Home

୧୮ରୁ ୨୨ ମଧ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର,୧୨ା୭(ଅନିଲ ଦାସ): କଥାରେ ଅଛି ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ମାତ୍ର ଆଷାଡ଼ ଯାଇ ଶ୍ରାବଣ ଅଧା ହେଲାଣି। ବର୍ଷାର ଦେଖା ନାହିଁ। ଚାଷୀ ଆକାଶକୁ ଚାହିଁ ରହିଛି। ରାଜ୍ୟର ଅଧା ଜିଲାରେ ଜମି ଫାଟି ଆଁ କଲାଣି।…

ବିନା ସୂଚନାଫଳକରେ ଲକ୍ଷାଧିକ ଟଙ୍କାର ମିଶନ ଶକ୍ତି ଗୃହ ନିର୍ମାଣ

ଡୁଙ୍ଗୁରୁପାଲି,୧୨ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପଛପଟରେ ତଥା କୋର୍ଟ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗୃହ ନିର୍ମାଣ କାମ ବିନା ସୂଚନା ଫଳକରେ ଚାଲିଛି। ସୂଚନାନୁସାରେ, ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ…

ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୨।୭: ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯମୁନା ଜଳ ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ କେଜ୍‌ରିୱାଲ ଜରୁରୀ ବୈଠକ ଡକାଇ ପରିସ୍ଥିତି…

ବାଞ୍ଜିବାହାଲ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ: ପ୍ରେମିକାଙ୍କ ବାପା, କାକା, ଭିଣୋଇ କୋର୍ଟଚାଲାଣ

ଭବାନୀପାଟଣା,୧୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବହୁ ଚର୍ଚ୍ଚିତ ବାଞ୍ଜିପଦର ଗାଁ ପ୍ରେମୀଯୁଗଳଙ୍କ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ କରିଛି ଧର୍ମଗଡ଼ ପୋଲିସ। ଏହି ଘଟଣାରେ ପ୍ରେମିକାଙ୍କ ବାପା,କାକା ଓ ଭିଣୋଇ ହତ୍ୟାକାରୀ ବୋଲି ଜଣାପଡ଼ିଛି। ତିନି ଅଭିଯୁକ୍ତଙ୍କୁ ଗିରଫ…

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ: ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଡୋମିନିକା,୧୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଉଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍‌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଖେଳାଳି ଟିମ ଇଣ୍ଡିଆ…

ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ

ବାଲିଗୁଡ଼ା,୧୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ଼ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍‌ ରହିଛି। ପାଣି ଅଭାବ ଯୋଗୁ ଚାଷୀକୁଳ ହତାଶ…

ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ

ନୂଆଦିଲ୍ଲୀ,୧୨।୭: ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ‘କଥା’ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ବୁଧବାର ଗ୍ରେଟର ନୋଏଡା ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଏକାଠି ହୋଇଥିବା ଭକ୍ତଙ୍କ ଭିଡ ଅନିୟନ୍ତ୍ରିତ ହୋଇଯାଇଥିଲା। ଦଳଚକଟାରେ ଅନେକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ। କିଛି ଲୋକ…

ଅଷ୍ଟମଥର ପିତା ହେଲେ ବୋରିସ ଜନସନ

ଲଣ୍ଡନ,୧୨।୭: ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣିଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ କ୍ୟାରି ଜନସନ ଜୁଲାଇ ୫ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ କ୍ୟାରି ଏହି ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ତୃତୀୟ ଏବଂ ବୋରିସଙ୍କ…

ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର ସକାଳେ କୌଶଳ କ୍ରମେ ଥାନାରୁ ଫେରାର ହୋଇଯାଇଥିଲେ। ବହୁ ତନାଘନା ପରେ ପୋଲିସ…

ଗୁଜରାଟ, ପଶ୍ଚିମବଙ୍ଗରୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି ବୁଧବାର ଗୁଜରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜରାଟର ବାବୁଭାଇ ଜେସଙ୍ଗବାଇ ଦେଶାଇ ଏବଂ କେସରିଦେବ ସିଂ ଝାଲା ଏବଂ ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜଙ୍କୁ ପ୍ରାର୍ଥୀ କରିଛି।…

୩ ଆତଙ୍କବାଦୀ ଗିରଫ: ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ରଚିଥିଲେ ଯୋଜନା

ଶ୍ରୀନଗର,୧୨।୭: ଜମ୍ମୁ କଶ୍ମୀର ପୋଲିସ ବଡଗାମରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସୂଚନାନୁସାରେ, ସମସ୍ତ ପାଞ୍ଚଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ। ଗିରଫ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଚାହୁଁଥିଲେ। ପୋଲିସ…

ଜୁଲାଇ ୧୩ରୁ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ରୁ ତିନି ଦିନିଆ ଗସ୍ତର ଅଂଶ ଭାବରେ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତ ପାଇଁ ଯିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୁଲାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri