Home

ଭାରତ-ଚାଇନା ମଧ୍ୟରେ ହେବ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ,୧୩।୮: ସୀମା ବିବାଦକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ସମାଧାନ ପାଇଁ ରାଜି ହୋଇଛନ୍ତି ଭାରତ ଏବଂ ଚାଇନା। ଅଗଷ୍ଟ ୧୪ ରବିବାର, ଭାରତ ଏବଂ ଚାଇନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହେବ। କୋର କମାଣ୍ଡରସ୍ତରୀୟ ବୈଠକର ଏହା ହେଉଛି…

ଆଫଗାନିସ୍ତାନରେ ୩୦ ପ୍ରତିଶତ ବହି ଦୋକାନ ବନ୍ଦ…

କାବୁଲ,୧୩।୮ : ଅଫଗାନିସ୍ତାନରେ ପୁସ୍ତକ ବିକ୍ରେତାଙ୍କ ସମସ୍ୟାକୁ ଆକଳନ କରିବା ପାଇଁ ଗଠିତ ଏକ ଆୟୋଗ ପ୍ରକାଶ କରିଛି ଦେଶରେ ୩୦ ପ୍ରତିଶତ ପୁସ୍ତକ ବିକ୍ରେତା ଭଲ ବଜାର ଅଭାବରୁ ବ୍ୟବସାୟ ବନ୍ଦ କରି ଦେଇଛନ୍ତି। ଟୋଲୋ ନ୍ୟୁଜକୁ ସୂଚନା ଦେଇ…

ୟୁକ୍ରେନ୍‌ ଉପରେ ରୁଷିଆର ବଡ଼ ଧରଣର ଆକ୍ରମଣ, ୭ ମୃତ-୬୭ ଆହତ, ଆବର୍ଜନା ତଳେ ଦବି ହୋଇ ରହିଛନ୍ତି ଲୋକେ…

କିଭ୍‌,୧୩।୮ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ରୁଷିଆର ସେନା ପୂର୍ବ ୟୁକ୍ରେନର ପୋକ୍ରୋଭସ୍କ ସହର ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ଦୁଇ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ୬୭ ଜଣ ଆହତ…

ପରିଚୟ ଦେଇଛି ବାଲୁକା କଳା

ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା। ହେଲେ କୌଣସି ବାଲୁକା ଶିଳ୍ପୀଙ୍କ ଦ୍ୱାରା ବେଳାଭୂମିରେ ନିର୍ମିତ ବାଲୁକା କଳା ଥିଲା…

ମନ ବଦଳାଏ ରଙ୍ଗ

ନିଜ ଆଉଟ୍‌ଫିଟ୍‌ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍‌ ନୁହେଁ, କିଭଳି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ପ୍ରେଜେଣ୍ଟେବଲ୍‌ ଲୁକ୍‌ ମିଳିବା ସହ ପର୍ସନାଲିଟି ଅଧିକ ଆକର୍ଷଣୀୟ ଲାଗିବ, ସେଥିପ୍ରତି ସେମାନେ ଭାରି ସଜାଗ। କାରଣ…

କନ୍ଧମାଳ ମହୋତ୍ସବକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ଫୁଲବାଣୀ, ୧୩ା୮(ରାକେଶ କୁମାର ରାଉତ)କନ୍ଧମାଳ ମହୋତ୍ସବ ନାଁକୁ ନେଇ ଏବେ ଜିଲାରେ ଜୋରଦାର ଚର୍ଚ୍ଚା ା ଜିଲା ଉତ୍ସବ ଭାବେ ପରିଚିତ କନ୍ଧମାଳ ମହୋତ୍ସବ ନାଁରେ ଏବେ ଆଉ ଗୋଟିଏ ସଙ୍ଗଠନ ଏହି ଉତ୍ସବ କରିବାକୁ ଯାଉଛି ା ୧୩ ତାରିଖରୁ…

ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୩ା୮(ସଞ୍ଜୟ କୁମାର ପାଣିଗ୍ରାହୀ)ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ସହ ପିଲାଙ୍କ ଚାଉଳ ବିକ୍ରି କରିବା ଅଭିଯୋଗରେ ବାଲିଗୁଡ଼ା ଥାନା ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ୍ତୁନୁ କୁମାର ପ୍ରଧାନଙ୍କୁ ଶୁକ୍ରବାର ରାତିରେ ଗ୍ରାମବାସୀ ପିଟି ପୋଲିସ ଜିମା ଦେଇଛନ୍ତି।…

୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କଲେ ମହିଳା

ସୋନପୁର,୧୩।୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲାର ୧୦୦ରୁ ଊର୍ଦ୍ଧ୍ୱ ମହିଳା ୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ମାତ୍ର ୫ ଦିନ ଭିତରେ ମହିଳାମାନେ ୮/୧୨ ଇଞ୍ଚ ସାଇଜର କପଡା ପତାକା ପ୍ରସ୍ତୁତି କରିବାରେ ସକ୍ଷମ ହୋଇଛନ୍ତି। ଆସନ୍ତା ସୋମବାର ସୁଦ୍ଧା ସମସ୍ତ…

କଳାହାଣ୍ଡି ଜିଲାରେ ଚହଟିବ କଫି ଚାଷ

ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ)କଫି ମହକରେ ପୁଣି ମହକିବ କଳାହାଣ୍ଡି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କଫି ଚାଷ। ଜିଲାରେ ପୁଣି ଥରେ ଚହଟିବ କଫି ଚାଷ । ୧୯୮୦ ମସିହାରେ…

୫୦ଏକର ଜମିରେ ଚାଷ ନଷ୍ଟ

କେସିଙ୍ଗା,୧୩।୮(ତୁମେଶ୍ୱର ସାହୁ)ଓଡ଼ିଶା ଉଠାଜଳସେଚନ କର୍ପୋରେସନ କଳାହାଣ୍ଡି ପକ୍ଷରୁ କେସିଙ୍ଗା ବ୍ଲକର ଭମରମାଲ ଗ୍ରାମରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଉଠାଜଳସେଚନ ପ୍ରକଳ୍ପ କାମ ଚାଲିଛି। ନିର୍ମାଣ କରିବା ପାଇଁ ୨୬ଲକ୍ଷ ୮୦ହଜାର ବ୍ୟୟ ଅଟକଳରେ ଦିବ୍ୟରଞ୍ଜନ ପଣ୍ଡା ନାମକ ଜଣେ…

ପୂରଣ ହୋଇପାରୁନି ପ୍ରତିଶ୍ରୁତି

ନୂଆଗାଁ,୧୩ା୮(ବିଜୟ ତ୍ରିପାଠୀ )ପୂରଣ ହୋଇପାରୁନି ପ୍ରତିଶ୍ରୁତି। ଅସୁବିଧା ଭୋଗୁଛନ୍ତି ଲୋକେ। ସୁନ୍ଦରଗଡ଼ ଜିଲା ନୂଆଗଁା ଆଦିବାସୀ ଅଧ୍ୟୁଷିତ ବ୍ଲକ ପ୍ରତି ଅଣଦେଖା କରୁଛନ୍ତି ସରକାର ଓ ପ୍ରଶାସନ। ବ୍ଲକର ୨୦ ପଞ୍ଚାୟତର ଲୋକେ ଆଜି ପ୍ରଶ୍ନ କରୁଛନ୍ତି କୁଆଡ଼େ ଗଲା ତହସିଲ…

ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ବି ପରିଚାଳନାରେ ଅସଙ୍ଗତି

ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା ଖୋଲିଲା ବେଳେ ଜଳ ସମ୍ପଦ ବିଭାଗର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନରେ ୧୯୯୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?