ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର
ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ…
ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର
ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷନିଃଶ୍ୱାସ…
ନିର୍ବାଚନ ଲଢିବେ ନଓ୍ବାଜ ସରିଫ
ଇସଲାମବାଦ,୭।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନର ଆଗାମୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର। ସେ କହିଛନ୍ତି,‘ନୂତନ ନିର୍ବାଚନ ଅଧିନିୟମ ଅନୁଯାୟୀ ନଓ୍ବାବଙ୍କ ଉପରେ ପିଏମଏଲ-ଏନ ପ୍ରତିବନ୍ଧକ ହଟାଇ ଦିଆଯାଇଛି।…
ତେଲ ଅଭାବରୁ ୫ମାସ ଯାଏଁ ପାକ୍ ସେନା କରିବନି ସମରଭ୍ୟାସ
ଇସଲାମବାଦ,୭।୭: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗିତ କରୁଛି ପାକିସ୍ତାନ। ବୈଦେଶିକ ଋଣ ଜାଲରେ ପଡି ଛଟପଟ ହେଉଛି ଦେଶ। ତେବେ ଏପରି ଦୁଃସ୍ତିତିରୁ ନିସ୍ତାର ନ ପାଉଣୁ ଆଉ ଏକ ବିପଦ ଘୋଟେଇଛି ଦେଶ ଉପରେ। ଦେଶର ଆର୍ଥିକ ଦୁରାବସ୍ଥା…
ଆମେ ଆଶା କରୁଛୁ ଉପର କୋର୍ଟରେ ରାହୁଲଙ୍କୁ ନ୍ୟାୟ ମିଳିବ: ସଞ୍ଜୟ ରାଉତ
ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ‘ମୋଦି ସରନେମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ…
ବିମ୍ସଟେକକୁ ଏକ ବ୍ୟାପକ ସୀମାମୁକ୍ତ ପର୍ଯ୍ୟଟନ ସ୍ଥଳ କର, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରାମର୍ଶ
କଲମ୍ବୋ,୭।୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ବଙ୍ଗୋପସାଗର ଉପକୂଳରେ ଥିବା ଦେଶରେ ବିମ୍ସଟେକକୁ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସୀମା ମୁକ୍ତ ଅଞ୍ଚଳ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିମ୍ସଟେକରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମୃାନମାର, ଥାଇଲାଣ୍ଡ ଓ ଭୁଟାନ ରହିଛି। ଗୁରୁବାର…
ଆମେରିକାରେ ବ୍ୟାନ୍ ହେବ ଘାତକ କେମିକାଲ ଅସ୍ତ୍ର
ଓ୍ବାଶିଂଟନ୍,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍ କେମିକାଲ ଓ୍ବିପନ୍ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ କରାଯାଏ।…
କ’ଣ ଭାଜପା ଛାଡି କଂଗ୍ରେସରେ ହେବେ ସାମିଲ? ସ୍ପଷ୍ଟ କଲେ ପଙ୍କଜା
ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା ପଙ୍କଜା ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାଜପା ଛାଡୁ ନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ସେ ଭେଟିଛନ୍ତି ବୋଲି ଦାବି କରୁଥିବା ରିପୋର୍ଟକୁ ମଧ୍ୟ…
କର୍ନାଟକରେ ମହଙ୍ଗା ହେବ ମଦ
ବେଙ୍ଗାଲୁରୁ,୭।୭: କର୍ନାଟକ ବିଧାନସଭାରେ ଶୁକ୍ରବାର ନବନିର୍ବାଚିତ କଂଗ୍ରେସ ସରକାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।ଏହି ବଜେଟ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ…
ୟୁଏନଏସସିରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଦୃଢ ନିନ୍ଦା କଲା ଭାରତ
ଜେନେଭା,ନୂଆଦିଲ୍ଲୀ,୭।୭: ଆତଙ୍କବାଦୀ ଚିନ୍ତାଧାର ରଖିଥିବା ପାକିସ୍ତାନ ନିଜ କାର୍ଯ୍ୟକଳାପ କିମ୍ବା ବ୍ୟବହାରରେ କ୍ଷାନ୍ତ ହେଉନାହିଁ। ନିକଟରେ ହୋଇଥିବା ଏସସିଓ ସମ୍ମିଳନୀରେ ପାକିସ୍ତାନର ନାଁ ନେଇ ତାକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ବାରମ୍ବାର ସୀମା ପ୍ରବେଶ ନେଇ ଆତଙ୍କବାଦକୁ ନିଜ…
‘ବେଶିଦିନ ତିଷ୍ଠିବ ନାହିଁ ଅହଂକାରୀ ଶାସକଙ୍କ ମିଛ’, କୋର୍ଟଙ୍କ ନିଷ୍ପତ୍ତି ପରେ ଏମିତି କହିଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୭।୭: ମୋଦି ସରନେମ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ ଏକ କବିତା ଲେଖି ଟୁଇଟ କରିଛନ୍ତି। ଏଥିରେ ସେ ଭାଇ ରାହୁଲ ଗାନ୍ଧୀଙ୍କୁ ଉତ୍ସାହିତ କରିବା ସହ କେନ୍ଦ୍ରର…
ତ୍ରିପୁରା ବିଧାନସଭାରେ ହଙ୍ଗାମା, କାର୍ଯ୍ୟରେ ବାଧା ଉପୁଜାଇବାରୁ ୫ ବିଧାୟକ ନିଲମ୍ବିତ
ଅଗରତାଲା,୭।୭: ତ୍ରିପୁରା ବିଧାନସଭାରେ ୫ ବିଧାୟକଙ୍କୁ କାର୍ଯ୍ୟରେ ବାଧା ଉପୁଜାଇବାରୁ ନିଲମ୍ବିତ କରାଯାଇଛି। ସ୍ପିକର ବିଶ୍ୱାବଂଧ ସେନ ସିପିଆଇ(ଏମ) ବିଧାୟକ ନୟନ ସରକାର, କଂଗ୍ରେସର ସୁଦିପ ରାୟ ବର୍ମନ ଓ ତିନ ଟିପରା ମୋଥା ବିଧାୟକଙ୍କୁ ବିଧାନସଭା କାର୍ଯ୍ୟରେ ବାଧା ଉପୁଜାଇବା…
Archives


