Home

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଦୁଃଖ ପ୍ରକାଶ କଲେ ଅନୁପମ

ବମ୍ବେ: ଘୋଷଣା ହୋଇଛି ୬୯ତମ ଜାତୀୟ ପୁରସ୍କାର। ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର ମିଳିଛି। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା ଅନୁପମ ଖେର। ହେଲେ ନିଜକୁ ଶ୍ରେଷ୍ଠ…

ଛତିଶଗଡରେ ନିର୍ବାଚନକୁ ନେଇ ସରଗରମ ରାଜନୀତି: ରାଜ୍ୟ ଗସ୍ତରେ ଶାହା, ଖାର୍ଗେ ଓ ରାହୁଲ

ରାୟପୁର, ୨୫।୮: ଛତିଶଗଡରେ ବିଧାନସଭା ନିର୍ବାଚନ ନେଇ ଅଣ୍ଟା ଭିଡିଲେଣି ଭାଜପା, କଂଗ୍ରେସ। ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟରେ ଡେରା ପକାଇଲେଣି ଶୀର୍ଷ ନେତା। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ, ଘରକୁ ଆସିଲା ରାଜକୁମାରୀ

ନୂଆଦିଲ୍ଲୀ,୨୫।୮: ଦ୍ୱିତୀୟ ଥର ଲାଗି ପିତା ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ୟୁଭି ଏବଂ ପତ୍ନୀ ହେଜଲ କିଚ୍‌ଙ୍କ ଘରକୁ କନ୍ୟା ସନ୍ତାନ ଆସିଛି। ଏନେଇ କ୍ରିକେଟର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୁଅ-ଝିଅଙ୍କ ସହ ଫଟୋ ଶେୟାର…

ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିଜଆଡୁ ନିର୍ବାଚନ କରାଇଲେ ଭାଜପା ବିଧାୟକ

ଭୋପାଳ,୨୫।୮: ୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ତାରିଖ ମଧ୍ୟ ଘୋଷଣା କରି ନାହାନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ଅଗଷ୍ଟ ୨୧ରୁ ଅଗଷ୍ଟ ୨୪ଯାଏଁ ନିର୍ବାଚନ ନେଇ…

ଚନ୍ଦ୍ରାୟାନ ପ୍ରତି ବିପଦ! ନଷ୍ଟ ହୋଇଯିବ ବିକ୍ରମ-ପ୍ରଜ୍ଞାନ, କହିଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତ। ଚନ୍ଦୟାୟାନ-୩ର ଅବତରଣ ପରେ ପ୍ରାୟ ୨ଘଣ୍ଟା ୩୦ମିନିଟ୍‌ ପରେ ରୋଭର ପ୍ରଜ୍ଞାନ ବିକ୍ରମରୁ ବାହାରିଥିଲା। ତେବେ ଇସ୍ରୋ ଲ୍ୟାଣ୍ଡିଂ ପରେ ଚନ୍ଦ୍ରାୟାନର ସଦ୍ୟତମ ଅପଡେଟ୍‌ ଦେଇ ଆସୁଛି। ଉଭୟ ଲ୍ୟାଣ୍ଡର…

ସୌର ପ୍ୟାନେଲ ଦ୍ୱାରା ଚାର୍ଜ ହେଉଛି ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଭାରତର ବିକ୍ରମ। ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ଭିଡିଓ ଟୁଇଟ୍‌ କରିବା ପରେ ଇସ୍ରୋ ରୋଭର ପ୍ରଜ୍ଞାନର ଏକ ଭିଡିଓ ଟୁଇଟ୍‌ କରିଛି। ଯେଉଁଥିରେ ପ୍ରଜ୍ଞାନ ବିକ୍ରମରୁ ଏକ ର଼୍ୟାମ୍ପ ଦ୍ୱାରା ବାହାରକୁ…

ଆମେରକାରେ ଗୃହଯୁଦ୍ଧରେ ହୋଇଥିବା ନରସଂହାରରେ ଦୋଷୀ କର୍ଣ୍ଣେଲଙ୍କୁ ୨୦ବର୍ଷର ଦଣ୍ଡ ଶୁଣାଇଲେ ବିଚାରପତି

ଓ୍ବାଶିଂଟନ୍‌,୨୫।୮: ପ୍ରାୟ ୪୦ ବର୍ଷ ପୂର୍ବେ ଗୃହଯୁଦ୍ଧରେ ୨୫ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ ଅବସରପ୍ରାପ୍ତ ଗୁଆଟେମାଲା କର୍ଣ୍ଣେଲ ଜୁଆନ ଓଭାଲେ ସାଲାଜର। ଏନେଇ ତାଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ସେ ଅଧିକାଂଶ ଲୋକ ଶିଶୁଙ୍କୁ ହତ୍ୟା କରିଥିଲେ।…

ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର ମାଇଲ ଉପରେ, ନାସାର ଟେମ୍ପୋ କିମ୍ବା ଟ୍ରପୋସଫେରିକ ର୍ନିଗମନ ପ୍ରଦୂଷଣର ମନିଟରିଂ ହେଉଛି ପ୍ରଥମ…

ତିନି ଦିନ ସଟଡାଉନ ରହିବ ଦିଲ୍ଲୀ! କାହିଁକି ନିଆଗଲା ଏତେବଡ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୮: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ…

ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍‌ ଟ୍ୟାଙ୍କ୍‌ କହିଲା ହିଂସାର କାରଣ

ଓ୍ବାଶିଂଟନ୍‌,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ ବିଦ୍ରୋହ।…

ମଣିପୁର ହିଂସା ସିବିଆଇ ମାମଲାର ଶୁଣାଣି ଗୁଆହାଟୀରେ ହେବ

ନୂଆଦିଲ୍ଲୀ,୨୫।୮: ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ମଣିପୁର ହିଂସା ମାମଲାର ଶୁଣାଣି ଆସାମର ରାଜଧାନୀ ଗୁଆହାଟୀରେ କରାଯିବ। ସୁପ୍ରିମକୋର୍ଟ ଗୁଆହାଟୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ କିମ୍ବା ଅଧିକ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ କହିଛନ୍ତି। ଏହି ଶୁଣାଣି ଅନଲାଇନ ମୋଡରେ ଅନୁଷ୍ଠିତ…

ତୋସାଖାନା ଦୁର୍ନୀତି: ୨୮ରେ ହେବ ଶୁଣାଣି

ଇସଲାମବାଦ,୨୫।୮: ତୋସାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଶୁକ୍ରବାର ଆବେଦନ ଉପରେ ଶୁଣାଣି କରି ପାକିସ୍ତାନ ହାଇକୋର୍ଟ ୨୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ଜଷ୍ଟିସ ଆମୀର ଫାରୁକ ଏବଂ ଜଷ୍ଟିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?