Home

ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ…

ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର

ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା…

ଶେଷରେ ପ୍ରେମିକଙ୍କ ମୁହଁ ଦେଖାଇଲେ ଇଲିଆନା

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁ…

କାହିଁକି ଆଇପିଏଲ୍‌ ଚାମ୍ପିଅନ୍‌ ହୋଇପାରୁନାହିଁ ଆରସିବି: ଚହଲ ଦେଲେ ମଜାଦାର ଜବାବ

ନୂଆଦିଲ୍ଲୀ,୧୭।୭: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ହେଉଛି ଆଇପିଏଲର ଅନ୍ୟତମ ଲୋକପ୍ରିୟ ଟିମ୍‌। ଆଇପିଏଲର ୧୬ତମ ସିଜିନ୍‌ ସରିଥିଲେ ମଧ୍ୟ ଆରସିବି ଗୋଟିଏ ଟାଇଟଲ ଜିତି ନାହିଁ। ୮ ବର୍ଷ ଧରି ଆରସିବିରେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଏହାର ଜବାବ ଖୋଜିବାକୁ ଚେଷ୍ଟା କରିଛନ୍ତି।…

ଲୁଣାନଦୀ ସେତୁକୁ ସଂଯୋଗ ରାସ୍ତା ନାହିଁ

ଡେରାବିଶ,୧୭ା୭ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ଳକ ଅଧୀନ ଲୁଣାନଦୀର ଦାନପୁରଠାରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ଫଳରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ କରାଯାଇଛି। ତେବେ ଲୁଣାନଦୀ ପାର୍ଶ୍ୱରେ ଥିବା କେନ୍ଦ୍ରାପଡ଼ା କେନାଲ ଉପରେ…

ଲୋକସଭା ନିର୍ବାଚନରେ ୬ ଆସନ-ଗୋଟିଏ ରାଜ୍ୟସଭା ଆସନ ଦେଲେ ଏନଡିଏ ବୈଠକରେ ସାମିଲ ହେବି: ଚିରାଗ ପାସୱାନ…

ପାଟନା,୧୭।୭ : ଯଦିଓ ଜୁଲାଇ ୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବାକୁ ଚିରାଗ ପାସୱାନଙ୍କ ଲୋକ ଜନତା ପାର୍ଟି (ରାମ ଭିଲାସ) ନିମନ୍ତ୍ରଣ ପାଇଛି। ତଥାପି ଚିରାଗ ପାସୱାନ ଏହି ବୈଠକରେ…

କେଦାରନାଥ ଧାମରେ ଫଟୋ ଉଠାଇବା ମନା

ରୁଦ୍ରପ୍ରୟାଗ,୧୭।୭: ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସୋମବାର ଏକ ବଡ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ…

ଭାଜପାକୁ ଝଟ୍‌କା! ପଶୁପତି ପରାସ ପୁତୁରା ଚିରାଗଙ୍କ ସହ ଆପୋଷ ବୁଝାମଣା ଚାହୁଁ ନାହାଁନ୍ତି…

ପାଟନା,୧୭।୭ : ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା ଏନଡିଏରେ ନିଜର ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣିବାରେ ନିୟୋଜିତ ଥିବାବେଳେ ବିରୋଧୀ ଦଳ ମଧ୍ୟ ମହାମେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି।…

ପ୍ରଥମ ଟେଷ୍ଟରେ ବିଜୟ ପରେ ମଧ୍ୟ ରୋହିତ ପ୍ଲେ-୧୧ରେ ଗୋଟିଏ ପରିବର୍ତ୍ତନ କରି ପାରନ୍ତି…

କୋଲକାତା,୧୭।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନର କିଙ୍ଗସ ପାର୍କ ଓଭାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ୨ ମ୍ୟାଚ ଟେଷ୍ଟ ସିରିଜରେ କ୍ଲିନ୍‌ ସ୍ବିପ୍‌ କରିବାକୁ ଚାହୁଁଛି।…

ଆଠ ବର୍ଷରେ ୫ ଥର ୟୁଏଇ ଗସ୍ତ କଲେଣି ମୋଦି

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ତାଙ୍କର ୟୁନାଟେଡ ଆରବ ଏମିସେଟ୍ସ(ୟୁଏଇ) ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତୀୟ ମୁଦ୍ରା ଓ ଦିରହମ(ୟୁଏଇ ମୁଦ୍ରା)କାରବାର କରିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ମୋଦି…

ରୋମାଣ୍ଟିକ ହେଲେ ବିକି-କ୍ୟାଟ୍ରିନା

ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି। ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ନିକଟରେ ତାଙ୍କ ସ୍ବାମୀ ବିକି କୌଶଲଙ୍କ ସହ ଛୁଟିରେ ଯାଇଥିଲେ। ବିକି ସୋସିଆଲ ମିଡିଆରେ ଛୁଟିଦିନର କିଛି ରୋମାଣ୍ଟିକ ଫଟୋ…

ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ ଲଘୁଚାପଜନିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri