ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିବେ ଏସ୍ସି
ନୂଆଦିଲ୍ଲୀ,୨୦।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ବି.ଆର ଗବଇ ଏବଂ ପ୍ରଶାନ୍ତ କୁମାର ମିଶ୍ରା ଶୁଣାଣି ବେଞ୍ଚରେ ରହିବେ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ…
ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ
ବେଙ୍ଗାଲୁରୁ,୨୦।୭: ଚନ୍ଦ୍ରୟାନ -୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନାୟନ-୨ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ)କୁ ସଫଳତାର…
ହଂକଂରେ ସିଗାରେଟ ପିଉଥିବା ଲୋକଙ୍କ ବିରୋଧରେ ପୋଲିସ ନୁହେଁ, ଜନତା ନେବେ ଆକ୍ସନ
ଭିକ୍ଟୋରିଆ,୨୦।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ଯୋଗୁ ହେଉଛି। ଏଥିମଧ୍ୟରୁ ୨୦ ଲକ୍ଷଙ୍କ ଜୀବନ ହୃଦରୋଗ ଯୋଗୁ ଯାଉଛି। ତେବେ ବିଶ୍ୱର ପ୍ରତ୍ୟେକ କୋଣରେ ସିଗାରେଟ ଟାଣୁଥିବା ଲୋକ ରହିଛନ୍ତି।…
ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଯୋଡି ହୋଇଗଲା: ସୋରେନ
ରାଞ୍ଚି,୨୦।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରତ୍ୟେକ ବ୍ୟକ୍ତି ଏହି ଘଟଣାର ନିନ୍ଦା କରୁଛନ୍ତି। ଏହି ଘଟଣାକୁ ଦେଶର ସମସ୍ତେ ନିନ୍ଦା କରୁଛନ୍ତି। ଏଥି…
‘ଏହା ଜଣେ ଦୁର୍ବଳ ନେତାଙ୍କ ସଙ୍କେତ’…, ମଣିପୁର ହିଂସାକୁ ନେଇ ବର୍ଷିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ମଣିପୁର ହିଂସା ଓ ସେଠାରେ ମହିଳାଙ୍କ ସହ ହୋଇଥିବା ବର୍ବରତା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାହୋଇ ମୁଖ୍ୟମନ୍ତ୍ରୀ କେଜରିୱାଲ…
ରାଜସ୍ଥାନରେ କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠିତ, ଗେହଲଟ, ପାଇଲଟ ସାମିଲ
ଜୟପୁର,୨୦।୭: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦେଖି କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠନ କରାଯାଇଛି। ଗୁରୁବାର ଏହା ଘୋଷଣା କରାଯାଇଛି। ଏଥିରେ ଉଭୟ ଅଶୋକ ଗେହଲଟ ଏବଂ…
ମୋଦିଙ୍କୁ ଭେଟିବେ ଏନଡିଏ ନେତାଙ୍କ ୧୦ ଭିନ୍ନ ଭିନ୍ନ ଗ୍ରୁପ, ୨୦୨୪ ନିର୍ବାଚନକୁ ନେଇ ହେବ ଆଲୋଚନା
ନୂଆଦିଲ୍ଲୀ,୨୦।୭: ବିରୋଧୀ ଦଳ ନେତାଙ୍କ ବୈଠକର ଠିକ ପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱର ଏନଡିଏ ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ସମସ୍ତ ଦଳ…
ନକଲି ଗୋଡ଼ ଲଗାଇ ସ୍କୁଲ ଆସିଲେ କୁନି ଛାତ୍ରୀ, ଏମିତି ସ୍ବାଗତ କଲେ ସହପାଠୀ: ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…
ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଛାତ୍ରୀ ଗୋଟିଏ ଗୋଡ଼ ନ ଥିବାରୁ ନକଲି ଗୋଡ ଲଗାଇ ପ୍ରଥମଥର ସ୍କୁଲକୁ ଆସିଥିଲେ। ସେ ସ୍କୁଲରେ ପହଞ୍ଚିବା ମାତ୍ରେ…
‘ଷ୍ଟୁଡେଣ୍ଟ ଅଫ ଦ ଇୟର ୩’ରେ ଆଉ ଜଣେ ଷ୍ଟାର କିଡଙ୍କୁ ଲଞ୍ଚ କରିବେ କରଣ
ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ମେକର କରଣ ଜୋହର ତାଙ୍କର ହାଇସ୍କୁଲ କମେଡି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ତୃତୀୟ ଭାଗ ଆଣିବାକୁ ଯାଉଛନ୍ତି। ପ୍ରଥମ ଭାଗରେ ସେ ଆଲିଆ ଭଟ୍ଟ, ବରୁଣ ଧଓ୍ବନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଫିଲ୍ମ…
ବ୍ରିଜ୍ଭୂଷଣଙ୍କୁ ଆଶ୍ୱସ୍ତି: ମିଳିଲା ଜାମିନ
ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ମାମଲାରେ ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଜାମିନ ପ୍ରଦାନ ବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ବ୍ରିଜ…
ମଣିପୁର ଘଟଣାକୁ ନେଇ ବିରୋଧୀଙ୍କୁ ଭାଜପା କହିଲା, କ’ଣ ଚାହୁଁଛନ୍ତି…
ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇ ମହିଳାଙ୍କ ସହ ଘଟିଥିବା ଲଜ୍ୟାଜନକ ଘଟଣାକୁ ନେଇ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପାର୍ଲାମେଣ୍ଟରେ ବୟାନ ଦେବାକୁ ଦାବି…
ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତା ନାସିରୁଦ୍ଦିନ ଶାହା ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ କେବଳ ଭଲ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ବୋଲ୍ଡ ଏବଂ ଚମତ୍କାର ଶୈଳୀ ପାଇଁ ମଧ୍ୟ ଜଣାଶୁଣା। ସେ ଯେକୌଣସି ପ୍ରସଙ୍ଗ ହେଉ ନାସିର ବିନା…
Archives


