Home

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ ଧ୍ୟାନ…

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କର ମୃତ୍ୟୁ ଘଟିଛି। ପାର୍କ ଏବଂ ୱାଇଲ୍ଡ ଲାଇଫ ସର୍ଭିସ କହିଛି, ପଶ୍ଚିମ ଅଷ୍ଟ୍ରେଲିଆର ଚେନ୍ସ ବେଳାଭୂମିରେ ପ୍ରାୟ ୧୦୦ ପାଇଲଟ ତିମି ପହଞ୍ଚିଥିଲେ। ଏଠାରେ ଫସି ରହିବା ଯୋଗୁ ରାତାରାତି ୫୧ଟି ପାଇଲଟ…

ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ ସେତିକି ଧୈର୍ଯ୍ୟଶୀଳ। ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍‌…

ଆବଶ୍ୟକ ହେଲେ ଏଲଓସି ପାର କରିବୁ: କାରଗିଲ ବିଜୟ ଦିବସରେ ରାଜନାଥଙ୍କ ହୁଙ୍କାର…

ନୂଆଦିଲ୍ଲୀ,୨୬।୭ : ବୁଧବାର ସମଗ୍ର ଦେଶ ୨୪ ତମ କାରଗିଲ ବିଜୟ ଦିବସ ପାଳନ କରୁଛି ଏବଂ ଅମର ସହିଦମାନଙ୍କୁ ଅଭିବାଦନ ଜଣାଉଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହିର୍ବ୍ୟାପାର ମନ୍ତ୍ରୀ ଏସ…

ସ୍ବିସ୍‌ ଓ୍ବାଚ୍‌ର ବଢୁଛି ଚାହିଦା: ୬ମାସରେ ୯୩୩କୋଟି ଓ୍ବାଚ୍‌ କିଣିଛନ୍ତି ଭାରତୀୟ

ଟେକ୍ନୋଲୋଜିର ଦୈାଡରେ ଆଶା କରାଯାଉଥିଲା କି, ମୋବାଇଲ ଆସିବା ପରେ କ୍ୟାମେରା ପରି ଘଣ୍ଟା ମଧ୍ୟ ଏକ ର୍ଦୁଲଭ ବା କମ୍‌ ବ୍ୟବହାର ଯୋଗ୍ୟ ଜିନିଷ ହୋଇ ରହିଯିବ। କିନ୍ତୁ ଏହାକୁ ଭୂଲ ପ୍ରମାଣ କରିଛି ସ୍ବିଜରଲାଣ୍ଡର ସ୍ବିସ୍‌ ଓ୍ବାଚ୍‌। ଏହା…

ଲୋକ ସଭାରେ ଅନାସ୍ଥା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭ ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକ ସଭାରେ ଏକ ଅନାସ୍ତା ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତି…

ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ…

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ…

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ଦାବି: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୨୭ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଏସ.କେ ମିଶ୍ରଙ୍କ…

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ ସହିତ…

ଆଇ ଟେଷ୍ଟ ବଦଳରେ ଓପନଏଆଇ ଦେଉଛି କ୍ରିପ୍ଟୋକରେନ୍ସି, ଭାରତ ସମେତ ଅନେକ ଦେଶରେ ଆରମ୍ଭ ହେଲା ଏହି ପ୍ରୋଜେକ୍ଟ

ନ୍ୟୁୟର୍କ,୨୬।୭: ବର୍ତ୍ତମାନ ବିଶ୍ୱର ବହୁ ସଂଖ୍ୟକ ଲୋକ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି। ଇଣ୍ଟରନେଟରେ ଲୋକଙ୍କ ବଢୁଥିବା ନିର୍ଭରଶୀଳତାକୁ ଦେଖି ଡାର୍କ ୱେବ ଏବଂ ଡାର୍କ ନେଟ୍‌ ମଧ୍ୟ ବିଭିନ୍ନ ଉପାୟରେ ଲୁଟିବାକୁ ଲାଗିଛି। ଅନେକ କମ୍ପାନୀ କ୍ରିପ୍ଟୋକରେନ୍ସି କିଣିବା…

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?