Home

ଜି-୨୦ ବୈଠକରେ ଯୋଗଦେବେ ନାହିଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ!

ନୂଆଦିଲ୍ଲୀ/ବେଜିଂ,୩୧।୮: ସେପ୍ଟେମ୍ବର ୮ ରୁ ୧୦ ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ। ଜିନପିଙ୍ଗ ଜି-୨୦ ବୈଠକରେ ଯୋଗଦେବେ ନାହିଁ ବୋଲି ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟ…

ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ

ମୁମ୍ବାଇ,୩୧ା୮: ଆଜିଠାରୁ ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ବୈଠକ ଏମିତି…

ବିବାହ ପାଇଁ ପୁରୋହିତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧ା୮: ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଗୁପ୍ତ ଭାବରେ କରାଯାଇଥିବା ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବୈଧ ନୁହେଁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ…

‘ଇଣ୍ଡିଆ’ର ତୃତୀୟ ବୈଠକ: ସଭା ସ୍ଥାନ ବାହାରେ ଲାଗିଲା ସାଫ୍ରନ୍‌ ପତାକା

ମୁମ୍ବାଇ,୩୧ା୮: ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେଉଛି। ଏହାପୂର୍ବରୁ ବିମାନବନ୍ଦର ଏବଂ ସଭା ସ୍ଥାନ ବାହାରେ ସାଫ୍ରନ୍‌ ପତାକା ଲଗାଯାଇଛି। ଏହି ପତାକାକୁ ଉଦ୍ଧବ ଠାକରେ ଗୋଷ୍ଠୀ(ୟୁବିଟି) ଲଗାଇ…

ଅରବିନ୍ଦର ସିଂ ଲଭଲି ହେଲେ ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ଗୁରୁବାର ଦିଲ୍ଲୀର ନୂତନ ଅଧ୍ୟକ୍ଷ ଘୋଷଣା କରିଛି। ଦଳ ଏବେ ଏହି ଦାୟିତ୍ୱ ଅନୀଲ ଚୌଧୁରୀଙ୍କ ସ୍ଥାନରେ ଅରବିନ୍ଦର ସିଂ ଲଭଲିଙ୍କୁ ଦେଇଛି। ଏନେଇ କଂଗ୍ରେସ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ସୂଚନା ଦେଇଛି। କଂଗ୍ରେସ ଏକ ପୋଷ୍ଟରେ…

ଓୱାଇସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ

ହାଇଦ୍ରାବଦ୍‌,୩୧।୧: ଡୁମରି ବିଧାନସଭା ଉପନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ(ଏଆଇଏମଆଇଏମ) ପକ୍ଷରୁ ଆୟୋଜିତ ବୈଠକରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସିଙ୍କ ଅଭିଭାଷଣରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ଏନେଇ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲାର ଡିସି ଏବଂ…

ଭାରତ ଆସିବେ କାନାଡା ପ୍ରଧାନମନ୍ତ୍ରୀ: ବିଶ୍ୱ ସଙ୍କଟ ଉପରେ ହେବ ଚର୍ଚ୍ଚା

ଓଟଓ୍ବା/ନୂଆଦିଲ୍ଲୀ,୩୧।୮: ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତରେ ଆସି ଏସିଆନ୍‌ ସମ୍ମିଳନୀରେ ଏବଂ…

ତାଣ୍ଡବ ରଚିଲା ‘ଇଡାଲିଆ’: ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଓ୍ବାଶିଂଟନ,୩୧ା୮: ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଇଡାଲିଆ’ ବ୍ୟାପକ କ୍ଷତି ଘଟାଇଛି। ଗଲ୍ଫ କୋଷ୍ଟରେ ୫ ମିଟର ପର୍ଯ୍ୟନ୍ତ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଥିଲା। ପ୍ରବଳ ପବନ ଯୋଗୁ ଶହଶହ ଘର ନଷ୍ଟ କରି ଦେବା…

ସାରା ବିଶ୍ୱକୁ ଦେଉଥିଲେ ଫିଟ୍‌ନେସ୍‌ ମନ୍ତ୍ର,ନିଜେ ୩୩ ବର୍ଷରେ ହୃଦ୍‌ଘାତରେ ହରାଇଲେ ପ୍ରାଣ

ବ୍ରାସିଲିଆ,୩୧।୮: ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ନିଜେ ମାତ୍ର ୩୩ ବର୍ଷ ବୟସରେ ଜୀବନ ହାରିଛନ୍ତି। ହୃଦଘାତ ହେତୁ ସେ ମୃତ୍ୟୁବରଣ କରିଛନ୍ତି। ବୋର୍ଗସ ପ୍ରାୟ ଏକ ସପ୍ତାହ ଧରି…

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଲୋକ ସଭାରୁ ନିଲମ୍ବନ ଆଦେଶ ରଦ୍ଦ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ସଂସଦୀୟ କମିଟି ଏ ବାବଦରେ ସୁପାରିଶ କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଥିବା ଲୋକ ସଭା ସଚିବ କହିଛନ୍ତି। ଏହାପୂର୍ବରୁ…

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ,୩୧।୮: ଡେଙ୍ଗୁ ବିଷୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏକ ଖୁସି ଖବର ଦେଇଛି। ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ ହେବ ବୋଲି କମ୍ପାନୀ ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ପୁନାୱାଲା କହିଛନ୍ତି,…

ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି

ଲଣ୍ଡନ,୩୧ା୮: ବିଶ୍ୱର ତୃତୀୟ କ୍ରିକେଟ ବୋର୍ଡ ଭାବେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ନେଇଛି ଐତିହାସିକ ନିଷ୍ପତ୍ତି। ଏଣିକି ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ମ୍ୟାଚ୍‌ ଫି ପ୍ରଦାନ କରାଯିବ। ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?