Home

ନିର୍ବାଚନ ପୂର୍ବରୁ ନିଜ କର୍ମୀଙ୍କୁ ଚେତାବନୀ ଦେଲେ କମଲନାଥ

ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା ନିମୟ ଆପଣାଇଛନ୍ତି। ଏହି ନିୟମ ଆଉ କାହାପାଇଁ ନୁହେଁ ବରଂ ନିଜ ଦଳର କର୍ମୀଙ୍କ…

ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ…

ମୋ ହ୍ୟାଣ୍ଡ୍‌ବ୍ୟାଗ୍‌ ଏବେ ମୋର ନୁହେଁ, ରାହାର ହୋଇଯାଇଛି

ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ନିଜ ଝିଅ ରାହାଙ୍କ ପାଇଁ ସମୟ ବାହାର କରିବାକୁ ଆଦୌ…

ଚାକିରି ଛାଡ଼ିବା ପାଇଁ ଏମିତି ଚିଠି ଲେଖିଲେ କର୍ମଚାରୀ, ଦେଖିଲେ ହସିହସି ଗଡ଼ିବେ

ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ କଥା…

‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ ଟ୍ରେଲର ରିଲିଜ୍‌

ଅଭିନେତ୍ରୀ ରବିନା ଟଣ୍ଡନ ଦୀର୍ଘ ଦିନ ପରେ ଚମତ୍କାର ଅନ୍ଦାଜ୍‌ରେ ପରଦାକୁ ଫେରିଛନ୍ତି। ଖୁବ ଶୀଘ୍ର ସେ ଫିଲ୍ମ ‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ ସସପେନ୍ସ ଏବଂ ରୋମାଞ୍ଚରେ…

ଜ୍ଞାନବ୍ୟାପୀ ସର୍ଭେକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବଡ ବୟାନ, କହିଲେ ହିନ୍ଦୁ ମନ୍ଦିରର ହେଉ ଯାଞ୍ଚ

ନୂଆଦିଲ୍ଲୀ,୨୭।୭: ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି। ଜ୍ଞାନବ୍ୟାପୀ ମସଜିଦର ଏଏସଆଇ ସର୍ଭେ ସମ୍ପର୍କରେ ଏସପି ନେତା ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି ଯେ ଯଦି…

ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ: ପିଏଚଡି ଶିକ୍ଷାର୍ଥୀ ଯୁବବର୍ଗଙ୍କୁ ହିଜବୁଲ-ଜୈଶ ସଂଗଠନରେ କରୁଥିଲେ ସାମିଲ…

ଶ୍ରୀନଗର,୨୭।୭ : ବଡ଼ ଧରଣର ଆତଙ୍କବାଦୀ ନିଯୁକ୍ତିର ଏକ ମଡ୍ୟୁଲର ପର୍ଦ୍ଦଫାଶ ଜମ୍ମୁ-କଶ୍ମୀରରେ ହୋଇଛି। ଏହି ମାମଲାରେ ଜଣେ ପିଏଚଡି ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର। ଏହି ମାମଲାରେ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଇ-ମହମ୍ମଦ ସହ…

‘ମହାରେକର୍ଡ’ ଲକ୍ଷ୍ୟରେ କୋହଲି

ବ୍ରିଜ୍‌ଟାଉନ୍‌,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ମାଧ୍ୟମରେ ବିରାଟ କୋହଲି ଏକ ବର୍ଡ ରେକର୍ଡ କରିପାରନ୍ତି। ତାଙ୍କ ଦିନିକିଆ କ୍ୟାରିୟରରେ ୧୩,୦୦୦ ରନ ଛୁଇଁ ପାରିବେ। ଦିନିକିଆରେ ୧୩,୦୦୦ ରନ…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ ଜୋନ ଉନ

ସିଓଲ,୨୭।୭: ଉତ୍ତର କୋରିଆ ନେତା କିମ ଜୋନ ଉନ ସାମରିକ ପ୍ରସଙ୍ଗ ଓ ଆଞ୍ଚଳିକ ସୁରକ୍ଷାକୁ ନେଇ ଚର୍ଚ୍ଚା କରିବାକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟିଛନ୍ତି। କୋରିଆ ଗଣମାଧ୍ୟମ ଗୁରୁବାର କହିଛି ଯେ ଉତ୍ତର କୋରିଆରେ ବିଜୟ ଦିବସ…

ଏସିଆ କପ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର…

କଲମ୍ବୋ,୨୭।୭ : ଆଗକୁ ଏସିଆ କପ ଆସୁଛି। ୩୦ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯିବ। ଏନେଇ ଅଂଶଗ୍ରହଣକାରୀ ଟିମଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ଦାର ହେବାରେ ଲାଗିଛି। ଏସିଆ କପରେ ତାଙ୍କର ପ୍ରିୟ ଖେଳାଳିଙ୍କ ବିଷୟରେ…

ଟିମ୍‌ ଇଣ୍ଡିଆରେ ଅଛନ୍ତି ବହୁ ଯୁବ ଟ୍ରମ୍ପ କାର୍ଡ…

କଲମ୍ବୋ,୨୭।୭ : ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ବିଷୟରେ ଶ୍ରୀଲଙ୍କା ପାଇଁ ଏକଦିବସୀୟରେ ୪୦୦ ୱିକେଟ ନେଇଥିବା ଚାମିଣ୍ଡା ଭାସ ନ୍ୟୁଜ ଏଜେନ୍ସିକୁ ଏକ ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯଦି…

ଇମୋଶନାଲ୍‌ କାର୍ଡ ଖେଳିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୭।୭:ମଣିପୁର ହିଂସା ଘଟଣାରେ ସଂସଦରେ ହଟ୍ଟଗୋଳ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି(ଏଏପି)ର ନିଲମ୍ବିତ ଏମ୍‌ପି ସଞ୍ଜୟ ସିଂ ଧାରଣାରେ ବସିଛନ୍ତି। ଏସବୁ ଭିତରେ ସେ ଏକ ଇମୋଶନାଲ୍‌ କାର୍ଡ ଖେଳିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?