Home

କୁମ୍ଭୀରକୁ ବିବାହ କଲେ ମେୟର

ମେକ୍ସିକୋ,୨ା୭: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।…

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: ଦଳଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଇସଲାମାବାଦ,୨ା୭: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ପରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଚିହ୍ନ ବଣ୍ଟନ ପାଇଁ ଆବେଦନ କରିବାକୁ କହିଛନ୍ତି। ଇସିପି କହିଛି, ଜୁଲାଇ ୧୯ ପର୍ଯ୍ୟନ୍ତ ଦଳର ନେତାଙ୍କ ଦସ୍ତଖତ ସହିତ…

ଓ୍ବାଗନର ଗ୍ରୁପ୍‌ର ୨୧୦୦୦ ସୈନ୍ୟଙ୍କୁ ହତ୍ୟା କରିଛି ୟୁକ୍ରେନ: ଜେଲନ୍‌ସ୍କି

କିଭ୍‌,୨ା୭: ଓ୍ବାଗନର ଗ୍ରୁପ୍‌ର ମୁଖ୍ୟ ଶୀର୍ଷ ନେତୃତ୍ୱ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶ ବର୍ତ୍ତମାନ…

ଅଜବ ସ୍ଥାପତ୍ୟ

ଦି ଫୋର୍କ ସୁଇଜରଲାଣ୍ଡର ଭିଭେ ସହରସ୍ଥିତ ଜେନେଭା ହ୍ରଦରେ ରହିଛି ଏକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ପ୍ରସ୍ତୁତ ଫୋର୍କର ସ୍ଥାପତ୍ୟ। ଆକାଶରୁ ପାଣି ଭିତରୁ ଖସୁଥିବା ଭଳି ଡିଜାଇନ୍‌ ହୋଇଥିବା ଏହି ଫୋର୍କର ଓଜନ ୯୨୯ ପାଉଣ୍ଡ ହୋଇଥିବା ବେଳେ ଉଚ୍ଚତା ୨୬…

ଫୋନ୍‌ ରଖନ୍ତୁ ସୁରକ୍ଷିତ…

ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍‌ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍‌କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ… ସମୟରେ ବାହାରକୁ…

ଇ- ଅପ୍‌ଡେଟ୍‌ ନିଶା

ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହିବାର ନିଶା ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେଉଁ ସବୁ ଦିଗ ପ୍ରତି ସତର୍କ ରହିଲେ…

ସମୁଦ୍ରରେ ବିଷାକ୍ତ ଶୈବାଳ, ମରି ଭାସୁଛନ୍ତି ଶହ ଶହ ଡଲଫିନ୍‌

କାଲିଫର୍ନିଆ,୨ା୭: ଦକ୍ଷିଣ କାଲିଫର୍ନିଆର ସମୁଦ୍ରକୂଳରେ ଶହ ଶହ ଡଲ୍‌ଫିନ୍‌ଙ୍କ ମୃତଦେହ ମିଳିଛି। ସିଏନ୍‌ଏନ୍‌ ଅନୁଯାୟୀ, ସାଣ୍ଟା ବାରବରାଠାରୁ ସାନ ଡିଏଗୋ କାଉଣ୍ଟି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଅସୁସ୍ଥ ତଥା ମୃତ ସାମୁଦ୍ରିକ ଜୀବଜନ୍ତୁ ସାମ୍ନାକୁ ଆସିଥିବା ଅଧିକାରୀମାନେ ଗତ ସପ୍ତାହରେ ୧୦୦୦ରୁ…

୨ ଶିକ୍ଷକରେ ଚାଲିଛି ପାଲୁଙ୍କିଆ ବିଦ୍ୟାଳୟ

ବାଲିଗୁଡା,୨।୭ (ସଞ୍ଜୟ କୁମାର ପାଣିଗ୍ରାହୀ)‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠମୁହାଁ ହେବେ ସେଥିପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିତ୍ତିଭୂମି ସଜାଡୁଛନ୍ତି। କିନ୍ତୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପାଲୁଙ୍କିଆ ପ୍ରାଥମିକ…

ଋଣଭାରରେ ଦମ୍ପତିଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା ଅଫିସ,୨।୭(ପ୍ରଭାତ ପାଣିଗ୍ରାହୀ) : ପୁରୀ ଜିଲା କଣାସ ବ୍ଲକ ଅଁଳାଯୋଡିରେ ଘରୋଇ ଫାଇନାନ୍ସ କମ୍ପାନୀର ଦାଦାଗିରି । କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ, ଋଣ ଶୁଝିବା ପାଇଁ ମାନସିକ ଚାପରୁ ରବିବାର ଭୋର ସମୟରେ ବୃଦ୍ଧ ଦମ୍ପତିଙ୍କ ରଶି ଲଗାଇ ଆତ୍ମହତ୍ୟା…

୮ କୋଟିର ରାସ୍ତା ୩ ମାସରେ ଫାଟିଗଲା

ବଇଣ୍ଡା,୨।୭(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଜରପଡାଠାରୁ ମନ୍ଦରବାହାଳ ଗ୍ରାମକୁ ସଂଯୋଗୀକରଣ ପାଇଁ ନିର୍ମାଣ ହୋଇଥିବା ପିଚୁ ରାସ୍ତା ଫାଟି ଅଁା କରିଛି। ୮ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ରାସ୍ତା ମାତ୍ର ୩ ମାସ ନ ଯାଉଣୁ ଫାଟିଯବା…

ବଦଳିଲା ୧୧୧ ବାବୁଙ୍କ ଚୌକି

ଅନୁଗୋଳ,୨।୭(ଅମିତ କୁମାର ସାମଲ)ଅନୁଗୋଳ ଜିଲା ପ୍ରଶାସନର ବିଭିନ୍ନ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୧୧୧ ଜଣ ବାବୁଙ୍କ ବଦଳି ତାଲିକା ବାହାରିଛି। ତେବେ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ପ୍ରଶାସନ ପକ୍ଷରୁ…

ଦନ୍ତା ଦେଉଛନ୍ତି ଦୁଃଖ

ଢେଙ୍କାନାଳ,୨।୭(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଶେଷ କରି ଗୋଠଛଡ଼ା ଦନ୍ତାଙ୍କ ହିଂସ୍ର ଆଚରଣ ହାତୀ ଉପଦ୍ରୁତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପଲରୁ ଅଲଗା ହୋଇ ବୁଲୁଥିବା ଅଣ୍ଡିରା ହାତୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri