Home

ମୁଖ୍ୟ କୋଚ୍‌ଙ୍କ ଭିଡିଓ ଭାଇରାଲ

ମାଡ୍ରିଡ୍‌,୨୪ା୮(ପି.ଟି.): ଫିଫା ମହିଳା ବିଶ୍ୱକପ୍‌ରେ ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ସ୍ପେନ୍‌ ଫୁଟବଲ ଦଳର ପିଛା ଛାଡୁନି ବିବାଦ। ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଓ ଫୁଟବଲ ମହାସଂଘ ସଭାପତି ଲୁଇସ୍‌ ରୁବେଲଙ୍କ ଚୁମ୍ବନକୁ ନେଇ ବିବାଦ ଥମି ନ…

ଇଣ୍ଡିପେଣ୍ଡେଣ୍ଟ କ୍ଲବ ଚାମ୍ପିୟନ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଫାଓ ଲିଗ୍‌ ସିଲଭର ଗ୍ରୁପ୍‌ର ଫାଇନାଲ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଣ୍ଡିପେଣ୍ଡେଣ୍ଟ କ୍ଲବ ୪-୦ ଗୋଲରେ ସନ୍‌ସାଇନ୍‌ କ୍ଲବକୁ ହରାଇ ଚାମ୍ପିୟନ ହୋଇଛି। ବିଜୟୀ ଦଳ ପକ୍ଷରୁ ପ୍ରକାଶ ନାଏକ…

ପ୍ରି କ୍ୱାର୍ଟରରେ ଗାୟତ୍ରୀ-ତ୍ରିସା

କୋପେନ୍‌ହାଗେନ୍‌, ୨୪ା୮(ପି.ଟି.): କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ଡବଲ୍ସର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି। ପ୍ରଥମ ରାଉଣ୍ଡରେ ବାଇ…

ବିଏମ୍‌ସି ଅଫିସ ଭିତରକୁ ମଶା ଧୂଆଁ ଛାଡିଲା ଭାଜପା

ଭୁବନେଶ୍ୱର, ୨୪।୮ (ବନ୍ଦନା ସେଠୀ)ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମ୍‌ସିକୁ ପୁଣି ଥରେ ଟାର୍ଗେଟ କରିଛି ଭାଜପା। ଏନେଇ ବୁଧବାର ବିଏମ୍‌ସି କାର୍ଯ୍ୟାଳୟ ଘେରିବା ସହ ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଥିଲା। ସେହିପରି ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ…

ବୁଦ୍ଧିମାନ କିନ୍ତୁ ନିଜର ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ ସବୁକିଛି ବରବାଦ କରିଦେଇଥାନ୍ତି। ଆସନ୍ତୁ ଜାଣିବା: ମିଥୁନ: ଏହି ରାଶିର ଜାତକଧାରୀ ବହୁତ ବୁଦ୍ଧିମାନ,…

ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୪।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ…

ବିଏମ୍‌ସି ବୈଠକରେ ଡେଙ୍ଗୁକୁ ନେଇ ହୋହଲ୍ଲା

ଭୁବନେଶ୍ୱର, ୨୪।୮ (ବନ୍ଦନା ସେଠୀ)ରାଜଧାନୀରେ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସଫଳ ହେଉ ନ ଥିବାରୁ ଏହାକୁ ନେଇ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ଓ ଖୋଦ୍‌ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ବୁଧବାର ବିଏମ୍‌ସି କର୍ପୋରେଶନ…

ନରାକାସ୍‌ର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨୪।୮: ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ୫୪ତମ ଅର୍ଦ୍ଧବାର୍ଷିକ ବୈଠକ ମଙ୍ଗଳବାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ଅଧ୍ୟକ୍ଷ ତଥା ଏସ୍‌ବିଆଇ ମୁଖ୍ୟ…

ସୋଆରୁ ଜିଓର ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନ

ଭୁବନେଶ୍ୱର, ୨୪।୮: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଟ୍ରୁ-୫ଜି କ୍ୟାମ୍ପସ ଅଭିଯାନର ସର୍ବଭାରତୀୟ ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା କ୍ଷେତ୍ର ପକ୍ଷରୁ ବୁଧବାର ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଉକ୍ତ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ…

ସ୍ମାର୍ଟ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର

ଜଟଣୀ,୨୪।୮(ରବୀନ୍ଦ୍ର ମହାକୁଡ଼)ଜଟଣୀ ବ୍ଲକ କନ୍ତିଆ ପଞ୍ଚାୟତରେ ୫-ଟି ସ୍କୁଲରେ ରୂପାନ୍ତର ହୋଇଥିବା ସରକାରୀ ବିଦ୍ୟାଳୟ ଛାତରୁ ବୁଧବାର ଏକ ପ୍ଲାଷ୍ଟର ଖସିପଡ଼ିଛି। ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ତେବେ ସ୍ମାର୍ଟସ୍କୁଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ…

ମିଶୋର ମିଶନ ୧୦୦ ମିଲିୟନ

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ଇ- କର୍ମସ କମ୍ପାନୀ ମିଶୋ ବର୍ତ୍ତମାନ ଏକ ନୂଆ ମିଶନ ସମ୍ପର୍କରେ ଘୋଷଣା କରିଛି। ୨୦୨୭ ମସିହା ବେଳକୁ ମିଶୋର ମିଶନ ୧୦୦ ମିଲିୟନ ଗ୍ରାହକଙ୍କ ନିକଟତର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବର୍ତ୍ତମାନ…

ଡାକ୍ତରଙ୍କ ଘରୋଇ କ୍ଲିନିକ୍‌ ମୋହ

ଖୋର୍ଦ୍ଧା,୨୪ା୮(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ ଡାକ୍ତର ନିର୍ଦ୍ଧରିତ ସମୟରେ ମେଡିକାଲରେ ରୋଗୀଙ୍କୁ ଦେଖିବା ପରିବର୍ତ୍ତେ ନିକଟସ୍ଥ ଘରୋଇ କ୍ଲିନିକ୍‌ରେ ସମୟ ଦେଉଛନ୍ତି। ସରକାରୀ ମେଡିକାଲରେ ସ୍ବାସ୍ଥ୍ୟସେବାରେ ଉନ୍ନତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?