Home

ଆସାମ ବନ୍ୟା: ୧ ଲକ୍ଷରୁ ଅଧିକ ପ୍ରଭାବିତ, ୩୭୧ ଗାଁ ଉବୁଟୁବୁ…

ଗୁଆହାଟୀ,୧୭।୭ : ଆସାମରେ ବନ୍ୟା ପରିସ୍ଥିତି ସଙ୍କଟ ଜନକ ରହିଛି। ରାଜ୍ୟର ୧୦ ଟି ଜିଲାର ପ୍ରାୟ ଏକ ଲକ୍ଷ ଲୋକ ଏବେ ମଧ୍ୟ ବନ୍ୟା ପରିସ୍ଥିତିରେ ଅଛନ୍ତି। ଲୋକଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଏଠାରେ ବନ୍ୟା ଯୋଗୁଁ ଶହ…

ବାୟୁ ପ୍ରଦୂଷଣ ପ୍ରଭାବ: ସହର ଅପେକ୍ଷା ଗାଁରେ ଅଧିକ ପୀଡ଼ିତ: ଆୟୁ କମୁଛି ପ୍ରାୟ ୯ ମାସ…

ନୂଆଦିଲ୍ଲୀ,୧୭।୭ : ବୈଜ୍ଞାନିକମାନେ ବିଶ୍ଳେଷଣ ପରେ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଗ୍ରାମ ଏବଂ ସହରକୁ ପ୍ରାୟ ସମାନ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ପାଣ୍ଠି କେବଳ ସହରାଞ୍ଚଳ ପାଇଁ ରହିଛି। ସହରବାସୀଙ୍କ ତୁଳନାରେ, ବାୟୁ ପ୍ରଦୂଷଣର ସଂସ୍ପର୍ଶରେ…

ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ ହେକ୍ଟର…

ଏଇ ଭାରତରେ

ଭାରତରେ ବାହାଘରରେ ପ୍ଲାଷ୍ଟିକ୍‌ ବ୍ୟବହାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ଦୂର କରିବା ଲାଗି ବେଙ୍ଗାଲୁରୁର ଦୁଇ ମହିଳାଙ୍କ ପ୍ରୟାସ ପ୍ରେରଣାଦାୟକ। ଏହି ଦୁଇ ମହିଳା ହେଉଛନ୍ତି ବର ଓ କନ୍ୟାଙ୍କ ମାତା। କନ୍ୟାଙ୍କ ମାତା ଚାରୁଲତା…

ଦୂର ଦାରିଦ୍ର୍ୟ

ଶୈଳେନ୍ଦ୍ର ଦ୍ୱିବେଦୀ   ନିକଟରେ ଜଣେ ବନ୍ଧୁ କହିଲେ, ଆମେରିକାରେ ଦାରିଦ୍ର୍ୟ ନାହିଁ। ଲେଖକ ଚଟାପଟ ଉତ୍ତର ଦେଇଥିଲେ, ଅବିକଳ ଭାରତ ପରି ନ ଥାଇ ପାରେ, କିନ୍ତୁ ଆମେରିକାରେ ଦାରିଦ୍ର୍ୟ କିଛି କମ୍‌ ଐତିହାସିକ ନୁହେଁ। ୨୦୨୧ ତଥ୍ୟ ଅନୁସାରେ…

ବିରୋଧୀ ଏକତା ବୈଠକ: ଦିନକ ପରେ ବେଙ୍ଗାଲୁରୁ ଯିବେ ଶରଦ ପାଓ୍ବାର…

ମୁମ୍ବାଇ୧୭।୭ : ସୋମବାରଠାରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦୁଇ ଦିନିଆ ଏକତା ବବୈଠକରେ ଦେଶର ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗଦେବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବାର ରଣନୀତି ଉପରେ ଆଲୋଚନା କରିବେ।…

ଗଣସଂଗଠନ ଉପରେ ରାଜନୈତିକ ପ୍ରଭାବ

ଅକ୍ଷୟ କୁମାର ମିଶ୍ର   ଆମ ଦେଶରେ ଗଣସଂଗଠନ କଥା ଉଠିଲେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କଥା ଆସେ। ୧୮୮୫ ଡିସେମ୍ବର ୨୮ ଦିନ ବମ୍ବେର (ମୁମ୍ବାଇ) ଗୋକୁଲଦାସ ତେଜପାଲ ସଂସ୍କୃତ କଲେଜ ପରିସରରେ ମାତ୍ର ୭୨ ଜଣଙ୍କୁ ନେଇ…

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିଆଁ

ନୂଆଦିଲ୍ଲୀ,୧୭।୭: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଛି। ସୋମବାର ସକାଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଜଣେ କୋଚର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଥିଲା। କୋଚରେ ୨୦-୨୨ ଜଣ ଯାତ୍ରୀ ଥିଲେ…

ଆୟ ବହିର୍ଭୂତ

ବିଗତ କିଛି ଦଶନ୍ଧି ଧରି ଭାରତୀୟ ଛାତ୍ରୀଛାତ୍ରଙ୍କ ମନରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପ୍ରତି ପ୍ରବଳ ଦୁର୍ବଳତା ରହିଆସିଥିବା ଲକ୍ଷ୍ୟ କରାଯାଇଛି। ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଜାତୀୟ…

ମୋଦିଙ୍କୁ ‘ବସ୍‌’ ଡାକନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ସ୍ଥିତି ବୃଦ୍ଧି ପାଇଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ତିନିଦିନିଆ ଲକ୍ଷ୍ନୌ ଗସ୍ତରେ ଥିବା ରାଜନାଥ କହିଛନ୍ତି, ପୂର୍ବରୁ ଭାରତର କଥାକୁ ଗୁରୁତ୍ୱ ଦିଆଯାଉ ନ…

ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ…

ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ପୋନମୁଡିଙ୍କ ଘରେ ଇଡି ଚଢ଼ାଉ…

ଚେନ୍ନାଇ,୧୭।୭ : ସେନ୍ଥିଲ ବାଲାଜୀ ଙ୍କ ପରେ ତାମିଲନାଡୁ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋମବାର ତାମିଲନାଡୁର ସରକାରଙ୍କ ମନ୍ତ୍ରୀ କେ ପୋନମୁଡି ଏବଂ ତାଙ୍କ ଏମପି ପୁଅ ଗୌତମ ସିଗାମଣିଙ୍କ ଘରେ ଇଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri