Home

୨୦-୨୫ ଆସନରେ କ୍ଷତି ସହିବ ଦଳ: ଟିକଟ ପାଇ ନ ଥିବା ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ..

ହୁବଲୀ,୧୫।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଏକ ବିଦ୍ରୋହୀ ମନୋଭାବ ଗ୍ରହଣ କରିଛନ୍ତି। ସେ କହିଛନ୍ତି ତାଙ୍କୁ ଟିକଟ ନ ମିଳିବା ଦ୍ୱାରା ରାଜ୍ୟରେ ଅତି କମରେ ୨୦ରୁ ୨୫ ଟି ବିଧାନସଭା ଆସନରେ ନକାରାତ୍ମକ ପ୍ରଭାବ ପଡିବ।…

ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦାବି କଲା ଭାଜପା

ବେଗୁନିଆପଡ଼ା,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଶନିବାର କୋଦଳା ଭାଜପା ପକ୍ଷରୁ କୋଦଳା ଥାନାରେ ଏତଲା…

୨୦ ଦିନରେ ମୋହରିର ସଂଘର ଧାରଣା

ଆନନ୍ଦପୁର,୧୫ା୪(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୨୦ ଦିନରେ ପହଞ୍ଚିଛି। ଆନନ୍ଦପୁର ବିକାଶ ପରିଷଦର ଆହ୍ବାନରେ ମାର୍ଚ୍ଚ ୨୭ରୁ ଜିଲା ଦାବି ପ୍ରସଙ୍ଗକୁ ନେଇ ଧାରଣା ଆରମ୍ଭ ହୋଇଥିଲା। ଏହି ଧାରଣାରେ…

ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…

ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ କେହି ଶୁଣି ଆଶ୍ଚର୍ଯ୍ୟ ହେବେ । ତେବେ ଚୋରମାନେ ଏହା କରିବା ପ୍ରଥମ ଘଟଣା…

କରି ନାହିଁ କିଛି ଭୁଲ: ଫଡନାଭିସ…

ମୁମ୍ବାଇ,୧୫।୪ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶନିବାର ଏଠାରେ ଏକ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ  ଅଭିଯୋଗ ହୋଇଥିଲା ସେ ତାଙ୍କ ୨୦୧୪ ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ସମ୍ପର୍କରେ ପ୍ରକାଶ କରିନାହାଁନ୍ତି। ଫଡନାଭିସ କୋର୍ଟରେ ଏହି ସମସ୍ତ…

୩୦୦ ମିଟର ଗଭୀର ଖାଲକୁ ଖସିଲା ବସ: ୧୩ ମୃତ,୨୯ରୁ ଅଧିକ ଆହତ…

ମୁମ୍ବାଇ,୧୫।୪ : ଶନିବାର ସକାଳେ ମହାରାଷ୍ଟ୍ରର ରାୟଗଢରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଖାପୋଲି ଅଞ୍ଚଳରେ ଏକ ବସ ରାସ୍ତାରୁ ନିୟନ୍ତ୍ରଣ ହରାଇ ୩୦୦ ମିଟର ଗଭୀର ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

ଓଡ଼ିଆରେ ପରୀକ୍ଷା ଦେବେ ସିଏପିଏଫ୍‌ କନଷ୍ଟେବଳ ପ୍ରାର୍ଥୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫ୍‌ କନଷ୍ଟେବଳ ପାଇଁ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ଓଡ଼ିଆ ସ୍ଥାନ ପାଇଛି। ଏହି ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ, ହିନ୍ଦୀ,…

କେଜ୍‌ରିଓ୍ବାଲ୍‌ଙ୍କୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ, ୧୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ସମନ ଜାରି କରିଛି। ଭାଜପା କେଜ୍‌ରିଓ୍ବାଲଙ୍କୁ ଗିରଫ କରିବାର ଷଡ଼ଯନ୍ତ୍ର କରୁଛି ବୋଲି ଆମ୍‌ ଆଦ୍‌ମୀ ପାର୍ଟି କହିଛି।…

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ…

ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।…

ଜ୍ୟାକ୍‌ଲିନ୍‌ଙ୍କ ଫଟୋ ଦେଖି ଟ୍ରୋଲ କଲେ ୟୁଜର

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ସେ ଏକ ଲେଭେଣ୍ଡର ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧିଥିବା ଏବଂ ହାଇସ୍ଲିଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଏବଂ ସେ…

ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…

ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫ ରେ ସ୍ପେସ ଏକ୍ସର ଏକ କାର୍ଗୋ ମହାକାଶଯାନ ସିଆରଏସ-୨୭ ମାଧ୍ୟମରେ ପୃଥିବୀକୁ ଫେରିବ। ଏହି…

ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକଙ୍କ ମନ୍ତବ୍ୟ: ଭାଜପାକୁ ଘେରିଲା କଂଗ୍ରେସ:…

ନୂଆଦିଲ୍ଲୀ,୧୫।୪ : ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକ ତାଙ୍କର ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦ ୱାୟାରର ବରିଷ୍ଠ ଖବରଦାତା କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri