Home

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ଭାସ୍କର ଗୋପାଳଙ୍କ ସ୍ତ୍ରୀ ପ୍ରେମଲତାଙ୍କ ଗତ ଗୁରୁବାର ଘର ମଧ୍ୟରେ ବେକରେ ରଶି ଲଗାଇ ମୃତ୍ୟୁ ଘଟିଥିଲା। ଶାଶୁଘର ଲୋକେ ପ୍ରେମଲତାଙ୍କ ପରିବାର ଲୋକଙ୍କୁ ନ ଜଣାଇ…

କ୍ରିମିୟା ବ୍ରିଜ୍‌ ଉପରେ ୟୁକ୍ରେନର ଆତଙ୍କବାଦୀ ଆକ୍ରମଣ

ମସ୍କୋ,୧୨ା୮: ୟୁକ୍ରେନ-ରୁଷିଆ ବିବାଦ ଥମିବାର ନାଁ ନେଉନି। ପରସ୍ପର ଆକ୍ରମଣ ପ୍ରତି ଆକ୍ରମଣ ଦୀର୍ଘଦିନ ଧରି କରି ଚାଲିଛନ୍ତି। ଶନିବାର ୟୁକ୍ରେନ ରୁଷିଆ ଉପରେ ପ୍ରତିଶୋଧ ନେଇଛି। ରୁଷିଆର କ୍ରିମିୟା ବ୍ରିଜ ଉପରେ ୟୁକ୍ରେନ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରିଛି।…

ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ କଟକଣା ଜାରି କଲା ରୁଷିଆ…

ମସ୍କୋ,୧୨।୮ : ୟୁକ୍ରେନ ସହିତ ଚାଲିଥିବା ବିବାଦ ମଧ୍ୟରେ, ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଆପଲ ଆଇଫୋନ ବ୍ୟବହାରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି କହିଛି ମନ୍ତ୍ରୀ ମକସୁଟ ଶାଦେଭ ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ…

ଯୁଦ୍ଧ ସମୟରେ ଲାଞ୍ଚ ନେବା ଦେଶଦ୍ରୋହ, ସେନାର ସମସ୍ତ ପ୍ରମୁଖ ବରଖାସ୍ତ: ୟୁକ୍ରେନ୍‌ର କଠୋର ପଦକ୍ଷେପ…

କିଭ,୧୨।୮ : ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁର୍ନୀତି ବିରୋଧରେ ଏକ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁକ୍ରେନର ଆଞ୍ଚଳିକ ସେନା ନିଯୁକ୍ତି କେନ୍ଦ୍ରର ସମସ୍ତ ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ତାଙ୍କ ଘୋଷଣାରେ ଏହି ଲୋକଙ୍କୁ ବରଖାସ୍ତ ବିଷୟରେ କହିଛନ୍ତି।…

ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଏତଲା

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଷିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଶନିବାର ଟାଉନ ଥାନାରେ ଭିନ୍ନସକ୍ଷମ ସାଥୀଭରସା ସଂଘ ପକ୍ଷରୁ ଲିଖିତ ଏତଲା କରାଯାଇଛି। ଦିବ୍ୟାଙ୍ଗମାନଙ୍କୁ କଟୁ ଭାଷା ପ୍ରୟୋଗ ସହ ବିଧାୟକ ଥଟ୍ଟା ପରିହାସ…

ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି ଅଭିଯୋଗ ଭିତ୍ତିହୀନ, ତଦନ୍ତ ପରେ ପଡ଼ିଲା ଜଣା

କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଉତକେଲା ପଞ୍ଚାୟତର କୋକୋଡ଼ମାଲ ଗ୍ରାମର ସୁଲୋଚନା ବାଗ୍‌ (୮୦) ଓ ସୁମିତ୍ରା ପଟ୍ଟନାୟକ ଏକ ବର୍ଷ ହେଲା ଭତ୍ତା ପାଇ ନ ଥିବାର କେସିଙ୍ଗା ବିଡିଓ କୌଣସି ସୂତ୍ରରୁ ଖବର ପାଇ ତଦନ୍ତ…

ଆଦିବାସୀଙ୍କ ସହିତ ପାରମ୍ପରିକ ପୋଷାକରେ ନୃତ୍ୟ କଲେ ରାହୁଲ, ଭିଡ଼ିଓ ଭାଇରାଲ…

ଚେନ୍ନାଇ,୧୨।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଦୁଇ ଦିନିଆ ତାମିଲନାଡୁ ଏବଂ କେରଳ ରାଜ୍ୟ ଗସ୍ତରେ ଅଛନ୍ତି। ଶନିବାର ତାମିଲନାଡୁର ଓଟି ନିକଟ ମୁଥୁନାଡୁ ଗ୍ରାମରେ ଟୋଡା ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ସହ ସେ ଏକ ଆଦିବାସୀ ନୃତ୍ୟରେ…

ପାକିସ୍ତାନ ଫେରିବେ ନଓ୍ବାଜ ସରିଫ!

ଇସଲାମବାଦ,୧୨।୮: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ତେବେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ସୁପ୍ରିମକୋର୍ଟ…

ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…

ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପରିଚାଳିତ ଏବଂ ସଙ୍କଟ ସମୟରେ ଏହା ମହିଳାମାନଙ୍କୁ ତୁରନ୍ତ ସହାୟତା ଯୋଗାଇଥାଏ। ଏହା ପରାମର୍ଶଦାତା,…

ଅଜବ ସ୍କୁଟର: ଦେଖିବାକୁ ଓଲଟା, ଗଡୁଛି ସିଧା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ଏକ ଅଜବ ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି। ସ୍କୁଟରକୁ ଏପରି ରୂପାନ୍ତରିତ କରାଯାଇଛି ଯେ, ଦେଖାଯାଉଛି ଆରୋହୀ ଏହାକୁ ଓଲଟା ଚଢୁଛନ୍ତି। ଏହାର ଡିଜାଇନ…

ଚର୍ମ ରଙ୍ଗକୁ ଚିହ୍ନଟ କରିବା ପାଇଁ କ୍ୟାମେରା ପ୍ରସ୍ତୁତ କରୁଛି ଚାଇନା

ବେଜିଂ,୧୨।୮: ଚାଇନା ନିଜ ଦେଶର ନାଗରିକଙ୍କ ଉପରେ ନଜର ରଖିବା ପାଇଁ ଆପଣାଇଛି ନୂଆ ରାସ୍ତା। ନିଜ ଦେଶର ନାଗରିକଙ୍କ ଗତିବିଧିକୁ ନଜର ରଖିବା ପ୍ରସ୍ତୁତ କରିଛି ନୂଆ ଟେକ୍ନୋଲଜିର ସିସିଟିଭି କ୍ୟାମେରା। ଏହାକୁ ଖୁଲାସା କରିଛ ଆମେରିକାର ଆଇପିଭିଏମ (ଇଣ୍ଟରନେଟ…

ଶାନ୍ତି ପାଇଁ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା କରିବା ଜରୁରୀ: ଫାରୁକ ଅବଦୁଲା…

ଶ୍ରୀନଗର,୧୨।୮ : ନ୍ୟାଶନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର କହିଛନ୍ତି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କିମ୍ବା ଜମ୍ମୁ-କଶ୍ମୀରରେ ରାଲି ଆୟୋଜନ କରିବା କେବଳ ଏକ ପ୍ରହଶନ। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ନିଷ୍ଠାପର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri