ସ୍ପେସ୍ଏକ୍ସରେ ୧୪ ବର୍ଷୀୟ ଇଞ୍ଜିନିୟର
କାଲିଫର୍ନିଆ, ୧୨।୬: ଏଲନ ମସ୍କଙ୍କ ସ୍ପେସ୍ଏକ୍ସରେ କାମ କରିବେ ଜଣେ ୧୪ ବର୍ଷୀୟ ବାଳକ। କାଇରାନ କ୍ୱାଜି ନାମକ ଏହି ବାଳକ ସ୍ପେସ୍ଏକ୍ସରେ ସଫ୍ଟ୍ଓ୍ବେର୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ। ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍ନିକାଲି ଚ୍ୟାଲେଞ୍ଜିଙ୍ଗ୍ ଏବଂ ଫନ୍…
ଜୋକୋଭିଚ୍ଙ୍କୁ ରେକର୍ଡ ଟାଇଟଲ
ପ୍ୟାରିସ୍, ୧୨ା୬: କ୍ଲେ କୋର୍ଟ ଟେନିସ୍ ଫ୍ରେଞ୍ଚ୍ ଓପନ୍ ଜିତିବା ସହିତ କ୍ୟାରିୟରର ୨୩ ତମ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍। ରବିବାର ଅନୁଷ୍ଠିତ ଫାଇନାଲରେ ନରଓ୍ବେରେ କାସ୍ପର ରୁଡ୍ଙ୍କୁ ୭-୬(୭-୧), ୬-୩ ଓ ୭-୫ ସେଟ୍ରେ ପରାସ୍ତ…
ହାର୍ଭାର୍ଡ ଛାତ୍ରରୁ ସିରିଏଲ୍ କିଲର
ଓ୍ବାଶିଂଟନ୍,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍ ଗଣିତଜ୍ଞ ଟେଡ୍ କଜିନ୍ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍ ଏହି ସିରିଏଲ୍ କିଲର…
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ…
ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…
ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା…
ଇରାନ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଚାହିଁଲେ କେହି ରୋକି ପାରିବେ ନାହିଁ…
ତେହେରାନ,୧୧।୬ : ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ ଇରାନର…
ବଂଶବାଦ ସବୁ ରାଜନୈତିକ ଦଳରେ ଅଛି: ସୁପ୍ରିୟା ସୁଲେ…
ମୁମ୍ବାଇ,୧୧।୬ : ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇବା ପରେ ସୁପ୍ରିୟା ସୁଲେ କହିଛନ୍ତି ତାଙ୍କୁ ଏକ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି, ଏଥିପାଇଁ ସେ ସମସ୍ତଙ୍କ ପ୍ରତି କୃତଜ୍ଞ। ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି ମୁଁ ବଂଶବାଦଠାରୁ…
ରାହୁଲଙ୍କ ସହ ଲଢ଼ିବାକୁ ଆମେ ପ୍ରସ୍ତୁତ, ନୀତୀଶ ସାଜିଛନ୍ତି ମୁନ୍ସୀ: ସୁଶୀଲ ମୋଦି…
ପାଟନା,୧୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ପୂରଣ ହେବା ପରେ ଭାଜପା ନେତାମାନେ ଲୋକଙ୍କ ମଧ୍ୟରେ ଯାଇ ସରକାରଙ୍କ ସଫଳତାକୁ ଗଣନା କରୁଛନ୍ତି। ଏହି ବିଷୟରେ ସିଟି-ଟୁ-ସିଟି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଏହି କ୍ରମରେ ରାଜ୍ୟସଭା…
ଚାଇନାକୁ ନାଟୋର ଗୁପ୍ତ ସୂଚନା ଦେଉଛନ୍ତି ଜର୍ମାଜୀ ପାଇଲଟ…
ବର୍ଲିନ,୧୧।୬ : ଜର୍ମାନୀର ଅବସରପ୍ରାପ୍ତ ପାଇଲଟମାନେ ଏବେ ଚାଇନା ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଏହି ଜର୍ମାନ ପାଇଲଟମାନେ ମୋଟା ମୋଟା ଅର୍ଥ ବଦଳରେ ନାଟୋ ବିଷୟରେ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଚାଇନାକୁ ଶେୟାର କରିଛନ୍ତି।…
ବଡ଼ ପ୍ରକଳ୍ପ ନେଇ ତାଲିବାନରେ କଳହ: ଜାତିସଂଘ ରିପୋର୍ଟ…
କାବୁଲ,୧୧।୬ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି…
ଭାଜପା ଭୟଭୀତ ହୋଇଛି: ସଞ୍ଜୟ ରାଉତ…
ମୁମ୍ବାଇ,୧୧।୬ : ଶିବସେନା (ୟୁବିଟି) ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା) ତାଙ୍କ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭୟ କରୁଛି, ଯାହା ଏକ ଭଲ କଥା। ସଞ୍ଜୟ ରାଉତ କହିଛନ୍ତି ଉଦ୍ଧବଙ୍କୁ…
ମହିଳା ଜୁନିୟର ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍
କାକାମିଗହରା(ଜାପାନ),୧୧ା୬: ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ଜୁନିୟର ଏସିଆ କପ୍ ହକି ଟାଇଟଲ୍…
Archives


