Home

ସମୁଦ୍ରରେ ଜାହାଜ ବୁଡ଼ିଲା: ୪ ମୃତ, ୫୧ ନିଖୋଜ…

ଟ୍ୟୁନିସ,୭।୮ : ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ଜାହାଜ ବୁଡ଼ିଯିବା ପରେ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜାହାଜରେ ଥିବା ସମସ୍ତ ପ୍ରବାସୀ ସାହାରା ଆଫ୍ରିକାର ଥିଲେ। ଜଣେ ନ୍ୟାୟିକ ଅଧିକାରୀ ଏହି ସୂଚନା…

ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ରୂପାନ୍ତରଣ ହେବ। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସ୍ବାମୀ ଲାଞ୍ଚ ନେଇ ଧରାପଡ଼ିବାରୁ ବିଦାହେଲେ ମେୟର

ଜୟପୁର,୭ା୮: ସ୍ବାମୀ ଲାଞ୍ଚ ନେଉଥିବାବେଳେ ଧରାପଡ଼ିବାରୁ ତାଙ୍କ ସ୍ତ୍ରୀ ମୁନେଶ ଗୁର୍ଜାରଙ୍କୁ ରାଜସ୍ଥାନ ସରକାର ଜୟପୁର ହେରିଟେଜ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ର ମେୟର ପଦରୁ ବିଦା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜମି ଲିଜ୍‌ କରାଇଦେବା ପାଇଁ ମେୟରଙ୍କ ସ୍ବାମୀ ସୁଶୀଲ ଗୁର୍ଜାର ଶନିବାର…

ଇମ୍ରାନ୍‌ଙ୍କ ନୂଆ ଠିକଣା ଆଡିଆଲା ଜେଲ

ଇସ୍‌ଲାମାବାଦ,୭ା୮(ପି.ଟି.): ତାଷାଖାନା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ରାଓ୍ବଲପିଣ୍ଡିର ଆଡିଆଲା ଜେଲରେ ରଖିବା ପାଇଁ ଇସ୍‌ଲାମାବାଦର ଏକ ଅଦାଲତ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଇମ୍ରାନ୍‌ଙ୍କୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଥିବା…

ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୩୩ ମୃତ

କରାଚୀ,୭ା୮ : ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ରବିବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୮୦ ଜଣ ଆହତ ହୋଇଛନ୍ତି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍‌ ଟ୍ରେନ୍‌ ସିନ୍ଧ୍‌ ପ୍ରଦେଶ ନଓ୍ବାବଶାହ ଜିଲାର ସର୍‌ହରି…

ଉଛୁଳୁଛି ସୀମାପାର ପ୍ରେମ

ନୂଆଦିଲ୍ଲୀ/ମୁମ୍ବାଇ/ ଇସ୍‌ଲାମାବାଦ,୭ା୮: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପୂର୍ବରୁ କେବଳ ସିନେମାରେ ଦେଖିବାକୁ ମିଳୁଥିଲା। କିନ୍ତୁ ପ୍ରଯୁକ୍ତିର ପ୍ରଗତି ଏବେ ଦରିଆପାରି ପ୍ରେମରେ ଡେଣା ଯୋଡ଼ିଦେଲା। ପାକିସ୍ତାନର ସୀମା ହାଇଦର ହୁଅନ୍ତୁ କି ଭାରତର ଅଞ୍ଜୁ ଥୋମାସ୍‌ ସୀମାପାର ସମ୍ପର୍କ ଗଢ଼ି ଚର୍ଚ୍ଚା…

ମଣିପୁର ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ,୭ା୮ : ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଜାତିଆଣ ଓ ଯୌନ ହିଂସା ଯୋଗୁ ଅଚଳାବସ୍ଥା ଦୂର ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଉଦାସୀନତା ଓ ସ୍ଥାଣୁତାକୁ ଦାୟୀ କରାଯାଉଛି। ଜାତୀୟ…

ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ

ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍‌ ମଡେଲ୍‌ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା…

‘ମେଟଲ୍‌ ମିଟ୍‌ ୨୦୨୩’: ଜୁନିୟରରେ ସିଡିଏ ଡିଏଭି, ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ…

ଆତଙ୍କବାଦୀଙ୍କ ନୂଆ ଟ୍ରେନିଂକୁ ନେଇ ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ,୬।୮: ଏହା ଏକ ଭିନ୍ନ କଥା ଯେ ବର୍ତ୍ତମାନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନଗୁଡ଼ିକ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି କୌଣସି ଦାବି କରାଯାଇପାରିବ ନାହିଁ। ନିକଟରେ ବେଙ୍ଗାଲୁରୁରେ…

ଜୟନ୍ତ ପାଟିଲଙ୍କ ଭାଜପାରେ ଯୋଗଦାନକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପୁଣିଥରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତାର ସମ୍ଭାବନା ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଏନସିପି ନେତା ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ଜୟନ୍ତ ପାଟିଲଙ୍କ ସାକ୍ଷାତ ପରେ ଅନୁମାନ କରାଯାଉଥିଲା ଯେ ଶରଦ ପାୱାର ଦଳର ନେତା…

ଆମ୍ବଗଛରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତର ବେଣାମୁଣ୍ଡା ଗ୍ରାମର ମାଟିଆ ମୁଣ୍ଡା ସାହିରେ ରବିବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଏକ ଆମ୍ବ ଗଛରୁ ପୋଲିସ ଜବତ କରିଛି। ତାଙ୍କ ନାମ ମିଲୁ ପୂର୍ତ୍ତି ବୋଲି ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri