Home

ରାଜସ୍ଥାନ ଯାଉଥିବା ଟ୍ରେନ୍‌ ଆଉ ଦିଲ୍ଲୀ ଷ୍ଟେଶନ ଆସିବ ନାହିଁ

ନୂଆଦିଲ୍ଲୀ,୧୧ା୮: ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ରାଜସ୍ଥାନ ଏବଂ ଏଠାରୁ ଯାଉଥିବା ଟ୍ରେନ୍‌ ଧରିବାକୁ ନୂଆଦିଲ୍ଲୀ ଷ୍ଟେଶନକୁ ଆସିବାକୁ ପଡ଼ିବ ନାହିଁ। ରେଳ ମନ୍ତ୍ରଣାଳୟ ସେହି ପାର୍ଶ୍ୱକୁ ଯାଉଥିବା ଟ୍ରେନ୍‌ ପାଇଁ ଏକ ରେଳ ଷ୍ଟେଶନକୁ ପୁନଃ ନିର୍ମାଣ କରିବାକୁ ଯାଉଛି।…

ଖାଦ୍ୟପେୟ,ପ୍ୟାକେଜିଂ ଉଦ୍ୟୋଗକୁ ଗୋଟିଏ ପ୍ଲାଟ୍‌ଫର୍ମ ତଳେ ଆଣିବା ପାଇଁ ଇଣ୍ଡିଆ ଏକ୍ସପୋର ଆୟୋଜନ

ନୂଆଦିଲ୍ଲୀ,୧୧ା୮: ଗୋଟିଏ ପ୍ଲାଟଫର୍ମରେ ଖାଦ୍ୟ, ସ୍ବାସ୍ଥ୍ୟ, ପ୍ୟାକେଜିଂ ଏବଂ ପ୍ରକ୍ରିୟାକରଣ ଶିଳ୍ପ ଆଣିବା ପାଇଁ ୧୭ରୁ ୧୯ଅଗଷ୍ଟ ମଧ୍ୟରେ ଏଫ୍‌ଆଇ ଇଣ୍ଡିଆ ଏକ୍ସପୋ ଆୟୋଜିତ ହେବ। ବାଣିଜ୍ୟ ଶୋ ଏଫ୍‌ ଇଣ୍ଡିଆ ଗ୍ରାହକ ଏବଂ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ…

ଏହି ପ୍ରସିଦ୍ଧ କଲେଜର ନାଁ ବଦଳିଲା, ଏବେ ଆଇଆଇଏମ୍‌ ଭାବରେ ହେବ ପରିଚିତ

ମୁମ୍ବାଇ,୧୧ା୮: ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍‌ ୨୦୨୩ ଲୋକ ସଭା ଏବଂ ରାଜ୍ୟ ସଭାରୁ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (NITIE) ଆନୁଷ୍ଠାନିକ ଭାବରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌…

ନୂଆ ରୂପରେ ଏୟାର ଇଣ୍ଡିଆ

ଭୁବନେଶ୍ୱର,୧୧।୮:ଏୟାର ଇଣ୍ଡିଆର ନୂଆ ଲୋଗୋ ଏବଂ ରଙ୍ଗକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ନୂଆ ଲୋଗୋ ଓ ରଙ୍ଗକୁ ଉନ୍ମୋଚନ କରାଯାଇଛି। ବିଶେଷକରି ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାର…

‘ପ୍ରଧାନମନ୍ତ୍ରୀଙ୍କ ଇତିହାସ ବିଷୟରେ ସମସ୍ତେ ଜାଣନ୍ତି’

ନୂଆଦିଲ୍ଲୀ,୧୧।୮: ସଂସଦରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଅସନ୍ତୁଷ୍ଟ ବିରୋଧୀ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସମାଜବାଦୀ ପାର୍ଟି ଏମ୍‌ପି ଏସଟି ହାସନ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି କେବଳ ବିରୋଧୀଙ୍କୁ ସମାଲୋଚନା…

ଅଧୀର ରଞ୍ଜନଙ୍କ ଭାଷଣରୁ ହଟାଗଲା ବିବାଦୀୟ ଅଂଶ: ବିରୋଧ ପାଇଁ ପ୍ରସ୍ତୁତ କଂଗ୍ରେସ

ନୂଆଦିଲ୍ଲୀ,୧୦ା୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୁରୁବାର ଗୃହରୁ ନିଲମ୍ବିତ କରାଯାଇଛି। ପ୍ରଥମ ଥର ପାଇଁ ଲୋକ ସଭାର କଂଗ୍ରେସ ନେତାଙ୍କୁ ନିଲମ୍ବନ ଆଦେଶ…

ମୌସୁମୀ ଅଧିବେଶନର ଆଜି ଶେଷ ଦିନ

ନୂଆଦିଲ୍ଲୀ,୧୧।୮: ଲୋକ ସଭାର ମୌସୁମୀ ଅଧିବେଶନର ଶୁକ୍ରବାର ଅର୍ଥାତ୍‌ ଆଜି ଶେଷ ଦିନ। ମଣିପୁର ଉପରେ ଆଲୋଚନା ପ୍ରସଙ୍ଗରେ ଏଥର ପୁରା ଅଧିବେଶନ ଅଶାନ୍ତ ହୋଇପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅସାମ୍ବିଧାନିକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଅଧୀର ରଂଜନ…

ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪। ପାକ୍‌ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ରହିଛି। ସୀମା…

ଚାଇନା ଅର୍ଥବ୍ୟବସ୍ଥା ଏକ ବୋମା ପରି, ଯାହା କେବେ ବି ବିସ୍ଫୋରଣ ହୋଇପାରେ: ବାଇଡେନ୍‌

ଓ୍ବାଶିଂଟନ୍‌,୧୧।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ଅର୍ଥନୀତିକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚାଇନା ଅର୍ଥନୀତି ଏକ ଚାଲୁ ବୋମା ପରି, ଯାହା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବାଇଡେନ କହିଛନ୍ତି। ଚାଇନାର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି…

ପୁଟିନଙ୍କ ବାସଭବନ ନିକଟରେ ଲାଗିଲା ନିଆଁ

ମସ୍କୋ,୧୧ା୮: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘର ନିକଟ ଗୋଦାମ ଘରେ ନିଆଁ ଲାଗିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀ ମସ୍କୋରେ ପୁଟିନଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଛି। ରୁଷିଆର ଜରୁରୀକାଳିନ ସେବା ପକ୍ଷରୁ ପ୍ରକାଶ ଯେ, ମସ୍କୋ ପଶ୍ଚିମରେ…

ଆସିଲା ନୂଆ ନିୟମ: ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ,୧୧।୮: ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଡାକ୍ତରଙ୍କ ପାଇଁ କିଛି ନୂତନ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି। ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ । ଯଦି ଏପରି ମାମଲା ସାମ୍ନାକୁ ଆସେ,…

କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୧୧ା୮(ଅନିଲ ଦାସ): ଆସନ୍ତା ଅଗଷ୍ଟ ୧୫ ତାରିଖ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟମାନେ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri