ରାଜୌରିରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ୫ ଯବାନ ଶହୀଦ, ଜଣେ ହସ୍ପିଟାଲରେ ଭର୍ତ୍ତି; ଅପରେଶନ ଜାରି
ରାଜୌରି,୫।୫: ଜମ୍ମୁ ସଂଭାଗର ରାଜୌରି ଜିଲାର କଂଡି ଅଞ୍ଚଳରେ ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି। ଏହି ଘଟଣା ସମ୍ପର୍କରେ ସେନା ଏକ ବୟାନ ଜାରି କରି କହିଛି କି ଏନକାଉଣ୍ଟର…
ବିନା ପ୍ରସ୍ତୁତିରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଘୋଷଣା କଲେ ବାଇଡେନ?
ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଦେଲେ ସତ, ହେଲେ ଏଥିପାଇଁ ଏବେ ପର୍ଯ୍ୟନ୍ତ ତାଙ୍କ ପ୍ରସ୍ତୁତି ଦୁର୍ବଳ ଥିବା ଲକ୍ଷ୍ୟ କରାଯାଉଛି। ମିଡିଆ ରିପୋର୍ଟରେ ବାଇଡେନଙ୍କ ଦ୍ୱିତୀୟ ଥର…
ବାଇକ୍ ଲୋନ୍ କିସ୍ତି ଶୁଝିବାକୁ ଆସୁଥିଲେ ଦାଦା-ପୁତୁରା, ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ
କାମାକ୍ଷାନଗର,୫।୫: ଢେଙ୍କାନାଳ ଜିଲା କଙ୍କଡ଼ାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଓଡି ୦୬ ଏଲ ୬୧୧୩ ନମ୍ବର ବିଶିଷ୍ଟ ବାଇକ୍ ରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଫଳରେ ଦୁଇ ବାଇକ୍ ଆରୋହି କାଳିଆପାଣି ଥାନା…
ଭୋଟ ବ୍ୟାଙ୍କ ପାଇଁ କେରଲା ଷ୍ଟୋରିକୁ ବିରୋଧ କରୁଛି କଂଗ୍ରେସ
ବେଲାରୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କର୍ନାଟକର ବେଲାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଫିଲ୍ମ ଦି କେରଲା ଷ୍ଟୋରି’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ…
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା!
ମୁମ୍ବାଇ: ଆଜିକାଲି ଅନୁଷ୍କା ଶର୍ମା ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ କ୍ରିକେଟର ସ୍ବାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ। ଆଜିକାଲି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଅନୁଷ୍କା…
କର୍ନାଟକରେ ହନୁମାନ ଚାଳିସା ପଢିଲେ ସ୍ମୃତି ଇରାନୀ
ବେଙ୍ଗାଲୁରୁ,୫।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଜାରି ରହିଛି। ତେବେ ଏହି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କର୍ନାଟକରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି।…
ବର୍ଷକ ଭିତରେ ଭାରତୀୟ ଦଳ ପାଇଁ ଖେଳିବେ ଏହି କ୍ରିକେଟର କହିଲେ ସେହ୍ବାଗ
ନୂଆଦିଲ୍ଲୀ,୫ା୫: ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗ ପଞ୍ଜାବ କିଙ୍ଗ୍ସର ଯୁବ ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ସେହ୍ବାଗ କହିଛନ୍ତି, ଜିତେଶ ଶର୍ମା ଟି-୨୦ ବ୍ୟାଟିଂର ମୌଳିକ ସନ୍ଧାନ…
ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ
ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ…
କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ
ନୂଆଦିଲ୍ଲୀ,୫ା୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଲାରୀରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ସେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ‘କଂଗ୍ରେସ…
‘ମୋର ବଜରଙ୍ଗ ବାଲି ବୟାନକୁ ନେଇ… କମ୍ପୁଛି କଂଗ୍ରେସର ପାଦ’: ମୋଦି
ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କଂଗ୍ରେସର ପାଦ କମ୍ପୁଛି। ସେ କହିଛନ୍ତି, ମୋର ବଜରଙ୍ଗ ବାଲି ବୟାନକୁ ନେଇ କଂଗ୍ରେସକୁ ସମସ୍ୟା ହୋଇଛି। ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ସାମ୍ନାରେ ନଇଁ ପଡିଛି। ଭୋଟ ବ୍ୟାଙ୍କ…
କୁକୁରର ଜନ୍ମଦିନ ପାର୍ଟି, ଭୋଜିରେ ସାମିଲ ହେଲେ ଶହ ଶହ କୁକୁର, ଭିଡିଓ ଦେଖିଲେ…
ଦୁନିଆରେ ପଶୁପ୍ରେମୀଙ୍କ କୌଣସି ଅଭାବ ନାହିଁ। ଲୋକମାନେ ପଶୁପକ୍ଷୀ ରଖିବାକୁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନେ ନିଜ ଜୀବନଠାରୁ ମଧ୍ୟ ସେମାନଙ୍କୁ ଭଲପାଆନ୍ତି। ଯେଉଁମାନେ ପଶୁମାନଙ୍କୁ ରଖନ୍ତି ସେମାନଙ୍କୁ ପିଲାମାନଙ୍କ ପରି ଦେଖାଶୁଣା କରନ୍ତି। ଯଦି ଗୃହପାଳିତ ପଶୁ…
ପୋଖରୀରେ ପଡି ନାବାଳକଙ୍କ ଜୀବନ ଗଲା
ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅଧୀନ ଗୁଆଁଳ ଗ୍ରାମରେ ପୋଖରୀରେ ପଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନରୁ ଉକ୍ତ ଗ୍ରାମର ଦିଗମ୍ବର ବାରିକଙ୍କ ସାନପୁଅ ରୁଦ୍ରଙ୍କୁୁ ଘରଲୋକେ ବିଭିନ୍ନ ଆଡେ…
Archives


