କାମ କରୁନି ସିସିଟିଭି କ୍ୟାମେରା
ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ପଡିରହିଛି। ସହରରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ଗତ ୨ ମାସ ହେଲା କାମ…
୨୫୦ ଟଙ୍କାରେ ପହଞ୍ଚିଲା ଟମାଟର
ନୂଆଦିଲ୍ଲୀ,୭।୭: ସମଗ୍ର ଦେଶରେ ଟମାଟର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଟମାଟର ବର୍ତ୍ତମାନ ଉତ୍ତରଖଣ୍ଡର ଗଙ୍ଗୋତ୍ରି ଧାମରେ କିଲୋ ପିଛା ୨୫୦ ଟଙ୍କା ଏବଂ ଉତ୍ତରକାଷୀ ଜିଲାରେ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ବିକ୍ରି ହେଉଛି। ଟମାଟର…
ପୋଲିସ ଭ୍ୟାନ ବ୍ୟବହାର କରି ଚୋରି କରୁଥିଲେ ଖାଇବା ତେଲ, ୫ ଗିରଫ
ଇସଲାମାବାଦ,୭।୭: ପାକିସ୍ତାନର କରାଚିରୁ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଏଠାରେ ଏମିତି ଏକ ଗ୍ରୁପ ଅଛନ୍ତି ଯେଉଁମାନେ ପୋଲିସ ଭ୍ୟାନ ବ୍ୟବହାର କରି ଖାଇବା ତେଲ ଚୋରି କରୁଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ…
ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା
କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ…
ଭୂସ୍ଖଳନରେ ମାଟିତଳେ ପୋତି ହୋଇଗଲେ କ୍ରିକେଟ ଖେଳୁଥିବା ଛୋଟ ଛୋଟ ପିଲା, ୮ ମୃତ
ଇସଲାମାବାଦ,୭।୭: ଉତ୍ତର ପଶ୍ଚିମ ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳର ପାହାଡିଆ ସ୍ଥାନରେ ଭୂସ୍ଖଳନ କାରଣରୁ ଗୁରୁବାର ୮ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି କି ଶଂଗଲା ଜିଲାର ମାର୍ଟୁଂଗ ଅଞ୍ଚଳରେ ପ୍ରାୟ ୯-୧୪ ଜଣ ଶିଶୁ…
ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ
ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ…
ସୁପ୍ରିମକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୭।୭: ମୋଦି ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ବତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଜଣାପଡିଛି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ…
ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର
ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍ ମାସ ପହଞ୍ଚତ୍ଲା। ଇତିମଧ୍ୟରେ ଥରକୁ…
ଅବିବାହିତଙ୍କୁ ମିଳିବ ପେନସନ୍
ନୂଆଦିଲ୍ଲୀ,୭।୭: ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍ ଦେବାକୁ ଘୋଷଣା କରିଛନ୍ତି। ଏହାସହ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ ହୋଇଛି।…
ମେଟାପାଡୁକୁ ଚଲାବାଟ ବିପଦ
ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ କରୁନାହିଁ।…
ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ମିଳିଲା ୭୫୦୦କୋଟିର ଉପହାର
ରାୟପୁର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତିଶଗଡର ରାୟପୁର ଗସ୍ତରେ ଅଛନ୍ତି। ସକାଳ ୧୦ଟା ୪୫ରେ ସେ ରାୟପୁରରେ ପହଞ୍ଚିଛନ୍ତି। ଏହାପରେ ସେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସାଇନ୍ସ କଲେଜ ଗ୍ରାଉଣ୍ଡ ପହଞ୍ଚିଛନ୍ତି। ଏହି ସମୟରେ ସଡ଼କ ସହ ଜଡିତ…
୨୦୨୪ ନିର୍ବାଚନ ଲଢିପାରିବେ ନାହିଁ ରାହୁଲ
ନୂଆଦିଲ୍ଲୀ,୭।୭: ମୋଦି ସରନେମ ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ଟ୍ରାଏଲ କୋର୍ଟର…
Archives


