ଡେଙ୍ଗୁକୁ ଡାକୁଛି ଡାକ୍ତରଖାନା
ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗକୁ ନେଇ ସବୁଆଡ଼େ ଭୟ ଘାରିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍ ପଡ଼ିନାହିଁ। ଇତିମଧ୍ୟରେ ଜିଲାରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିଲେ…
କୋମାରେ ଚିକିଲିସ୍ଥିତ ରାଜ୍ୟ ଟସର କେନ୍ଦ୍ର
ନବରଙ୍ଗପୁର,୨୩ା୭(ସଦାଶିବ ପ୍ରଜାରାଜ)ନବରଙ୍ଗପୁର ଜିଲାରେ ଟସର ଚାଷ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଦୀର୍ଘ ୫୦ବର୍ଷ ଧରି କେବଳ ଗବେଷଣା ଚାଲିଛି। ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହେଉଛି। ଅଧିକାଂଶ ଚାଷୀ ଏଥିରୁ ବିମୁଖ ହେଉଛନ୍ତି। କର୍ମଚାରୀ ଓ ଇଚ୍ଛାଶକ୍ତି ଅଭାବ…
ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରିବା ପରେ ପାଠପଢ଼ା
ବିଷମ କଟକ,୨୩ା୭(ବିଭୂତି ଭୂଷର ନାୟକ )ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶ୍ରେଣୀଗୃହ ଓ ପରିବେଶକୁ ନୂଆ ରୂପ ଦେଉଛନ୍ତି। ମାତ୍ର ରାୟଗଡା ଜିଲା ବିଷମ କଟକ ବ୍ଲକରେ ଏପରି ଏକ…
ନବୀକରଣ ହେଉନି ଓଜନ ମାପ ବଟକରା
ବାଲିମେଳା,୨୩ା୭(ଶିବଦତ୍ତ ସାହୁ)ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ…
ଶିକ୍ଷକ ଅଭାବ: ପ୍ରାଥମିକ ଶିକ୍ଷା ରସାତଳଗାମୀ
ଯାଜପୁର,୨୩ା୭(ହର୍ଷବର୍ଦ୍ଧନ ବେହେରା)ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଯାଜପୁର ଜିଲାରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ସମୁଦାୟ…
୫-ଟି ବିଦ୍ୟାଳୟରେ ଶିକ୍ଷକଙ୍କ ଅବହେଳା
ମାହାଙ୍ଗା,୨୩ା୭(ଯଯାତି ସିଂହ)ପିଲାମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ୫-ଟି ଯୋଜନାରେ ରୂପାନ୍ତରଣ କରୁଥିବାବେଳେ ଶିକ୍ଷକମାନଙ୍କ ଅବହେଳା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଞ୍ଚାୟତସ୍ଥିତ ଭବାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ…
ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନି ଫୁଲବାଣୀ ପୂର୍ତ୍ତ ବିଭାଗ
ଫୁଲବାଣୀ,୨୨ା୭(ରାକେଶ କୁମାର ରାଉତ)ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନମୁଖି କାର୍ଯ୍ୟ ା ଏଠାରେ କାର୍ଯ୍ୟରତ ଅଫିସ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ଗାଦି ମାଡି ବସିଛନ୍ତି ା ସେମାନଙ୍କ ସମ୍ପର୍କରେ ବିଭାଗକୁ ତଥ୍ୟ ମାଗିଲେ ଠିକ୍ ଭାବେ ଦିଆଯାଉନାହିଁ ା ଏପରିକି…
ଶିକାରୀ ଗୁଳିରେ ନିହତ ଡେପୁଟି ରେଞ୍ଜର ମାଥି, ବନରକ୍ଷୀ ବିମଳଙ୍କୁ ମରଣୋତ୍ତର ସମ୍ମାନ
ବାରିପଦା,୨୩ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିବା ଡେପୁଟି ରେଞ୍ଜର ମାଥି ହାଁସଦା ଓ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ‘ବିଶ୍ୱ ବ୍ୟାଘ୍ର ଦିବସ’ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ।…
ମୋତିଝରଣ ଜୁ ହେଲା ପ୍ରାଣୀ ଉଦ୍ୟାନ, ଉଦ୍ଧାର କେନ୍ଦ୍ର
ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ)ସମ୍ବଲପୁର ମୋତିଝରଣଠାରେ ଥିବା ଜୁ (ଚିଡ଼ିଆଖାନା) ପ୍ରାଣୀ ଉଦ୍ୟାନ ଓ ଉଦ୍ଧାର କେନ୍ଦ୍ର ନାମରେ ନାମିତ ହୋଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାର ନାମ ପରିବର୍ତ୍ତନ କରିଛନ୍ତି। ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଭିଜନ ୬୦୦୦ରୁ ଅଧିକ ଉଦ୍ଭିଦ ସହ…
ଶ୍ରୀମନ୍ଦିର ପୋଲିସ କର୍ମଚାରୀ ନିଲମ୍ବିତ
ପୁରୀ,୨୩ା୭(ଅଜିତ୍ ମହାନ୍ତି)ମହାମାରୀ କୋଭିଡ୍ ପରଠାରୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ରହିଛି। ଫଳରେ ପୁରୀବାସୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭକ୍ତଙ୍କ…
ବିନା ଇନ୍ସ୍ୟୁରାନ୍ସରେ ଗଡୁଛି ୨୫ଲକ୍ଷ ଗାଡ଼ି
ଭୁବନେଶ୍ୱର,୨୩ା୭(ଅଭିଜିତ ଦାସ)ପରିବହନ ବିଭାଗ ପକ୍ଷରୁ ଚଳିତବର୍ଷ ଏପ୍ରିଲ ୧ରୁ ଗାଡ଼ିମୋଟରକୁ କଡାକଡି ଯାଞ୍ଚ ଲାଗି ସମସ୍ତ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରଠାରୁ କିଛି ଦିନଧରି ଗାଡିମୋଟର ଯାଞ୍ଚ ଚାଲିଲା। ହେଲେ ଗତାନୁଗତିକ ଭାବେ ଧୀରେ ଧୀରେ ଏହା…
ଜୁଆଙ୍ଗଙ୍କ ନିଅଁାର ଉତ୍ସ ‘ଚକମକି’
କେନ୍ଦୁଝର,୨୨ା୭(ଦୀପକ ମିଶ୍ର)ଆଧୁନିକତା ମଧ୍ୟରେ ହଜିଯାଇନାହିଁ ଜୁଆଙ୍ଗ ଜନଜାତିଙ୍କ ନିଅଁାର ଉତ୍ସ ‘ଚକମକି’ର ବ୍ୟବହାର। ବିଶ୍ୱର ସବୁ ଆଦିମ ଜନଜାତି ମଧ୍ୟରେ ଜୁଆଙ୍ଗ ଜନଜାତିଙ୍କ ନିଜର ଅନନ୍ୟ ଛାପ ରହିଛି। ବୈତରଣୀ ନଦୀର ଉତ୍ପତ୍ତିସ୍ଥଳରେ ବସବାସ କରୁଥିବା ଏହି ଆଦିମ ଜନଜାତିର ଲୋକମାନେ…
Archives


