Home

କାନ୍ଥ ଭୁଶୁଡ଼ି ଚାଲିଗଲା ୧୧ ଜୀବନ

ଇସଲାମାବାଦ୍‌,୧୯।୭: ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୋଠାଟି ପେଶୱାର ରୋଡ ଅଞ୍ଚଳରେ ଅବସ୍ଥିତ ଥିଲା। ଶ୍ରମିକମାନେ ଏଠାରେ ନିର୍ମାଣ କାର୍ଯ୍ୟରେ…

ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡ଼ା,୧୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ବ୍ରାହ୍ମଣପାଦ ପଞ୍ଚାୟତ ପରିଦର୍ଶନରେ…

ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ…

ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଲାଭ ପାଇଁ…

ତହସିଲଦାରଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୭(ଉତ୍ତମ କୁମାର ଦାଶ): ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଧାରଣାରେ ବସିଛନ୍ତି କୋଟାଗାଁର ଚାଷୀ। କୋଟା ଗାଁ ଧାନ ମଣ୍ଡିକୁ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି।…

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୭: ଜମ୍ମୁ କଶ୍ମୀରର କୁପୱାରା ଜିଲାର ମାଛିଲ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କଠାରୁ ୪ ଏକେ ରାଇଫଲ, ୫ଟି ଗ୍ରେନେଡ…

କାଲିଠାରୁ ଭୟରେ କମ୍ପୁଛି ଭାଜପା: ମମତା

ନୂଆଦିଲ୍ଲୀ,୧୯।୭: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ ପରେ…

ଫିଲ୍ମ କରିବେ ରାଜ କୁନ୍ଦ୍ରା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଯେଉଁଥିରେ ଅନେକ ଅଭିନେତ୍ରୀ ତାଙ୍କ ବିରୋଧରେ ବିଭିନ୍ନ…

ଜୀବନରୁ ସମସ୍ତ ସମସ୍ୟାକୁ ଦୂର କରିଦେବ ଚାଣକ୍ୟଙ୍କ ଏହି ୪ ଉପାୟ, କେବେ ବି ହାରିବେ ନାହିଁ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ସଫଳ କରିବା ଲାଗି ଅନେକ କିଛି ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା ଫଳରେ ଜଣେ ଶତ୍ରୁ, ମିତ୍ରକୁ ଜାଣିବା ସହ ଅସଫଳତାକୁ ସଫଳତାରେ ପରିବର୍ତ୍ତନ କରିପାରିବ। ତାଙ୍କର ନୀତିକୁ ଆପଣାଇ ଜୀବନରେ…

‘ଇଣ୍ଡିଆ’କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ: ପଚାରିଲେ ‘ମେଣ୍ଟ ଯଦି ଭାଙ୍ଗିଯାଏ ତେବେ…’

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୬ ଦଳଙ୍କ ଏହି ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ଶର୍ମିଷ୍ଠା…

ପଦ୍ମାବତୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ହାଇଦ୍ରାବାଦ୍‌,୧୯।୭: ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପଦ୍ମାବତୀ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ବୁଧବାର ସନ୍ଧ୍ୟାରେ ତିରୁପତି ରେଳ ଷ୍ଟେଶନରେ ପଦ୍ମାବତୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟ ମଧ୍ୟରେ କମ୍ପାର୍ଟମେଣ୍ଟରେ କୌଣସି ଯାତ୍ରୀ ନ ଥିଲେ। ଟ୍ରେନ୍‌ରେ ବଗି…

‘ପ୍ରୋଜେକ୍ଟ କେ’ରୁ ପ୍ରଭାସଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

ବମ୍ବେ: ଫିଲ୍ମ ‘ଆଦିପୁରୁଷ’ ପରେ ଏବେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ‘ପ୍ରୋଜେକ୍ଟ କେ’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ବୁଧବାର ଏହାର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି ଅଭିନେତା। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ‘ପ୍ରୋଜେକ୍ଟ କେ’ ରେ ପ୍ରଭାସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri