Home

ରାଜଘାଟ ପରେ ଲାଲକିଲା ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୫।୮: ଦେଶର ୭୭ ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ରାଜ ଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ସେ ଲାଲ କିଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର…

ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ସମଗ୍ର ଦେଶ ଦେଶପ୍ରେମରେ ପରିପୂର୍ଣ୍ଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି…

ବେଦାନ୍ତର ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’

ଭୁବନେଶ୍ୱର,୧୫ା୮(ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୭୭ତମ ସ୍ବାଧୀନତା ଦିବସ ଅବସରରେ ‘ଆଜାଦୀ କା ଅସଲି ମତଲବ’…

ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର:କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୫।୮: ସିଏଜି ରିପୋର୍ଟ ଆଧାରରେ ଆମ ଆଦମୀ ପାର୍ଟି ମୋଦି ସରକାରଙ୍କୁ ଘେରିଛି। ସିଏଜି ରିପୋର୍ଟରେ ଭାରତକୁ ଦୁର୍ନୀତିମୁକ୍ତ କରିବାକୁ ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରକୃତ ଚେହେରା ପ୍ରକାଶ ପାଇଥିବା ଏଏପି ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ପାକ୍‌ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କକର

ଇସ୍‌ଲାମାବାଦ,୧୫ା୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅନଓ୍ବାରୁଲ ହକ୍‌ କକର ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଆର୍ଥତ୍କ ସଙ୍କଟରେ ଥିବା ପାକିସ୍ତାନର ନେତୃତ୍ୱ ନେବା ସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ପରିଚାଳନା କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ନିରାଡ଼ମ୍ବର…

୧୦୦ କି.ମି. କକ୍ଷ ନିକଟତର ହେଲା ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଚନ୍ଦ୍ରୟାନ-୩ ମହାକାଶ ଯାନର ଘୂର୍ଣ୍ଣନ ପଥ ହ୍ରାସ କରିଛି। ଏହି ମାନୋଭର ପୂର୍ବରୁ ଚନ୍ଦ୍ର ଚତୁର୍ପାର୍ଶ୍ୱରେ ଅଣ୍ଡାକୃତି କକ୍ଷପଥରେ ଗତି କରୁଥିବା ଚନ୍ଦ୍ରୟାନର ସର୍ବାଧିକ ଦୂରତା ୧,୪୩୭ କିଲୋମିଟର ଥିଲା। ଏବେ…

ସିଜେଆଇଙ୍କ ଉପରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଟ

ନୂଆଦିଲ୍ଲୀ,୧୫ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଫାଇଲ ଫଟୋ ଏବଂ ତାଙ୍କର ନାଁରେ ଏକ ମିଛ ବିବୃତିକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ ଲେଖାଅଛି, ‘ଭାରତର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମେ…

ପରିବା ବିକ୍ରେତାଙ୍କ ଘରେ ଲଞ୍ଚ୍‌ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପନିପରିବା ବିକ୍ରେତା ରାମେଶ୍ୱରଙ୍କୁ ଭେଟିଥିଲେ। ତାଙ୍କ ଘରେ ବସି ତାଙ୍କ ସହିତ ଲଞ୍ଚ୍‌ କରିଥିଲେ। କଂଗ୍ରେସ ଏହାର ଏକ୍ସ (ଟୁଇଟର୍‌) ଆକାଉଣ୍ଟରୁ ଏହାର ଫଟୋ ଶେୟାର କରିଛି। ଏହାପୂର୍ବରୁ ରାମେଶ୍ୱର ଏକ ଭିଡିଓରେ ରାହୁଲ…

୭୭ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଦୋହରାଇଲେ ବିକଶିତ ଭାରତର ସଂକଳ୍ପ

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ଦେଶ ସ୍ବାଧୀନତା ପାଇଁ ନିଜ ଜୀବନ ଦେଇଥିବା ଅମର ଶହୀଦମାନଙ୍କୁ ଆଜିର ଦିନରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୭୭ ତମ ସ୍ବାଧୀନତା ଦିବସରେ…

ଦେଶର ଗୌରବ ବଢାଉଛନ୍ତି ମହିଳା: ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ଦେଶ ତ୍ରୀରଙ୍ଗା ରଙ୍ଗରେ ରଙ୍ଗୀନ ହେଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି…

ନିଟ୍‌ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନ ହେବାରୁ ପୁଅ ପରେ ଆତ୍ମହତ୍ୟା କଲେ ବାପା

ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ପୁଅର ମୃତ୍ୟୁ…

ଦାଦା-ପୁତୁରା ସାକ୍ଷାତକୁ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା: ଗୋଟିଏ ଟିମ୍‌ ପୂର୍ବରୁ ପଠାଯାଇଛି କିନ୍ତୁ ଅନ୍ୟ ଏକ ଟିମ୍‌ ଖୁବ୍‌ଶୀଘ୍ର ଯିବ

ନୂଆଦିଲ୍ଲୀ,୧୪।୮: ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ମହା ବିକାଶ ଅଗାଡିରେ ଅସନ୍ତୋଷ ଦେଖାଦେଇଛି। ଉଭୟ ପାୱାରଙ୍କ ସାକ୍ଷାତ ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ଏ ନେଇ ଏମଏନଏସ ସଭାପତି ରାଜ ଠାକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?