ଖୁଚୁରା ମୁଦ୍ରାସ୍ଫୀତି ୪.୨୫%କୁ ହ୍ରାସ
ନୂଆଦିଲ୍ଲୀ, ୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ମୁଦ୍ରାସ୍ଫୀତିର ନିକଟତର ହୋଇଛି। ଖାଦ୍ୟ ସାମଗ୍ରୀ…
ସରକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ଭୋପାଳ,୧୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ବହୁ ମହଲା ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ସାତପୁରା ଭବନରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଲ୍ଡିଂ ଜଳୁଥିବାବେଳେ ନିଆଁ ଛାତ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ଓଡ଼ିଶାକୁ ୫,୩୫୬ କୋଟି ପଠାଇଲା କେନ୍ଦ୍ର
ନୂଆଦିଲ୍ଲୀ, ୧୩ା୬: ଟିକସ ଅର୍ଥ ହସ୍ତାନ୍ତରଣ ବାବଦକୁ କେନ୍ଦ୍ର ସରକାର ସୋମବାର ଓଡ଼ିଶାକୁ ତୃତୀୟ କିସ୍ତିରେ ୫,୩୫୬ କୋଟି ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ବିକାଶମୂଳକ ଖର୍ଚ୍ଚ ଓ ପୁଞ୍ଜି ବ୍ୟୟକୁ ତ୍ୱରାନ୍ବିତ କରିବାରେ ଏହା ସହାୟକ ହେବ। ଅର୍ଥ ମନ୍ତ୍ରଣାଳୟ…
ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଅ: କଂଗ୍ରେସ
ନୂଆଦିଲ୍ଲୀ, ୧୩ା୬: ହିଂସା ପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ହେଲେ ସେଠାକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ସୋମବାର କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ମନ୍ କୀ ବାତ୍ କରୁଥିବାବେଳେ ଅନ୍ତତଃ ଥରେ ‘ମଣିପୁର କୀ…
ରାପିଡୋ, ଉବରକୁ ସୁପ୍ରିମକୋର୍ଟର ଝଟକା, ବାଇକ-ଟ୍ୟାକ୍ସି ଉପରେ ଲାଗୁରହିବ ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୨।୬: ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ରାପିଡୋ ଏବଂ ଉବରକୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସିକୁ ନିଷିଦ୍ଧ…
କର୍ନାଟକ ପରେ ମଧ୍ୟପ୍ରଦେଶରେ ୫ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ସରକାରକୁ ଆସିଲେ ମିଳିବ ଏହି ସୁବିଧା
ଭୋପାଳ,୧୨।୬: କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଭିଯାନ କରିଛନ୍ତି। ପ୍ରିୟଙ୍କା ସୋମବାର ଜବଲପୁରରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ…
ଜୁଲାଇ ୪ରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ
ନୂଆଦିଲ୍ଲୀ,୧୨।୬: କୁସ୍ତିଯୋଦ୍ଧାଙ୍କ ଦ୍ୱାରା କୁସ୍ତି ମହାସଂଘ ଉପରେ କରାଯାଇଥିବା ଗୁରୁତର ଅଭିଯୋଗ ପରେ ଅଲିମ୍ପିକ ଆସୋସିଏଶନ ସୋମବାର ଡବ୍ଲୁଏଫଆଇର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଆସନ୍ତା ଜୁଲାଇ ୪ ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ସୂଚନାନୁସାରେ, ବ୍ରଜ୍ଭୂଷଣ…
ମଙ୍ଗଳବାର ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଯୁକ୍ତି ମେଳା ଅଧୀନରେ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତି ମେଳାର କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଥିରେ ନୂତନ…
ମୁହଁ ଦେଖାଇବାକୁ ଯୋଗ୍ୟ ନାହାନ୍ତି ରାହୁଲ ଗାନ୍ଧୀ ସେଥିପାଇଁ ଭଉଣିଙ୍କୁ ପଠାଇଛନ୍ତି, ପ୍ରୟଙ୍କାଙ୍କ ଗସ୍ତକୁ ନେଇ ବର୍ଷିଲେ ଅନୁରାଗ
ନୂଆଦିଲ୍ଲୀ,୧୨।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଜବଲପୁର ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ୨୦୧୮ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ।…
ଡରାଉଛି ‘ବିପର୍ଯ୍ୟୟ’, ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ସମୁଦ୍ରରେ ଉଠୁଛି ଉଚ୍ଚ ଲହଡି
ମୁମ୍ବାଇ,୧୨।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି। ସମୁଦ୍ରର ମଧ୍ୟଭାଗରୁ ଉଚ୍ଚ ଉଚ୍ଚ ଲହଡି ଉପରକୁ ଉଠି କୂଳକୁ ଲଂଘୁଛି। ବାତ୍ୟା…
ଆମେରିକାରେ ଇତିହାସ ରଚିବେ ମୋଦି, ଏମିତି କରିବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ
ଓ୍ବାଶିଂଟନ,୧୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଜୁନରୁ ୨୪ ଜୁନ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଉଛନ୍ତି।ତାଙ୍କର ଏହି ଗସ୍ତ ଐତିହାସିକ ହେବ । ଦ୍ୱିତୀୟ ଥର…
ସ୍ବାସ୍ଥ୍ୟାବସ୍ଥା ଜାଣିବାର ନୂଆ ଉପାୟ
ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ କ୍ଷୁଦ୍ର ସେନ୍ସର ପ୍ରସ୍ତୁତ କରିଛନ୍ତି। ଉକ୍ତ ନୂଆ ସେନସରକୁ ସେମାନେ ‘ନ୍ୟୁରାଲ ଡଷ୍ଟ’ ନାମରେ ନାମିତ କରିଛନ୍ତି। ଏହାର ଲମ୍ବ ମାତ୍ର ୩…
Archives


