ୍ରକ୍, ଟ୍ରାକ୍ଟର ପ୍ରତି ପୋଲିସ ଓ ପରିବହନ…
ରକ୍ତିମ ହ୍ରଦ ଭିତରେ ଯାଉଛି ଟ୍ରେନ୍
ଆମେ ବେଳେବେଳେ ଏମିତି କିଛି ଦେଖିଥାଉ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୁଏନା। ଲାଗେ ତାହା ସତ ନୁହେଁ ମିଛ। ସାଇବେରିୟାରେ ଥିବା ଏକ ଜାଗାର ଦୃଶ୍ୟକୁ ବି ଅନେକେ ଫେକ୍ ବୋଲି ଭାବନ୍ତି। ଏଠାରେ ବର୍ଲିନସ୍କୋଈ ନାମକ ଏକ ହ୍ରଦ…
ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ
ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ ସୂଚନା…
Archives


