ସାଉଥ୍ ସୁପରଷ୍ଟାର ସୁରିୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ସୁପରଷ୍ଟାର ସୁରିୟାଙ୍କୁ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ଦୁଇଟି ଜାତୀୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତ।…
ସ୍ତ୍ରୀଙ୍କ ସାଙ୍ଗ ପାଇଁ ୨୨ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଦେଇଥିଲେ ହିମେଶ
ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ସଂଗୀତ ସହିତ ସମସ୍ତଙ୍କ ହୃଦୟ ଜିତଥିବା ହିମେଶ ଜୁଲାଇ ୨୩, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସଂଗୀତ ବ୍ୟତୀତ ହିମେଶ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ…
କୋଚିଂ ସେଣ୍ଟର ହଷ୍ଟେଲରେ ଅଘଟଣ: ସାପକାମୁଡ଼ାରେ ୩ ମୃତ, ଜଣେ ଗୁରୁତର
କେନ୍ଦୁଝର,୨୩ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁରଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି। ମୃତକ ମଧ୍ୟରେ ୨…
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା
ଇସଲାମାବାଦ,୨୩।୭: ପାକିସ୍ତାନରେ ଲଗାଣ ବର୍ଷା ଫଳରେ ଅଧିକାଂଶ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପଞ୍ଜାବ ଓ ଖେବର ପଖତୁନଖ୍ବାରେ ସ୍ଥିତି ସବୁଠାରୁ ଖରାପ ରହିଛି। ଇସଲାମାବାଦରେ ମୂଷଳଧାରାରେ ମୌସୁମୀ ବର୍ଷା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଡନର ରିପୋର୍ଟ…
ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …
ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି। କ୍ରୀଡ଼ା ମନ୍ତ୍ରଣାଳୟ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସବୁଜ ସଙ୍କେତ ଦେବା…
ଯଦି ମନ୍ଦିର ଯୋଗୁ ହିଂସା ବଢୁଛି ତେବେ ମନ୍ଦିର ବନ୍ଦ କରି ଦିଅନ୍ତୁ: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ,୨୩।୭: ଦିନକୁ ଦିନ ସମାଜରେ ମନ୍ଦିର ପାଇଁ ହିଂସା ବଢୁଛି। ତେଣୁ ଏହାକୁ ବନ୍ଦ କରିଦେବା ଶ୍ରେୟସ୍କର ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମନ୍ଦିରରେ ହେଉଥିବା ଉତ୍ସବ ଏବେ କିଛି ସମୂହ…
ପିଟିଆଇ ଅଧ୍ୟକ୍ଷଙ୍କ ପୁଅ ମୁନିସ ଇଲାହିଙ୍କୁ ପଳାତକ ଘୋଷଣା କଲେ ଲାହୋର କୋର୍ଟ
ଲାହୋର,୨୩।୭: ଲାହୋରର ଏକ କୋର୍ଟ ଶନିବାର ପାକିସ୍ତାନର ପୂର୍ବତନ ସଂଘିୟ ମନ୍ତ୍ରୀ ଓ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ନେତା ମୁନିସ ଇଲାହିଙ୍କୁ ମନି ଲଣ୍ଡରିଂ ମାମଲାରେ ପଳାତକ ଘୋଷଣା କରିଛନ୍ତି। ଗତବର୍ଷ ସଂଘିୟ ଯାଞ୍ଚ ଏଜେନ୍ସି (ଏଫ୍ରାଇଏ)୭୨୦ ମିଲିୟନ ଟଙ୍କା ଘୋଟାଲା ମାମଲାରେ…
ଅମ୍ପାୟରଙ୍କ ଉପରେ ରାଗିଗଲେ ହରମନପ୍ରୀତ, କଲେ ଏମିତି କାମ
ଢାକା,୨୩।୭: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଟାଇ ହୋଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟାରଙ୍କ ଉପରେ ରାଗି ନିଜ ବ୍ୟାଟ୍କୁ ଷ୍ଟମ୍ପ ଉପରେ ମାରିଥିଲେ। ଏହି ମ୍ୟାଚରେ ୨୨୬ ରନ…
ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ
ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ। ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ)…
ରୋଗର ଯନ୍ତ୍ରଣା ସହି ନ ପାରି ଜୀବନ ହାରିଦେଲେ, ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ପୁଅ ସ୍ତବ୍ଧ
ନିରାକାରପୁର,୨୩ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ରୋଗର ଯନ୍ତ୍ରଣା ସହି ନ ପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କଁପୁରପଞ୍ଚାୟତ ମଳିପ ସାହିର ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)।…
ଏଆଇ ଦ୍ୱାରା ଅପବ୍ୟବହାର କିମ୍ବା ଭୁଲ ତଥ୍ୟ ଦେବା ହୋଇପାରେ ବିପଦ: ସିଜେଆଇ ଚନ୍ଦ୍ରଚୂଡ
ଚେନ୍ନାଇ,୨୩।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଅପବ୍ୟବହାର, ଭୁଲ ତଥ୍ୟ ଏବଂ ଗାଳିଗୁଲଜ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ଆଇଆଇଟି ଚେନ୍ନାଇର ୬୦ତମ ସମାରୋହକୁ ସମ୍ବୋଧନ କରି ସିଜେଆଇ କହିଛନ୍ତି, ବୈଷୟିକ କ୍ଷେତ୍ରରେ ଆପଣ…
ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…
ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ…
Archives


