ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ
ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର ସହ ବେଶ ଖୁସି ଅଛନ୍ତି। ଉଭୟଙ୍କ ଲଭଷ୍ଟୋରୀକୁ ଫିଲ୍ମରେ ଲୋକେ ଦେଖି ସାରିଥିଲେ ହେଁ…
ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲା ଭାଜପା, ସଞ୍ଜୟ ବନ୍ଦି, ସୁନିଲ ବଂସଲଙ୍କୁ ଗୁରୁ ଦାୟିତ୍ୱ
ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ସଞ୍ଜୟ ବନ୍ଦି ଓ ସୁନିଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାସଚିବ ପଦ ଦିଆଯାଇଛି। ଏହାସହ ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ବି ମହାସଚିବ ଭାବେ ନିଯୁକ୍ତ…
ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍ଲକ୍, ଲୋକେ କହୁଛନ୍ତି…
ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ ଅଭିନେତା…
‘ମେଣ୍ଟ ଏମପିଙ୍କୁ ପଶ୍ଚିମବଙ୍ଗ-ରାଜସ୍ଥାନ ବି ଯିବା ଦରକାର’, ଅନୁରାଗ ଠାକୁର କହିଲେ ଗୁଣ୍ଡା ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା
ନୂଆଦିଲ୍ଲୀ,୨୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏମପିଙ୍କ ଦଳ ଶନିବାର ମଣିପୁର ଗସ୍ତ କରିଛନ୍ତି। ଆଉ ଏବେ ଏହାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କୋଲକାତାରେ ଠାକୁର କହିଛନ୍ତି, ବିରୋଧୀ ମେଣ୍ଟର ଏମପିମାନେ ପଶ୍ଚିମବଙ୍ଗ ଓ ରାଜସ୍ଥାନ…
ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…
ବମ୍ବେ: ଏକଦା ବଲିଉଡ୍ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ। ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ ଅଭିନୟ କମ୍ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଥିଲେ ବେଶ ଚର୍ଚ୍ଚାରେ। ଫିଲ୍ମ ‘ବେତାବ’ରୁ…
ଅଷ୍ଟ୍ରେଲିଆ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ନିଖୋଜ
ବ୍ରିସବେନ,୨୯।୭: ଅଷ୍ଟ୍ରେଲିଆରେ ସେନା ଅଭିଯାନ ସମୟରେ ଏକ ବଡ ଦୁର୍ଘଟଣା ହୋଇଛି। ଦେଶର ଉତ୍ତର-ପୂର୍ବ ଉପକୂଳ ନିକଟରେ ସମୁଦ୍ରରେ ହେଲିକପ୍ଟର ଖସି ପଡିବାରୁ ୪ ଅଷ୍ଟ୍ରେଲିଆ ସେନା ବିମାନର ପାଇଲଟ ନିଖୋଜ ହୋଇଯାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାଲର୍ସ ଏହି ସୂଚନା ଦେଇ…
ଲୁକ୍କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ…
ସ୍ବାମୀ ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ କାଜୋଲ, ହେଲେ କହି ପାରି ନ ଥିଲେ…
ବମ୍ବେ: ବଲିଉଡ୍ର କିଛି ଯୋଡ଼ି ପରଦା ସହ ବ୍ୟକ୍ତିଗତ ଜୀବନରେ ବି ହିଟ୍। ସେଥି ମଧ୍ୟରୁ ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ବେଶ ଲୋକପ୍ରିୟ। ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ କାଜୋଲଙ୍କ ପ୍ରଥମ ପ୍ରେମ ଅଜୟ…
ଅନ୍ତରାଷ୍ଟ୍ରୀୟ ଆଦିବାସୀ ଦିବସରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ,୨୯।୭: ରାଜସ୍ଥାନରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପ୍ରତି ଅଞ୍ଚଳରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମଣିପୁର ବାହାରିଲେ ‘ଇଣ୍ଡିଆ’ ଡେଲିଗେଶନ
ନୂଆଦିଲ୍ଲୀ,୨୯।୭: ମଣିପୁରରେ ହୋଇଥିବା ହିଂସାକୁ ଏବେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଘଟଣାକୁ ନେଇ ବିରୋଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଠାରୁ ଏହାର ଜବାବ ମାଗୁଛନ୍ତି। ଏହି କ୍ରମରେ, ‘ଇଣ୍ଡିଆନ ନ୍ୟାସନାଲ…
‘ପଶ୍ଚିମ ବଙ୍ଗ ସରକାରଙ୍କ ପାଖରେ ବୁଲଡୋଜର ଅଛି’, ହାଇକୋର୍ଟ ଜଜଙ୍କ ଯୋଗୀ ସରକାର ଟିପ୍ପଣିକୁ ନେଇ ଟିଏମସି କହିଲା ଫେମଶ ହେବାକୁ ଚାହୁଁଛନ୍ତି
କୋଲକାତା,୨୯।୭: ଉତ୍ତର ପ୍ରଦେଶର ବୁଲଡୋର ଚର୍ଚ୍ଚା ପାଖାପାଖି ୧୦୦୦ କିଲୋମିଟର ଦୂର କୋଲକାତାରେ ହେଉଛି। କୋଲକାତା ହାଇକୋର୍ଟରେ ବେଆଇନ ନିର୍ମାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ଟିଏମସିକୁ…
ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ
ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରାଯାଇଛି। ତାଙ୍କ ମୃତ ଦେହ ବୁଧବାର ଏକ ନାଳ ନିକଟରେ…
Archives


