Home

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ବିରୋଧ କରିଛନ୍ତି। ସେ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଭାରତର…

ନୀଳକନ୍ଦରକୁ ବାହୁଡ଼ିଲେ ଲୀଳାମୟ

ପୁରୀ,୧l୭( ଅଜିତ୍ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମ୍‌କ ଯାତ୍ରା ସାରି ପବିତ୍ର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ବଡ଼ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମା’ ସୁଭଦ୍ରାଙ୍କଙ୍କ ସହ ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି l ଚତୁର୍ଦ୍ଧା ବିଗ୍ରହଙ୍କ…

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଆଦିତ୍ୟଙ୍କ ନିକଟତର ଥିବା ରାହୁଲ ଶିନ୍ଦେ ଶିବିରରେ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତି ନିକଟଔତର କୁହାଯାଉଥିବା ରାହୁଲ କାନାଲ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତିି। ସେ …

ହାଣ୍ଡିଶାଳକୁ ମାଡ଼

ସିଂହପୁର,୧ା୭(ଅନଙ୍ଗ ଉଦୟ ବେଉରିଆ): ପରିବା ଦର୍‌ ହଠାତ ଆକାଶଛୁଆଁ ଯୋଗୁ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ବଜାରର ସାପ୍ତାହିକ ହାଟରେ ଶନିବାର ବାଇଗଣ କିଲୋ ୬୦, ଟମାଟୋ ୧୦୦0, ଝୁଡ଼ଙ୍ଗ ୧୦୦, ଭେଣ୍ଡି…

ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି ଓ୍ବେଷ୍ଟଇଣ୍ଡିଜ୍‌: କ୍ୱାଲିଫାଏର ମ୍ୟାଚରେ ପରାଜିତ, ସୁପର ସିକ୍ସରୁ ବାହାର…

ହାରାରେ,୧।୭ : କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି। ହାରାରେ ସ୍ପୋର୍ଟସ୍‌ କ୍ଲବରେ ଖେଳାଯାଉଥିବା କ୍ୱାଲିଫାଏର ମ୍ୟାଚରେ ସ୍କଟଲାଣ୍ଡଠାରୁ ଓ୍ବେଷ୍ଟଇଣ୍ଡିଜ ପରାଜୟ ବରଣ କରିଛି।…

ସଲମାନଙ୍କୁ ବିବାହ କରିବାକୁ ଏହି ଅଭିନେତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନଙ୍କ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ଜାଣିବାକୁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି କେହି ଅବିବାହିତ ଅଛନ୍ତି, ସେ ସେମାନଙ୍କୁ ପ୍ରଶ୍ନ ପଚାରନ୍ତି ସେ କେବେ ଏବଂ କାହାକୁ ବିବାହ କରିବେ। ଏଥିସହିତ…

ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବୁଝାମଣାପତ୍ରର ନବୀକରଣ

ଭୁବନେଶ୍ୱର,୧ା୭(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓସେପା ସମ୍ମିଳନୀ କକ୍ଷରେ ଓସେପା ଓ ସାଇଟସେଭରସ ଇଣ୍ଡିଆ ଏକ ଉନ୍ନୟନ ସଂସ୍ଥା ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ବଚ୍ଛ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ଏକ…

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ…

ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…

ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରି ୨୭୦୦ କିଲୋଗ୍ରାମର ବିଶାଳକାୟ ରୁଟି ପ୍ରସ୍ତୁତ କରାଯାଇଛି ଯୋଧପୁର ଏବଂ…

ଜନ୍ମଦିନରେ ପୋଷ୍ଟର: ଅଖିଳେଶ ହେବେ ଦେଶର ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୧।୭ : ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଶନିବାର ୫୦ ବର୍ଷ ପୂରଣ ହୋଇଛି। ହୋଇଛି। ୧ ଜୁଲାଇ ୨୦୨୩ ରେ ଅଖିଳେଶ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ…

ଇଂରେଜଙ୍କ ତୁଳନାରେ ଦେଶବାସୀଙ୍କ ଅଧିକ ରକ୍ତ ଶୋଷିଛନ୍ତି କଂଗ୍ରେସ-ଭାଜପା: କେଜରିଓ୍ବାଲ…

ଗ୍ବାଲିୟର,୧।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ଶନିବାର ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ଯେଉଁଥିରେ ସେ ଉଭୟ ଭାଜପା-କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମଧ୍ୟପ୍ରଦେଶ…

ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ

ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri