ଅସ୍ତିତ୍ୱ ହରାଉଛି ଜଳାଶୟ
ବରଗଡ଼ ଅଫିସ୍,୨୮ା୫: ଗାଁ ହେଉ କି ସହର, ଖରାଦିନେ ସବୁଠି ଜଳାଭାବ ପ୍ରମୁଖ ସମସ୍ୟା ପାଲଟିଥାଏ। ତେବେ ବହୁପୂର୍ବରୁ ଗାଁ ଏବଂ ସହରରେ ରହିଥିବା ଜଳାଶୟ ଗୁଡ଼ିକ ଯୋଗୁ ସେଭଳି ସମସ୍ୟାରୁ ମୁକ୍ତି ମିଳୁଥିଲା। ମାତ୍ର ଏବେ ବରଗଡ଼ ଜିଲାର ସବୁଆଡ଼େ…
ଦେବାଳିଆ ହେବାରୁ ବଞ୍ଚିଗଲା ଆମେରିକା! ରାଷ୍ଟ୍ରପତି ବାଇଡେନ, କେଭିନ ମ୍ୟାକ୍କାର୍ଥିଙ୍କ ମଧ୍ୟରେ ହେଲା ଋଣ ସୀମା ଚୁକ୍ତି
ଓ୍ବାଶିଂଟନ,୨୮।୫: ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ। ରାଷ୍ଟ୍ରପତି ଜୋ ବାଇଡେନ ଓ ରିପବ୍ଲିକାନ ସାଂସଦ ଓ ଆମେରିକା କଂଗ୍ରେସର ସ୍ପିକର…
୫ ବର୍ଷ ହେଲା ସରୁନି ପୂର୍ତ୍ତ ରାସ୍ତା ନିର୍ମାଣ
ଯାଜପୁର ଅଫିସ,୨୮ା୫: ପଡୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍ଆଣ୍ଡବି)ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡଚଣା ଓ ବରୀ ବ୍ଲକର…
ନାନା ସମସ୍ୟାରେ ବରୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ଯାଜପୁର ସଦର,୨୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଅଁା ପଞ୍ଚାୟତର ବରୁଅଁା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ସମସ୍ୟା ଲାଗିରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି
ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ…
ଆଇଏମ୍ଡିବିର ଟପ୍୧୦ ଲିଷ୍ଟରେ ‘ଦମନ’
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉଏକ ଖୁସି ଖବର ଆଣିଛି। ଇଣ୍ଟରନେଟ୍ ମୁଭି ଡାଟାବେସ୍…
ଗରମ ଡାଲି ପଡ଼ି ୨ ବୋଝିଆ ଆହତ
ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ପରିସରରେ ଶନିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମହାପ୍ରସାଦ ବୋଝେଇ ନେଉଥିବା ବେଳେ ଗରମ ଡାଲି ପଡ଼ି ୨ଜଣ ବୋଝିଆ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ…
ନୂଆ ସଂସଦ ଭବନର ଉଦ୍ଘାଟନ ପରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ ହଲ୍ରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନୂଆ ସଂସଦ ଭବନ ଭିତରେ ଚାଣକ୍ୟ ଏବଂ…
ମେନଷ୍ଟ୍ରୁଆଲ କପ୍: ସଚେତନତା ଲୋଡ଼ା
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଋତୁସ୍ରାବ ଯାହା ଦିନେ ଏକ ଅକୁହା କଥା ହୋଇ ରହିଥିଲା ଏବେ କିନ୍ତୁ ଏନେଇ ଆଲୋଚନା ହେଲାଣି। ତେବେ ଋତୁସ୍ରାବ ସମୟରେ ସ୍ବଚ୍ଛତା କିଭଳି ଅବଲମ୍ବନ କରାଯିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତରେ ପ୍ରାୟ ୬୪ପ୍ରତିଶତ ମହିଳା ଋତୁସ୍ରାବ ସମୟରେ…
ବାୱରିଆ ଗ୍ୟାଙ୍ଗର ରହସ୍ୟ ଖୋଲିବ କମିଶନରେଟ ପୋଲିସ
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡିଶା ସମେତ ବହୁ ରାଜ୍ୟରେ ଲୁଟ୍ପାଟ୍ କରି ଆତଙ୍କ ଖେଳାଉଥିବା ଉତ୍ତରପ୍ରଦେଶର ବାୱରିଆ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ। ଏହି ଗ୍ୟାଙ୍ଗ୍ର ନେଟ୍ଓ୍ବର୍କ କେଉଁଆଡେ ଲମ୍ବିଛି, ଏଥିରେ କେତେଜଣ ସଦସ୍ୟ ରହିଛନ୍ତି ଓ ଏଯାଏ କେତେସବୁ ଅପରାଧ…
ଛାତ୍ରୀଛାତ୍ର, ପୁସ୍ତକ ବିକ୍ରେତା ହଟହଟା
କଣାସ,୨୭।୫(ସ୍ବ.ପ୍ର.): ଦୀର୍ଘ ୩ ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍-୧ ଓ ସମେଟିଭ୍-୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା। ଛାତ୍ରୀଛାତ୍ର ଏହି…
ରଥଯାତ୍ରାରେ ଟ୍ରାଫିକ, ଗାଡ଼ି ନିୟନ୍ତ୍ରଣକୁ ଗୁରୁତ୍ୱ
ପୁରୀ ଅଫିସ,୨୮ା୫: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ଙ୍କ ପକ୍ଷରୁ ଏକ ସମନ୍ବୟ ବୈଠକ ଆଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେନେଇ ଆଲୋଚନା ଏହି ବୈଠକର…
Archives


