୩ ଜଣ ହାଇପରସୋନିକ କ୍ଷେପଣାସ୍ତ୍ର ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଲା ରୁଷିଆ…
ମସ୍କୋ,୧୮।୫ : ରୁଷିଆର ହାଇପରସୋନିକ କ୍ଷେପଣାସ୍ତ୍ରରେ କାର୍ଯ୍ୟ କରୁଥିବା ତିନିଜଣ ବୈଜ୍ଞାନିକଙ୍କ ବିରୋଧରେ ଦେଶଦ୍ରୋହ ଭଳି ଗୁରୁତର ଅଭିଯୋଗ ଅଣାଯାଇଛି। ରୁଷିଆ ସରକାର ଏହି ସୂଚନା ଦେଇଛନ୍ତି। ଦେଶଦ୍ରୋହ ଅଭିଯୋଗକୁ ନେଇ ଅନ୍ୟ ବୈଜ୍ଞାନିକ ଚିନ୍ତିତ ଅଛନ୍ତି। ସେମାନେ ଭୟର ବାତାବରଣରେ…
ପୋଲିସ ଏସ୍ଆଇଙ୍କ ବିରୋଧରେ ବଳାତ୍କାର ମାମଲା
ପଦ୍ମପୁର,୧୮ା୫(ଡି.ଏନ.ଏ): ବରଗଡ଼ ଜିଲାରେ କାର୍ଯ୍ୟରତ ଜଣେ ପୋଲିସ ସବ୍ଇନ୍ସପେକ୍ଟର(ଏସ୍ଆଇ)ଙ୍କ ବିରୋଧରେ ପଦ୍ମପୁର ଥାନାରେ ବଳାତ୍କାର ଅଭିଯୋଗ ହୋଇଛି। ସେ ହେଲେ ଅତାବିରା ଥାନାରେ କାର୍ଯ୍ୟରତ ଏସ୍ଆଇ ରବୀନ୍ଦ୍ର ହେମ୍ବ୍ରମ। ପଦ୍ମପୁର ଥାନାରେ କାର୍ଯ୍ୟରତ ଥିବାବେଳେ ସେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା…
ଆଜିଠୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁବାର ଠାରୁ ଗଡ଼ିବା ଆରମ୍ଭ ହେବ। ଭର୍ଚୁଆଲ ମୋଡ୍ରେ ଏହି ହାଇସ୍ପିଡ୍ ଟ୍ରେନ୍ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ…
କିଏ ହେବେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ, ଚିନ୍ତାରେ କଂଗ୍ରେସ… ଶନିବାର ହେବ ଶପଥ ଗ୍ରହଣ
ବେଙ୍ଗାଲୁରୁ,୧୮।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ହେଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷଙ୍କୁ ଉପମୁଖ୍ୟମନ୍ତ୍ରୀ ଦିଆଯିବା ନେଇ…
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୧୮ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଏଥିସହ ଉକ୍ତ ଦିନ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟାରେ ବିଭାଗୀୟ ମନ୍ତ୍ରୀ ଓ…
ମୋଣ୍ଟାନା ଚାଇନାର ଆପ ଟିକ ଟକ ଉପରେ ଲଗାଇଲା ପ୍ରତିବନ୍ଧକ…
ଓ୍ବାଶିଂଟନ,୧୮।୫ : ଆମେରିକାର ମୋଣ୍ଟାନା ରାଜ୍ୟ ଚାଇନାର ଆପ ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଛି। ଟିକ ଟକକୁ ନିଷେଧ କରିଥିବା ମୋଣ୍ଟାନା ଆମେରିକାର ପ୍ରଥମ ରାଜ୍ୟ ହୋଇଛି। ସୁରକ୍ଷା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ହେସ ମୋଣ୍ଟାନା ଏହି ପଦକ୍ଷେପ ନେଇଛନ୍ତି।…
କୋଇଲା ଚୋରଙ୍କ ଢେଲା ମାଡ଼ରେ ଥାନା ଅଧିକାରୀ ଆହତ
ଭଦ୍ରକ,୧୮।୫: ଭଦ୍ରକ ଚାନ୍ଦବାଲି ରାସ୍ତାର ମତୋ ସରକାରୀ ଡାକ୍ତରଖାନା ପାଖରେ ବୁଧବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ପିକ୍ପ ଗାଡି ରାସ୍ତା କଡକୁ ଗଡ଼ି ପଡ଼ିଥିଲା। ଏନେଇ ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ସଦଳବଳେ ଘଟଣାସ୍ଥଳରେ…
ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାସ୍ତା ସଫା : ଆମେରିକା କୋର୍ଟ ଦେଲେ ନିର୍ଦ୍ଦେଶ, ୧୦ ବର୍ଷରେ ୬୦ ପଳାତକ ଭାରତରୁ ବିତାଡିତ…
ନ୍ୟୁୟର୍କ,୧୮।୫ : ବିଗତ ଏକ ଦଶନ୍ଧିରେ ଆମେରିକାର ଫେଡେରାଲ କୋର୍ଟ ପାକିସ୍ତାନୀ-କାନାଡିଆନ ବ୍ୟବସାୟୀ ତାହୱାୱର ରାଣାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ରାଜି ହେବା ପରେ ୬୦ରୁ ଅଧିକ ପଳାତକଙ୍କୁ ଭାରତକୁ ପ୍ରତ୍ୟର୍ପିତ ଅବା ନିର୍ବାସିତ କରାଯାଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀଙ୍କୁ…
କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ
ହାଟଡ଼ିହୀ,୧୮ା୫ (ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି। ଫଳରେ ବୃଦ୍ଧା ଜଣଙ୍କ ଦୀର୍ଘ ୪ ମାସ ହେବ ମଧୁବାବୁ ପେନ୍ସନ…
ଆଡ୍ହକ କମିଟି ନିକଟରେ ୧୭୦୦ ଏଣ୍ଟ୍ରି
ନୂଆଦିଲ୍ଲୀ,୧୮ା୫(ପି.ଟି.): ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ୧୭ ଓ ୨୩ ବର୍ଷରୁ କମ୍ ଏସିଆନ୍ ରେସ୍ଲିଂ ଚାମ୍ପିୟନଶିପ୍ ଚୟନ ଟ୍ରାଏଲ୍ ଆୟୋଜନ କରିଛି ଆଡ୍ହକ୍ କମିଟି। ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ପକ୍ଷରୁ ରେସଲିଂ ଫେଡେରେଶନର ସମସ୍ତ କର୍ମୀଙ୍କୁ…
କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ
ଡାବୁଗାଁ,୧୮ା୫ (ଡି.ଏନ୍.ଏ.): ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି । ଦର ତାଲିକା ପଞ୍ଚାୟତର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଖରେ…
ଡୋପିଂ ମାମଲାରେ କେନିଆ ଧାବକ ବାସନ୍ଦ
ମୋନାକୋ, ୧୮ା୫ (ପି.ଟି.): କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ବୁଧବାର ଆଥ୍ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍(ଏଆଇୟୁ)…
Archives


