Home

ବାପାଙ୍କୁ ହରାଇଲେ ଅଭିନେତ୍ରୀ

ବମ୍ବେ: ସବୁବେଳେ ନିଜର ଚୁଲବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କ ୬୮ ବର୍ଷରେ ନିଧନ ହୋଇଛି। ଶନିବାର ଅପରାହ୍ନରେ ସେ ଶେଷ…

ଜଗବନ୍ଧୁ ସାହିରେ ବୋମାମାଡ଼

ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। କେତେଜଣ ଦୁର୍ବୃତ୍ତ ପ୍ରଶାନ୍ତ ନାୟକଙ୍କ ଘର ଉପରକୁ ବୋମା ଫିଙ୍ଗିବାରୁ ପ୍ରଶାନ୍ତଙ୍କ ଅଗଣାରେ ୨ଟି ବୋମା ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା।…

ନିଜ ରୋଜଗାରକୁ ନେଇ କୋହଲିଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୨।୮: ଭାରତୀୟ ଟିମ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ବିରାଟ କୋହଲି ଏବେ ଭଲ ଫର୍ମରେ ଅଛନ୍ତି। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ତାଙ୍କ ରୋଜଗାରକୁ ନେଇ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଛି। କିଛିଦିନ ତଳେ…

ଏସିଆ କପ୍‌ ଲାଗି ଦଳ ଘୋଷଣା କଲା ବାଲାଂଦେଶ, ଟିମ୍‌କୁ ଫେରିଲେ… 

ନୂଆଦିଲ୍ଲୀ,୧୨।୮: ବାଲାଂଦେଶ କ୍ରିକେଟ ବୋର୍ଡ(ବିସିବି) ଶନିବାର ଏସିଆ କପ୍‌ ଲାଗି ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିଛି। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ତାନ୍‌ଜିଦ ହାସନ ତମିମଙ୍କୁ ପ୍ରଥମ ଥର ଲାଗି ଜାତୀୟ ଦଳରେ ସାମିଲ କରାଯାଇଛି। ତମିମ ଇକବାଲ ପିଠିରେ…

ସ୍ବାମୀ ରଣବୀରଙ୍କୁ ନୁହେଁ, ଏହି କଳାକାରଙ୍କୁ ପ୍ରଥମେ ଗର୍ଭଧାରଣ ଖବର ଜଣାଇଥିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିକଟରେ ଆଲିଆ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜରିଆରେ ପ୍ରଶଂସକଙ୍କର ଖୁବ୍‌ ମନୋରଞ୍ଜନ କରିଛନ୍ତି। ଗତ ବର୍ଷ ରଣବୀର କପୁରଙ୍କୁ ବିବାହ…

ରକ୍ତରେ ହୋଲି ଖେଳୁଛି ଟିଏମସି: ମୋଦି-ମମତା ମୁହାଁମୁହିଁ…

ନୂଆଦିଲ୍ଲୀ,୧୨।୮ : ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିିର୍ବାଚନ ସମୟରେ ଟିଏମସି ରକ୍ତରେ ହୋଲି ଖେଳିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି। ଦେଶ ଏହାର ସାକ୍ଷୀ ହୋଇଛି ବୋଲି ପଶ୍ଚିମବଙ୍ଗର…

ଚତୁର୍ଥ ଟି୨୦: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ଫ୍ଲୋରିଡା,୧୨।୮: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଶନିବାର ଏଠାରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନକ ରୋଭମାନ ପାଭେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଆଇଫଲ୍‌ ଟାଓ୍ବାର

ପ୍ୟାରିସ୍‌,୧୨ା୮: ଶନିବାର ଫ୍ରାନ୍ସର ଆଇକନିକ୍‌ ଟାଓ୍ବାର ଆଇଫଲ ଟାଓ୍ବାରକୁ ଉଡ଼ାଇ ଦେବା ଧମକ ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଫ୍ରାନ୍ସର ପୋଲିସ ସୂତ୍ରରୁ ପ୍ରକାଶ। ଟାଓ୍ବାରର ସମସ୍ତ ତିନି ମହଲାକୁ ଖାଲି କରିଦିଆଯାଇଛି। ବୋମା ବିସ୍ଫୋରଣ ଖବର ମିଳିବା…

ଛୋଟ ବୁଢ଼ିଆଣୀ ଭୟରେ ବନ୍ଦ ହେଲା ଅଷ୍ଟ୍ରିଆର ସୁପର ବଜାର…

ଭିଏନା,୧୨।୮ : ଅଷ୍ଟ୍ରିଆର ଏକ ସୁପର ବଜାରରେ ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଦେଖିବାକୁ ମିଳିଛି ଯାହାର କାମୁଡ଼ା ଯନ୍ତ୍ରଣାଦାୟକ। ଏହା ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ। ବୁଢ଼ିଆଣୀ ଦେଖିବା ପରେ ଭୟରେ ସୁପର ବଜାର ବନ୍ଦ ହୋଇଯାଇଥିଲା। ଫକ୍ସ ନ୍ୟୁଜ ରିପୋର୍ଟ…

ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର, ପିଲାଙ୍କ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ପ୍ରଧାନ ଶୁକ୍ରବାର ରାତିରେ ଉକ୍ତ ବିଦ୍ୟାଳୟର ଦୁଇ ମହିଳା…

ଜୀବନ ସହ ବାଜି ଲଗାଇ ସୁରକ୍ଷିତ ରଖିବାକୁ ହେବ କିମ୍‌ଙ୍କ ଫଟୋ, ନ ହେଲେ ମୃତ୍ୟୁଦଣ୍ଡ…

ପ୍ୟୋଙ୍ଗୟାଙ୍ଗ,୧୨।୮ : ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନ ଦେଇ ସୁରକ୍ଷିତ ରଖିବାକୁ ପଡ଼ିବ। ଟାଇଫୁନ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ପବନ…

ଶ୍ରୀଲଙ୍କାରେ ଚାଇନା ଯୁଦ୍ଧପୋତ: ଭାରତର ବଢ଼ିଲା ଚିନ୍ତା…

କଲମ୍ବୋ,୧୨।୮ : ଚାଇନାର ପିପୁଲ୍ସ ଲିବରେଶନ ଆର୍ମିର ଯୁଦ୍ଧ ଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା ନୌସେନା ସୂଚନା ଦେଇଛି ଚାଇନା ଯୁଦ୍ଧପୋତ କଲମ୍ବୋ ବନ୍ଦରରେ ଶନିବାର ପର୍ଯ୍ୟନ୍ତ ରହିବ। ଗତ ବର୍ଷ ମଧ୍ୟ ଶ୍ରୀଲଙ୍କା ବନ୍ଦରରେ ଚାଇନାର ଏକ ଗୁପ୍ତଚର ଜାହାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri