Home

ବଳାତ୍କାରକାରୀଙ୍କୁ ତୁମ ଉପରେ ଛାଡି ଦିଆଯିବ,ମହିଳାମାନଙ୍କୁ ହିଜାବ-ବୁର୍କା ପିନ୍ଧିବାକୁ ଧମକ ଦେଉଛନ୍ତି ଇରାନ ସରକାର…

ତେହେରାନ,୧୭।୭ : ଇରାନରେ ହିଜାବ ବିରୋଧୀ ବିରୋଧର ଅନେକ ମାସ ପରେ ନୈତିକତା ପୋଲିସ ସେଠାରେ ପୁଣି ପାଟ୍ରୋଲିଂ ଆରମ୍ଭ କରିଛି। ଇରାନର ଆଇନ ଶୃଙ୍ଖଳା ବାହିନୀର ମୁଖପାତ୍ର ସଇଦ ମୋଣ୍ଟେଜେରାଲମାହି କହିଛନ୍ତି ନୈତିକ ପୋଲିସ ବର୍ତ୍ତମାନ କାର୍ଯ୍ୟକୁ ଫେରିଛି। ଏହି…

ପୁଣିଥରେ ୟୁକ୍ରେନ ରାଡାରରେ କ୍ରିମିୟା ବ୍ରିଜ, ଆକ୍ରମଣରେ ମାତା-ପିତା ମୃତ, ଝିଅ ଗୁରୁତର

କ୍ୱିଭ,୧୭।୭: ରୁଷିଆ କବଜାରେ ଥିବା କ୍ରିମିୟା ବ୍ରିଜ ଉପରେ ପୁଣିଥରେ ୟୁକ୍ରେନ ଆକ୍ରମଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଏହି ବ୍ରିଜ ଉପରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ…

ବିଶ୍ୱର ସବୁଠୁ ମହଙ୍ଗା ଦେଶ

ବିଶ୍ୱ ପରିସଂଖ୍ୟାନର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଶ୍ୱର ସବୁଠୁ ଦାମୀ ଦେଶ ବିଷୟରେ କୁହାଯାଇଛି। ଅନେକ ଲୋକ ଭାବିଥିବେ ଯେ, ଦୁନିଆର ସବୁଠୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ଥିବ। କିନ୍ତୁ ଏହା ନୁହେଁ। ବରମୁଡା…

ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ ପ୍ରବାହିତ…

ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ

ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ…

କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ

କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା କୁଲୁ ଜିଲାର କୟାସ ଗ୍ରାମରେ ସୋମବାର ଭୋର ୪ଟାରେ ହୋଇଥିବା ପ୍ରଶାସନ କହିଛି। କୁଲୁ…

ଉଦ୍ଧବ ଠାକ୍‌ରେଙ୍କ ହାତ ଛାଡିଲେ ଆଉ ଜଣେ ନେତା

ମୁମ୍ବାଇ,୧୭।୭: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଚିଞ୍ଚୱାଡର ରାହୁଲ କଲାଟେ ଉଦ୍ଧବଙ୍କ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବେ। ରାହୁଲଙ୍କ ସହ ଅନେକ ୟୁବିଟି କର୍ମୀ ମଧ୍ୟ ଶିବସେନାରେ ଯୋଗଦେବେ। ରାହୁଲ କାଲାଟେ ଆଜି…

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ ହେବା ଜରୁରୀ, ମମତା ସରକାରଙ୍କ ପତନ ଆସନ୍ତା ୫-୬ ମାସ ମଧ୍ୟରେ: ଭାଜପା…

କୋଲକାତା,୧୭।୭ : ହିଂସା କାରଣରୁ ପଶ୍ଚିମବଙ୍ଗରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ହେଡଲାଇନରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦୁଇ ବରିଷ୍ଠ ଭାଜପା ନେତା ପୂର୍ବାନୁମାନ କରିଛନ୍ତି। ଭାଜପା ନେତା କହିଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବର୍ତ୍ତମାନର ଟିଏମସି ସରକାରଙ୍କର…

ହୁମ୍ମା ଓଭରବ୍ରିଜ କାମ ଅଧାପନ୍ତରିଆ, ବଢୁଛି ଦୁର୍ଘଟଣା

ଛତ୍ରପୁର,୧୭ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ହୁମ୍ମା ଛକଠାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଫଳରେ ଏହା ଦୁର୍ଘଟଣା ହଟସ୍ପଟ ସ୍ଥାନ ହୋଇଛି। ବ୍ରହ୍ମପୁର- ଭୁବନେଶ୍ୱରକୁ ଯାତାୟାତ ପାଇଁ ଏନଏଚର…

ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ…

ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର

ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା…

ଶେଷରେ ପ୍ରେମିକଙ୍କ ମୁହଁ ଦେଖାଇଲେ ଇଲିଆନା

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri