ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…
ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ ଉାତ୍ତଜନା ସୃଷ୍ଟି ହୋଇଥିଲା। ଏଥିସହିତ ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ଭାଇରାଲ ହେଉଛି।…
ଆଜି କ୍ୟାବିନେଟ୍ ବୈଠକ
ଭୁବନେଶ୍ବର, ୨୯ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍ ବୈଠକ ସୋମବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍ରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେଡି ୫ମ…
ଥିଏଟର କମାଣ୍ଡ ପ୍ରତିଷ୍ଠା କରିବାକୁ ନିକଟତର ହେଉଛି ଭାରତ…
ନୂଆଦିଲ୍ଲୀ,୨୯।୫ : ଭାରତୀୟ ସେନା ଏକ ବଡ଼ ସଫଳତା ହାସଲ କରିଛି। ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଅବତରଣ କରାଯାଇଛି। ଯୁଦ୍ଧ ସମୟରେ ଏହା ସେନା ପାଇଁ ବହୁତ ସାହାଯ୍ୟ କରିବ। ବାସ୍ତବରେ, ଏହି…
ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…
ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ…
ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ବଢ଼ିଲା ଚିନ୍ତା…
ବେଜିଂ,୨୯।୫ : ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ପ୍ରକାଶ ଥାଉକି, ସଂକ୍ରମଣ ମାମଲା ବୃଦ୍ଧି ଏବଂ ଲକଡାଉନ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରୁ ଚାଇନା ସରକାର ଗତ ବର୍ଷଠାରୁ ନିଜର ଶୂନ ନୀତି ପରିତ୍ୟାଗ କରିଛନ୍ତି।…
ଶନିର ଚନ୍ଦ୍ରରେ ଜୀବନର ସମ୍ଭାବନା: ରୁ ନିର୍ଗତ ହେଉଛି ଜଳ…
ଓ୍ବାଶିଂଟନ,୨୯।୫ : ଶନିଙ୍କର ଏକ କ୍ଷୁଦ୍ର ଚନ୍ଦ୍ର ଏହାର ପୋଲରୁ ମହାକାଶରେ ଜଳ ନିର୍ଗତ କରୁଛି। ଏନସେଲାଡସ ନାମକ ଚନ୍ଦ୍ରରୁ ବାହାରୁଥିବା ଜଳର ଲମ୍ବ ଧାରା ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ନାସାର ଜେମ୍ସ ୱେବ ଟେଲିସ୍କୋପ ଏହାର ଫଟୋ ଉଠାଇଛି।…
୫୦୧ କଏଦୀଙ୍କୁ ଖଲାସ କଲେ ନେପାଳ ରାଷ୍ଟ୍ରପତି…
କାଠମାଣ୍ଡୁ,୨୯।୫ : ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ୫୦୧ ଜଣ କଏଦୀଙ୍କ କ୍ଷମା ପ୍ରାର୍ଥନା ମଞ୍ଜୁର କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଥରୁହାଟ ନେତା ତଥା ନାଗ୍ରିକ ଇମ୍ୟୁଣ୍ଟି ପାର୍ଟି ମୁଖ୍ୟ ରେଶମ ଚୌଧୁରୀ ମଧ୍ୟ କ୍ଷମା ପାଇଥିବା କଏଦୀମାନଙ୍କ ମଧ୍ୟରେ…
ଅରୁଣ ନଦୀ ଉପରେ ଭାରତ ଦ୍ୱାରା ବିକଶିତ ହେବାକୁ ଥିବା ଦ୍ୱିତୀୟ ଜଳ ବିଦ୍ୟୁତ ପ୍ରକଳ୍ପକୁ ନେପାଳ ସରକାରଙ୍କ ଅନୁମୋଦନ..
କାଠମାଣ୍ଡୂ,୨୯।୫ : ନେପାଳ ସରକାର ଭାରତର ସତଲେଜ ଜଳ ବିଦ୍ୟୁତ ନିଗମ (ଏସଜେଭିଏନ) ଲିମିଟେଡ ଦ୍ୱାରା ଦେଶରେ ଦ୍ୱିତୀୟ ଜଳ ବିଦ୍ୟୁତ ପ୍ରକଳ୍ପ ବିକାଶ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏସଜେଭିଏନ ବର୍ତ୍ତମାନ ପୂର୍ବ ନେପାଳର ଅରୁଣ ନଦୀରେ ଅବସ୍ଥିତ…
ନାଭିଗେଶନ ଉପଗ୍ରହ ଏନଭିଏସ-୧ର ହେବ ଉତକ୍ଷେପଣ…
ହାଇଦ୍ରାବାଦ,୨୯।୫ : ନାଭିଗେଶନ ଉପଗ୍ରହ ଏନଭିଏସ-୧ର ସୋମବାର ଉତକ୍ଷେପଣ କରାଯିବ। ଏହା ଦ୍ୱାରା ନାବିକ ଏବଂ ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସୋମବାର ପୂର୍ବାହ୍ନ ୧୦ଟା ୪୨ରେ ଜିଓଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଯାନ (ଜିଏସଏଲଭି) ରୁ…
ଉତ୍ତର ପ୍ରଦେଶ ଚାମ୍ପିୟନ
ରାଉରକେଲା ଅଫିସ,୨୯।୫: ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ସବ୍-ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍ରେ ଉତ୍ତରପ୍ରଦେଶ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ଓଡିଶାକୁ ୭-୧ ଗୋଲରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ପକ୍ଷରୁ ଫରଓ୍ବାର୍ଡ ଖେଳାଳି…
ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ
ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍ଏସ୍ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍ କପ୍ରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୩-୦ (୨୫-୧୫, ୨୫-୨୨, ୨୫-୧୮)ରେ କାଜାଖସ୍ତାନକୁ…
ପ୍ରତ୍ୟାଶାଙ୍କୁ ଆଉ ଏକ ରୌପ୍ୟ
ଭୁବନେଶ୍ୱର, ୨୯।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା…
Archives


