Home

ହୋଟେଲରୁ ଭଦ୍ରକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିିଳିବା ଘଟଣା: ସିସିଟିଭି କ୍ୟାମେରାରେ ଲୁଚିଛି ସତ

ଭୁବନେଶ୍ୱର,୭।୮(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ…

କ୍ୟାଥଲିକ ଚର୍ଚ୍ଚ ସମଲିଙ୍ଗୀଙ୍କ ପାଇଁ ଖୋଲା ରହିଛି: ପୋପ୍‌…

ଭଟିକାନ ସିଟି,୭।୮ : ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ ଧାର୍ମିକ ନେତା ପୋପ ଫ୍ରାନ୍ସିସ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସମଲିଙ୍ଗୀ ସମେତ ସମଗ୍ର ଏଲଜିବିଟି ସମ୍ପ୍ରଦାୟଙ୍କ ପାଇଁ କ୍ୟାଥୋଲିକ ଚର୍ଚ୍ଚ ଖୋଲା ଅଛି। ପୋପ ଫ୍ରାନ୍ସିସ କହିଛନ୍ତି ଆଧ୍ୟାତ୍ମିକତାର…

‘ରାହୁଲ ଜିତିଲେ, ହେଲେ ପାର୍ଲାମେଣ୍ଟ ସିଡିରେ ଠିଆହେଲେ…ସୁପ୍ରିମକୋର୍ଟ ଧ୍ରୁତରାଷ୍ଟ୍ର ନୁହେଁ’, ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ନେଇ ‘ସାମନା’ରେ କେନ୍ଦ୍ରକୁ ଟାର୍ଗେଟ

ମୁମ୍ବାଇ,୭।୮: ଶିବସେନା(ୟୁବିଟି)ର ମୁଖପତ୍ର ‘ସାମନା’ରେ ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏଥିରେ କୁହାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କେଜ୍‌ ଫାଇଟରେ ମୁହାଁମୁହିଁ ହେବେ ମସ୍କ- ଜୁକରବର୍ଗ, ଲାଇଭ ଷ୍ଟ୍ରିମିଂ ଏକ୍ସରେ…

ଓ୍ବାଶିଂଟନ,୭।୮ : ଦୁନିଆର ଦୁଇ ବଡ ବ୍ୟକ୍ତିତ୍ୱ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଟୁଇଟର (ଏକ୍ସ) ସିଇଓ ଏଲନ ମସ୍କ ଏବଂ ମେଟା (ଫେସବୁକ) ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଏକ କେଜ ଲଢ଼େଇ ହେବାକୁ ଯାଉଛି। ଏହି ଲଢ଼େଇ…

ଏମ୍‌ପି ପଦ ଫେରିପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଏମ୍‌ପି ପଦ ଫେରି ପାଇଛନ୍ତି। ଏନେଇ ସୋମବାର ଲୋକ ସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ମୋଦି ସର୍‌ନେମ୍‌ ମାମଲାରେ ରାହୁଲ ତାଙ୍କର ଏମ୍‌ପି ପଦ ହରାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି…

ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି…

ବେଙ୍ଗାଲୁରୁ,୭।୮ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି।…

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି

ଓଡ଼ଗାଁ,୭ା୮(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନଏସି ଅଧୀନ ଜାରିଙ୍ଗି ମୌଜାରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତକୋଠିରେ ପରିଣତ ହୋଇଛି। ପାଖରୁ ଦେଖିଲେ ଏହା ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ଭ୍ରମ ସୃଷ୍ଟି…

ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ନେଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ନୂଆଦିଲ୍ଲୀ,୭।୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ଫେରାଇ ଆଣିବାକୁ ନେଇ ନେଇ କଂଗ୍ରେସ ଦଳ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। ଯଦି ସୋମବାର ସନ୍ଧ୍ୟା ସୁଦ୍ଧା ତାଙ୍କର ସଦସ୍ୟତାକୁ ଫେରାଇ ଦିଆ ନ ଯାଏ ତେବେ ମଙ୍ଗଳବାର କଂଗ୍ରେସ ପକ୍ଷରୁ…

ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା ନାହିଁ

ନୟାଗଡ଼,୭ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ସୁଆଦିଆ ଖାଦ୍ୟ ନଁାରେ ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଗ୍ରାହକ ଆହାର ବଦଳରେ ଜହର ଖାଇ ରୋଗ କିଣିଛନ୍ତି।…

ମଣିପୁରରେ ପହଞ୍ଚିଲେ ପୁଣି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୭।୮ : ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବାହିନୀର ୧୦ କମ୍ପାନୀ ସୁରକ୍ଷାକର୍ମୀ ରାଜ୍ୟରେ ପହଞ୍ଚିଛନ୍ତି। ଅପରପକ୍ଷରେ ଏକ ପ୍ରମୁଖ ଆଦିବାସୀ ସଂଗଠନର ସଦସ୍ୟମାନେ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ…

ଜୁକରବର୍ଗ-ଏଲନ ମସ୍କଙ୍କ ଟୁଇଟ୍‌ ଝଡ଼

ନ୍ୟୁୟର୍କ,୭ା୮: ଫେସ୍‌ବୁକ୍‌ ଅର୍ଥାତ୍‌ ମେଟା ସିଇଓ ମାର୍କ୍ସ ଜୁକରବର୍ଗ ଏବଂ ‘X’ ସିଇଓ ଏଲନ ମସ୍କ ପ୍ରତ୍ୟେକ୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଗତ କିଛି ମାସ ଧରି ଏହି ଦୁଇ କୋଟିପତିଙ୍କ ମଧ୍ୟରେ ନାନା କଥାକୁ ନେଇ ଝଡ଼ ସୃଷ୍ଟି…

ଦାମାସକସ ଉପରେ ଇସ୍ରାଏଲର ଆକ୍ରମଣ…

ଦାମାସକସ,୭।୮ : ସୋମବାର ଭୋର ସମୟରେ ସିରିଆର ରାଜଧାନୀ ଦାମାସକସ ସହର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଚାରିଜଣ ସିରିଆ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। କୁହାଯାଉଛି ସହରରେ ସାଇରନ ବାଜିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?