Home

ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ ଅଫ…

ଇଣ୍ଡିଆ ମେଣ୍ଟରେ ଫାଟ, କାବେରୀ ଜଳ ବିବାଦ ନେଇ ତାମିଲନାଡୁ-କର୍ନାଟକ ମୁହାଁମୁହିଁ…

ଚେନ୍ନାଇ/ବେଙ୍ଗାଲୁରୁ,୧୨।୮ : କାବେରୀ ଜଳ ବିବାଦ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର କର୍ନାଟକ ସହ ଚାଲିଥିବା କାବେରୀ ଜଳ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁୁ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ ରାଜ୍ୟ…

ମୋରଡ଼ା ଗସ୍ତରେ ୫-ଟି ସଚିବ, ଛାତ୍ରୀଛାତ୍ରଙ୍କ ସହ ନେଲେ ସେଲ୍‌ଫି

ମୋରଡ଼ା,୧୨ା୮(ସ୍ମାରକୀ ମାଜୀ): ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାରଠାରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ମୋରଡ଼ା ବ୍ଲକ ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବଗୁଡ଼ିକୁ…

ରାହୁଲଙ୍କ ଦଣ୍ଡାଦେଶ କାଏମ ରଖିଥିବା ବିଚାରପତିଙ୍କ ବଦଳି, ୨୩ ବିଚାରପତି ବଦଳିଲେ…

ନୂଆଦିଲ୍ଲୀ,୧୨।୮ : ଦେଶର ବିଭିନ୍ନ ହାଇକୋର୍ଟର ୨୩ ଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଯେଉଁ ବିଚାରପତିଙ୍କୁ ବଦଳି କରାଯିବ ସେମାନଙ୍କ ମଧ୍ୟରେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।…

ଜମ୍ମୁ-କଶ୍ମୀରରେ ୭୧ ଆତଙ୍କବାଦୀ ସକ୍ରିୟ, ୩୮ ସ୍ଥାନୀୟ ସଦସ୍ୟ…

ଶ୍ରୀନଗର,୧୨।୮ : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଉପରେ ସୁରକ୍ଷା ବାହିନୀ କଡା ନଜର ରଖିଛନ୍ତି। କ୍ରମାଗତ ଏନକାଉଣ୍ଟରରେ ପାକିସ୍ତାନୀ ଏବଂ ସ୍ଥାନୀୟ ଆତଙ୍କବାଦୀମାନେ ନିହତ ହେଉଛନ୍ତି। ଗତ ବର୍ଷ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧୮୭ ଆତଙ୍କବାଦୀ ନିହତ ହୋଇଥିଲେ।…

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ବିଲ୍‌, ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୮: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଭାରତ ସରକାରଙ୍କ ବିଜ୍ଞପ୍ତିରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରିବାକୁ ସୂଚନା…

ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍‌ଓସି ମାଗିଲେ ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍‌ର ପ୍ରତିନିଧିତ୍ୱ କରିବା ଲାଗି…

ନ୍ୟୁଜ୍‌କ୍ଲିକ୍‌ ମାମଲା: ବରିଷ୍ଠ ବିଚାରପତିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୨।୮: ବିବାଦୀୟ ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ୨୫୦ରୁ ଅଧିକ ବରିଷ୍ଠ ଅଧିକାରୀ। ପୂର୍ବତନ ବିଚାରପତି ତଥା ରାଷ୍ଟ୍ରଦୂତଙ୍କ ସମେତ ୨୫୫ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନ ବିଚାରପତି ଡି.ଓ୍ବାଇ…

‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’

ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍‌ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍‌ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ…

ରୁପେ କ୍ରେଡିଟ୍‌ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍‌ବିଆଇ କାର୍ଡ

ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଉପଲବ୍ଧ…

ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ

ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ପ୍ରଯୋଜନା…

ଏଣିକି ଅଭିଯୁକ୍ତ ଗିରଫ ହେଲେ ତୁରନ୍ତ ପରିବାରକୁ ଦିଆଯିବ ସୂଚନା, ୨୦୨୭ ସୁଦ୍ଧା ଅନଲାଇନ ହେବ ସବୁ କୋର୍ଟ

ନୂଆଦିଲ୍ଲୀ,୧୨।୮: ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ତିନୋଟି ବିଲ ଆଗତ କରିବାବେଳେ ଏହା ଭାରତୀୟ ଅପରାଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଅଭିଯୋଗକାରୀ ଶୀଘ୍ର ନ୍ୟାୟ ପାଇବା, ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ଆଇନ ବ୍ୟବସ୍ଥାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri