Home

ଫଡନାଭିସ୍‌ଙ୍କୁ ମନାଇବା ଉଦ୍ୟମ: ନୂଆ ବିଜ୍ଞାପନରେ ରହିଲା ଫଟୋ…

ମୁମ୍ବାଇ,୧୪।୬ : ‘ରାଷ୍ଟ୍ର ମେଁ ମୋଦି ମହାରାଷ୍ଟ୍ର ମେଁ ଶିନ୍ଦେ’ ବିଜ୍ଞାପନ ପ୍ରକାଶ ପାଇବା ପରେ ଡ୍ୟାମେଜ କଣ୍ଠ୍ରୋଲ କରିବା ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳ ଏକ ନୂତନ ବିଜ୍ଞାପନ ଆଣିଛି। ଏହି ବିଜ୍ଞାପନରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା …

ନୂଆଦିଲ୍ଲୀ, ୧୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ବଦଳିଲା ୟୁଟ୍ୟୁବ ନିୟମ: ୫୦୦ ସବସ୍କ୍ରାଇବର ଥିବା ଚ୍ୟାନେଲ ମଧ୍ୟ କରିବେ ରୋଜଗାର…

ନୂଆଦିଲ୍ଲୀ,୧୪।୬ : ଯଦି ଆପଣ ମଧ୍ୟ ଏକ ୟୁଟ୍ୟୁବ ବିଷୟବସ୍ତୁ ନିର୍ମାତା ଏବଂ ରୋଜଗାର ପାଇଁ ଚିନ୍ତିତ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲର ମୋନେଟାଇଜେଶନ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ। କାରଣ…

ସରକାରୀ ଡକ୍ୟୁମେଣ୍ଟ ଲୁଚାଇବା ମାମଲା: କୋର୍ଟରେ ହାଜର ହେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୬:ରାଷ୍ଟ୍ରପତି ନିର୍ବାଚନ ହାରିବା ଏବଂ ହ୍ବାଇଟ୍‌ ହାଉସ୍‌ ଛାଡିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରେ କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ଏବଂ ସରକାରୀ ରେକର୍ଡକୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ସେ ମିଆମି କୋର୍ଟରେ ହାଜର ହୋଇଛନ୍ତି।…

ଗୁପ୍ତ ହତ୍ୟା ମାମଲା: ପ୍ରଫୁଲ୍ଲ ମହନ୍ତଙ୍କୁ କ୍ଲିନଚିଟ୍‌…

ଗୁଆହାଟୀ,୧୪।୬ : ୯୦ ଦଶକରେ ଆସାମ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଥିବା ଗୁପ୍ତ ହତ୍ୟା ମାମଲାରେ କ୍ଷମତା ହରାଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତଙ୍କୁ ଗୁଆହାଟୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାସ୍ତବରେ, ଗୁଆହାଟୀ ହାଇକୋର୍ଟ ପ୍ରଫୁଲ୍ଲ ମହନ୍ତଙ୍କୁ…

ସିସିଟିଭିରେ କଏଦ ହେଲା ଏଟିଏମ୍‌ ଲୁଟ୍‌ର ଦୃଶ୍ୟ

ଭବାନୀପାଟଣା,୧୪ା୬(ଉତ୍ତମ କୁମାର ଦାସ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥର କଣ୍ଟାବାଞ୍ଜି ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ହୋଇଥିବା ଦେଖିବାକୁ ମିଳିଛି। ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ…

ବିବାହିତା ମହିଳାଙ୍କ ଉପରେ ଏସିଡ ମାଡ଼: ମୁହଁର ୬୦ ପ୍ରତିଶତ ପ୍ରଭାବିତ…

ହାଇଦ୍ରାବାଦ,୧୪।୬ : ଆନ୍ଧ୍ରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଜ୍ଞାତ ବାଇକ ଆରୋହୀମାନେ ରାଜ୍ୟର ଏଲୁରୁର ଜଣେ ବିବାହିତା ମହିଳାଙ୍କ ଉପରେ ଏସିଡ ଫିଙ୍ଗିଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ…

ମଣିପୁରରେ ପୁଣି ହିଂସାକାଣ୍ଡ: ୯ମୃତ, ୧୦ଆହତ

ଇମ୍ଫାଲ,୧୪।୬: ମଣିପୁରରେ ସାମ୍ପ୍ରାଦାୟିକ ନିଆଁ ଥମିବାର ନାଁ ନେଉନାହିଁ। ଦୁଇ ଜନଜାତିଙ୍କ ହିଂସାକାଣ୍ଡ ମଧ୍ୟରେ ଶହ ଶହ ପ୍ରାଣ ହରାଇବା ସହ ଭୂମିହୀନ ହେଉଛନ୍ତି। ତେବେ ମଙ୍ଗଳବାର ରାତିରେ ମଣିପୁରର ମେତେଇ ପ୍ରାଧାନ୍ୟରେ ଥିବା କାଙ୍ଗପୋକି ଜିଲାରେ ହିଂସାକାଣ୍ଡ ହୋଇଛି। ଏଥିରେ…

ତୁଟିଲା ଦୀର୍ଘଦିନର ଜାଗା ବିବାଦ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନ ବଜାର କଲେଜ ରୋଡ୍‌ ମାଛ ମାର୍କେଟ ପାର୍ଶରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ଉକ୍ତ ଜାଗାକୁ ନେଇ ରାଉଳ ସାହିର ପଣ୍ଡା ପରିବାର ଓ ରାଉଳ ପରିବାର…

ବିହାର ପରେ ଗୁଜରାଟରେ ଭୁଶୁଡିଲା ପୋଲ, ତଦନ୍ତ ନିର୍ଦ୍ଦେଶ…

ଅହମଦାବାଦ,୧୪।୬ : ବିହାରରେ ପୋଲ ଭୁଶୁଡିବା ପରେ ଏବେ ଗୁଜରାଟର ତାପି ଜିଲାର ମାୟାପୁର ଏବଂ ଦେଗାମା ଗ୍ରାମକୁ ସଂଯୋଗ କରୁଥିବା ମାଣ୍ଡୋଲା ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିଛି। ଏହି ପୋଲ ଭୁଶୁଡ଼ିବା ଦ୍ୱାରା ପ୍ରାୟ ୧୫ ଟି…

ଜୁନ୍‌ ୧୬ରେ ନୀତୀଶଙ୍କ କ୍ୟାବିନେଟର ତୃତୀୟ ସମ୍ପ୍ରସାରଣ…

ପଟନା,୧୪।୬ : ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ମାଂଝୀଙ୍କ ଇସ୍ତଫା ପରେ ଆନୁଷ୍ଠାନିକ ଭାବେ କ୍ୟାବିନେଟ ସମ୍ପ୍ରସାରଣ ଘୋଷଣା କରାଯାଇଛି। ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିଧାୟକ ରତ୍ନେଶ ସାଦାଙ୍କୁ ସନ୍ତୋଷ…

ନାବାଳକଙ୍କୁ ଟାଣିନେଲା କୁମ୍ଭୀର, କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କୁ କୁମ୍ଭୀର ଟାଣିନେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଉଛନ୍ତି ଅଶୋକ ଅଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ (୧୦)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri