ପୂରଣ ହୋଇପାରୁନି ପ୍ରତିଶ୍ରୁତି
ନୂଆଗାଁ,୧୩ା୮(ବିଜୟ ତ୍ରିପାଠୀ )ପୂରଣ ହୋଇପାରୁନି ପ୍ରତିଶ୍ରୁତି। ଅସୁବିଧା ଭୋଗୁଛନ୍ତି ଲୋକେ। ସୁନ୍ଦରଗଡ଼ ଜିଲା ନୂଆଗଁା ଆଦିବାସୀ ଅଧ୍ୟୁଷିତ ବ୍ଲକ ପ୍ରତି ଅଣଦେଖା କରୁଛନ୍ତି ସରକାର ଓ ପ୍ରଶାସନ। ବ୍ଲକର ୨୦ ପଞ୍ଚାୟତର ଲୋକେ ଆଜି ପ୍ରଶ୍ନ କରୁଛନ୍ତି କୁଆଡ଼େ ଗଲା ତହସିଲ…
ବ୍ଲକ୍ ଗ୍ରାଣ୍ଟ ହେବା ପରେ ବି ପରିଚାଳନାରେ ଅସଙ୍ଗତି
ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା ଖୋଲିଲା ବେଳେ ଜଳ ସମ୍ପଦ ବିଭାଗର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନରେ ୧୯୯୩…
ଜରାଜୀର୍ଣ୍ଣ ନବରଙ୍ଗପୁର ଆଦିବାସୀ ସଂଗ୍ରହାଳୟ
ନବରଙ୍ଗପୁର,୧୩।୮(ସଦାଶିବ ପ୍ରହରାଜ)ନବରଙ୍ଗପୁର ସହର ମଧ୍ୟଭାଗରେ ଥିବା ଆଦିବାସୀ ସଂଗ୍ରହଳାୟ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହି କୋଠାର ପୁନରୁଦ୍ଧାରକୁ ଗୁରୁତ୍ୱ ନ ଦେଇ ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାପଡାହାଣ୍ଡି ମୃଗବିହାରରେ ଏକ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ୧୨…
ଉଚ୍ଚଶିକ୍ଷା ନେଇ ମଉଳିଯାଉଛି ଯମୁନାଙ୍କ ସ୍ବପ୍ନ
ଟିକିରି, ୧୩।୮( ପ୍ରଫୁଲ କୁମାର ବେହେରା)ରାୟଗଡା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଦଲିଝରଣ ଗ୍ରାମର ଯମୁନା ନାଏକ। ଅର୍ଥ ବାଧକ ଯୋଗୁ ତାଙ୍କ ଉଚ୍ଚଶିକ୍ଷାରେ ଡୋରି ବନ୍ଧା ହେବାକୁ ଯାଉଛି। କୋରାପୁଟ ଜିଲା ଦଶମନ୍ତପୁର କଲେଜରେ ଯୁକ୍ତ ୨ ଶେଷ…
ବିନା ଫିଟ୍ନେସ୍ରେ ଗଡ଼ୁଛି ୪ ଓଏସ୍ଆର୍ଟିସି ଗାଡ଼ି
ରାୟଗଡ଼ା,୧୩।୮(ଭାଗ୍ୟଶ୍ରୀ ମିଶ୍ର)ରାଜ୍ୟ ସରକାର ପରିବହନ କ୍ଷେତ୍ରରେ ଯାତ୍ରୀଙ୍କୁ ରିହାତି ମୂଲ୍ୟରେ ସୁବିଧା ଦେବା ପାଇଁ ସରକାରୀ ବସ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) କରିଛନ୍ତି। ହେଲେ ଏହାର ରାୟଗଡ଼ା କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ପରିଚାଳନାଗତ ତ୍ରୁଟି ଯୋଗୁ…
ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା
ଯାଜପୁର/ଧର୍ମଶାଳା,୧୩ା୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା…
ଶିଳ୍ପ ପ୍ରଦୂଷଣରେ ଆକ୍ରାନ୍ତ ଶିଳ୍ପବିହୀନ କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା,୧୩ା୮ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ମଧ୍ୟମ ଅଥବା ବୃହତ୍ ଶିଳ୍ପ ନାହିଁ। ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ତିନିପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ…
ତାଲିକାରେ ନାମ ଥାଇ ବି ମିଳୁନି ଆବାସ ଗୃହ
ଖଣ୍ଡପଡ଼ା,୧୩ା୮(ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଳକ ଅଧୀନ ୨୨ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବ୍ଳକ ପ୍ରଶାସନ ନିକଟରେ ପ୍ରତ୍ୟେହ ଅଭିଯୋଗପତ୍ର ପହଞ୍ଚତ୍ବାରେ ଲାଗିଛି ା ବ୍ଳକ ପ୍ରଶାସନ ଅଭିଯୋଗଗୁଡିକ ପ୍ରତି ଦୃଷ୍ଟି ନ…
ମିଳିମିଶି ଚାଲିଛି ଖଣି ଲୁଟ୍
ନୟାଗଡ଼ ଅଫିସ,୧୩।୮(ଲୋକନାଥ ମିଶ୍ର)କୋମଣ୍ଡରେ ଖଣିଚୋର ଏକାଠି ହୋଇ ରାଜ୍ କରୁଛନ୍ତି । ରାତିରେ ପ୍ରାୟ ୮ ଘଣ୍ଟା କାମ କରି ଖଣିଚୋରମାନେ ମାସକରେ ୧କୋଟି ଟଙ୍କା ରୋଜଗାର କରି ପାରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାରଙ୍କୁ ରାଜସ୍ବ ଦେଉ ନ…
ମଶା ପାଇଁ ଡ୍ରୋନ୍ ନୁହେଁ, ରାଫେଲ ବ୍ୟବହାର କରନ୍ତୁ: ସୁନୀତି ମୁଣ୍ଡ
ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ବିଏମ୍ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ସହ ଡେଙ୍ଗୁ ବ୍ୟାପିବା ପାଇଁ…
ବିଏମ୍ସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ସହରବାସୀ
ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କିଛି ଅମାନିଆ ସୁଧୁରୁ ନ ଥିବାରୁ ଏବେ ପୂରା ଆକ୍ସନମୋଡ୍ରେ ବିଏମ୍ସି। ଆଉ ଚେତାବନୀ ନୁହେଁ, ସିଧାସିଧା ଜରିମାନା,…
ଶୁଭଲକ୍ଷ୍ମୀଙ୍କ ସହ ହୋଟେଲ ରୁମ୍ ଯାଇଥିଲେ ଦୁଇ ଯୁବକ
ଭୁବନେଶ୍ୱର,୧୩।୮(ସତ୍ୟଜିତ୍ ରାଉତ)ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍ ବାର୍ର ଏକ ରୁମ୍ରେ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ(୧୮) ଆତ୍ମହତ୍ୟା କରିଥିବା ଡିସିପି ସ୍ପଷ୍ଟ କରିଥିଲେ। କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା…
Archives


